Snigdha Ray
ଧାମନଗର:ପରିତ୍ୟକ୍ତ ଅବସ୍ଥାରେ ବିଭିନ୍ନ ଜଳାଶୟ, ସଂସ୍କାର ଅଭାବରୁ ପୋଖରୀ ଏବେ ପୋତି ହୋଇଯାଉଛି’, ଜଳ...
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାରା ବିଶ୍ୱ ଯେତେବେଳେ ‘ବିଶ୍ୱ ଜଳ ଦିବସ’ ପାଳନ କରିବାକୁ ପ୍ରସ୍ତୁତ ହେଉଛି, ସେତିକି ବେଳେ ଧାମନଗର ବ୍ଲକର ବିଭିନ୍ନ ପଂଚାୟତରେ...
ଗ୍ରୀଷ୍ମ ଆରମ୍ଭରୁ ଘେଂଟଶ୍ୱର ଅଂଚଳରେ ଜଳ ସଙ୍କଟ: ୪୦୦ ପରିବାର ପିଇବା ପାଣିରୁ ବଂଚିତ,...
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗ୍ରୀଷ୍ମ ଆରମ୍ଭ ରୁ ପିଇବା ପାଣିର ଅଭାବ, ପୋଖରୀ ପାଣି ଗ୍ରାମବାସୀ ଙ୍କ ସାହା ଭରସା, ତୁରନ୍ତ ପାଣି ସମସ୍ୟା ସମାଧାନ...
ଅଦିନିଆ ବର୍ଷାରେ ୨ଦିନ ହେଲା ୨ଟି ସମବାୟ ସମିତିରେ ଭିଜୁଛି ହଜାର ହଜାର ଧାନବସ୍ତା,...
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକଜିଲରେ ଗତ ଶୁକ୍ରବାର ବିଳମ୍ବିତ ରାତିରୁ ଶନିବାର ସକାଳ ଯାଏଁ ଅଦିନିଆ ବର୍ଷା ଲାଗି ରହିଥିବାରୁ ଚାନ୍ଦବାଲି ବ୍ଲକର ଆରଡି ସମବାୟ...
ଧାମନଗରରେ ପବିତ୍ର ଇଦ-ଉଲ ଫିତର ପର୍ବ ପାଳିତ
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଓ ସହରାଂଚଳରେ ପବିତ୍ର ଇଦ-ଉଲ ଫିତର ପର୍ବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଶନିବାର ଏହି ଅବସରରେ...
ଶ୍ରୀରାମ ନବମୀ ମହୋତ୍ସବ ୨୦୨୬ ଉପଲକ୍ଷେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପରିଚୟ ବହନ କରୁଥିବା ଶ୍ରୀରାମ ନବମୀ ମହୋତ୍ସବ ମହା ସମାରୋହରେ ପାଳିତ ହେବାକୁ ଯାଉଛି...
ମହିଳାଙ୍କ ମୃତ ଦେହ ରେଳ ଧାରଣାରୁ ଉଦ୍ଧାର, ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାପା ମା ସ୍ୱପ୍ନ ଦେଖନ୍ତି ଝିଅ ବଡ଼ ହେଲେ ହାତକୁ ଦୁଇ ହାତ କରି ଶାନ୍ତିରେ ନିଶ୍ୱାସ ମାରିବେ। ବିବାହ ପରେ...
ଭଦ୍ରକରେ ଇଦ-ଉଲ-ଫିତର ପାଳିତ, ଜାମା ମସଜିଦ ଓ ଇଦଘାରେ ସମୂହ ନମାଜ ପାଠ, ଜିଲ୍ଲାରେ...
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତ୍ସାହ ସହ ଭଦ୍ରକ ଭାଇଚାରା ସହରରେ ଶନିବାର ପବିତ୍ର ଇଦ-ଉଲ-ଫିତର ପର୍ବ ପାଳିତ ହୋଇଯାଇଛି । ଭଦ୍ରକ ପୁରୁଣା ବଜ଼ାର ସ୍ଥିତ...
ଭଦ୍ରକ ସାହିତ୍ୟ ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଡିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଯୋଜନାରେ ଭଦ୍ରକର ପ୍ରାଚୀନ ସାହିତ୍ୟ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସ୍ଥାନୀୟ ସହୀଦ...
ବିଶିଷ୍