Snigdha Ray
ଗାଡି ପାଇଁ ତେଲ ନାହିଁ ,ବ୍ୟାରେଲ ବ୍ୟାରେଲ ତେଲ ବୋହି ନେଉଛନ୍ତି ଚିଙ୍ଗୁଡ଼ି ଚାଷୀ
ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ, ସାଧାରଣ ଲୋକ ହନ୍ତସନ୍ତ । ଟ୍ରାକ୍ଟର ଲଗାଇ ଶହ ଶହ ବ୍ୟାରେଲ ଡିଜେଲ ବୋହି ନେଉଛନ୍ତି ଚିଙ୍ଗୁଡ଼ି...
ପେଟ୍ରୋଲ ଓ ଡିଜେଲ ସମସ୍ୟାକୁ ନେଇ ଜିଲ୍ଲାବାସୀ ଅତିରିକ୍ତ ଚିନ୍ତିତ ନହେବାକୁ ଜିଲାପାଳଙ୍କ ଅନୁରୋଧ
ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପେଟ୍ରୋଲ ଓ ଡିଜେଲ ସମ୍ବନ୍ଧୀୟ କୌଣସି ସମସ୍ୟାକୁ ନେଇ ଜିଲ୍ଲାବାସୀ ଅତିରିକ୍ତ ଚିନ୍ତିତ ନହେବା ପାଇଁ ଜିଲ୍ଲାପାଳ ଦିଲୀପ ରାଉତରାଏ ଅନୁରୋଧ କରିଛନ୍ତି...
କାଗଜପତ୍ରରେ ଗାଁ କଲ୍ୟାଣ ସମିତି, ମିଥ୍ୟା ବିଲ୍ ଓ ଫଟୋରେ ଅନୁଦାନ ହରିଲୁଟ୍
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ଅନୁଦାନକୁ ହଡ଼ପ କରିବା ପାଇଁ ମିଥ୍ୟା ବିଲ୍ ଏବଂ ଫଟୋ ସର୍ବସ୍ୱ କାର୍ଯ୍ୟକ୍ରମ ଏବେ ଧାମନଗର ବ୍ଲକରେ ଚର୍ଚ୍ଚାର ବିଷୟ...
ସରକାରଙ୍କର କୌଣସି ନିର୍ଦ୍ଧାରିତ ନିୟମ ନାହିଁ, ତଥାପି ୧୦୦ ଟଙ୍କାରେ ସୀମିତ ପେଟ୍ରୋଲ, ବଢ଼ୁଛି...
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମଧ୍ୟପ୍ରାଚ୍ୟ ଯୁଦ୍ଧ ପରବର୍ତୀ ପରିସ୍ଥିତିରେ ସାରା ଦେଶରେ ତୈଳ ଆମଦାନୀ ହ୍ରାସ ପାଇଥିବା ଚର୍ଚ୍ଚା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ...
ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲର ଅଭାବୀ ବିକ୍ରିକୁ ନେଇ ପ୍ରଶାସନ ଓ ପୋଲିସର ମିଳିତ...
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ପେଟ୍ରୋଲର ଅଭାବ ଦେଖା ଦେଇଥିବା ବେଳେ ଅନେକ ପେଟ୍ରୋଲ ପମ୍ପ ବନ୍ଦ ରହିଛି। କେତେକ ପେଟ୍ରୋଲ ପମ୍ପରେ ୧୦୦/୨୦୦...
କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ବିଜୟ ମହାନ୍ତି ଗିରଫ
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ବିଜୟ ମହାନ୍ତିଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବର୍ହିଭୂତ ସମ୍ପତି ଠୁଳ...
ମେଧାବୃତି ପରିକ୍ଷାରେ ଚମକିଲେ ଶୁଭମ, ଅଂଚଳ ପାଇଁ ଆଣିଲେ ଗୌ÷ରବ
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଶ୍ରୀବନ୍ତପୁର ଗ୍ରାମର ମେଧାବୀ ଛାତ୍ର ଜାତୀୟ ସ୍ତରରେ ନିଜର ପାରଦର୍ଶିତା ପାଇଁ ଗୌରବ ଆଣିଛନ୍ତି। ଶ୍ରୀବନ୍ତପୁର-ଚାଇଁପୁରସ୍ଥିତ ନିରଞ୍ଜନ ସରକାରୀ...
ଦ୍ୱାଦଶ ପରୀକ୍ଷାରେ ଏସ.ବି.ଡ଼ି. ସ୍କୁଲର ଅଦ୍ଭୂତପୂର୍ବ ସଫଳତା
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକସ୍ଥିତ ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ.ବି.ଡ଼ି. ଇଂଟର ନେସନାଲ୍ ସ୍କୁଲର ପ୍ରକାଶିତ ପାଇଥିବା ସିବିଏସ୍ଇ ଦ୍ୱାଦଶ ପରୀକ୍ଷାରେ ଅଦ୍ଭୂତପୂର୍ବ ସଫଳତା...
ବାସ୍କେଟବଲ୍ ଖେଳର ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରତି ବର୍ଷ ପରି ଭଦ୍ରକ ବାସ୍କେଟବଲ ଏକାଡେମୀ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ବାସ୍କେଟ ବଲ ଖେଳର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର କୋଚ୍...
ବନ୍ତ ପୋଲିସ ଜବତ କଲା ଦେଶୀମଦ ଓ ବାଇକ
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ଥାନା ଅଧିନ ଡ଼ିଗିଆଡ଼ି ଠାରେ ଚୋରା ଦେଶୀମଦ କାରବାରରେ ସଂପ୍ତୃକ୍ତ ଜଣେ ଯୁବକକୁ ପୋଲିସ ଧରିବାରେ ସକ୍ଷମ...
ମା’ ମଙ୍ଗଳାଙ୍କ ଉତ୍ସବ ପାଳନ ବେଳେ ମହୁମାଛି ଆକ୍ରମଣରେ ୨୦ ଆହତ
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଗୁଆମାଳ ପଂଚାୟତ ଅଧୀନ ବିଶ୍ୱନାଥପୁର ଗ୍ରାମରେ ଗୁରୁବାର ମା’ ମଙ୍ଗଳାଙ୍କ ଉତ୍ସବ ପାଳନ ବେଳେ ମହୁମାଛି...
ସରକାରଙ୍କ ପକ୍ଷରୁ ଭଦ୍ରକ କାଳୀ ମେଢ କମିଟିଙ୍କୁ ୫୦ ହଜାର ଲେଖାଏ ଆର୍ଥିକ ସହାୟତା,...
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସରକାରଙ୍କ ତରଫରୁ ଭଦ୍ରକର ଐତିହାସିକ ଗଣପର୍ବ କାଳୀପୂଜା ଉପଲକ୍ଷେ ମେଢ଼ କମିଟିମାନଙ୍କୁ ଆର୍ôଥକ ସହାୟତା...
ଫେଲୋସିଫ୍ ଅଫିସରେ ହାଜୀ ଅବୁଲ କାଶିମଙ୍କ ଶ୍ରଦ୍ଧାଞ୍ଜଳୀ ସଭା
ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଲୋସିପ୍ ଠାରେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ହାଜୀ ଅବୁଲ କାଶିମ...
ଚାନ୍ଦବାଲି ବରିଷ୍ଠ ନାଗରିକ ସଙ୍ଘର ୫ମ ବାର୍ଷିକ ସମାରୋହ
ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ବରିଷ୍ଠ ନାଗରିକ ସଙ୍ଘର ୫ମ ବାର୍ଷିକ ସମାରୋହ ଗୁରୁବାର ଚାନ୍ଦବାଲି ସ୍ଥିତ ବରିଷ୍ଠ ନାଗରିକ ଗୋଷ୍ଠୀ ସାଧନ କେନ୍ଦ୍ର ଠାରେ...
ଫେଲୋସିପ୍ ସଭାଗୃହରେ ୧୫ ଦିନିଆ ଇଂଟରସିପ୍ କାର୍ଯ୍ୟକ୍ରମ
ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୫ ଦିବସୀୟ କାର୍ଯ୍ୟକ୍ରମର ୪ର୍ଥ ଦିବସରେ ପୋଷଣ, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମୀଣ ଯୋଜନା ଓ ଯୌତୁକ ପ୍ରଥା, ଖାଉଟି ସୁରକ୍ଷା କାର୍ଯ୍ୟକ୍ରମ...
ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯ୍ୟକ୍ରମ ଅନୁସାରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍...
ଧାମନଗରକୁ ଜବରଦଖଲ ମୁକ୍ତ କରିବାକୁ ନୂଆ ତହସିଲଦାର ପ୍ରତିଶୃତି, ଯାତାୟାତରେ ହେବନି ଅସୁବିଧା
ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ତହସିଲ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଆଇନ ଜବରଦଖଲ ଏବେ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର...
ଧାମନଗର ଏସିଡିସି ବୈଠକରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା, ବର୍ଷା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ...
ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାମନଗର ନିର୍ବାଚନ ମଣ୍ଡଳୀ ବିକାଶ କମିଟି (ଏସିଡିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା,...
ପିରାହାଟ ଥାନା ଭିତରେ ମହିଳା ଆଇଆଇସି ଓ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ୬୦ଜଣଙ୍କ...
ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପିରାହାଟ ଥାନାର ଆଇଆଇସି ରୋଜାଲିନ ବେହେରା ଓ ପୋଲିସ କର୍ମଚାରୀଙ୍କୁ କେତକ ବ୍ୟକ୍ତି ରବିବାର ବିଳମ୍ୱିତ ରାତିରେ ଦୁର୍ବ୍ୟବହାର...
ଆହାତ ବିଦ୍ୟୁତ ବିଭାଗର ଠିକା ଶ୍ରମିକଙ୍କୁ ନେଇ ତେଜିଲା ଆନ୍ଦୋଳନ
ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଆ ର ଶକ୍ତି ବିଭାଗ କୁ ନିଜ ଅଧିନ ରେ ଟାଟା ପାୱାର ନେବା ପରେ ବଢିଛି ତାର ମନମାନି।କିଛି ବଡ଼...























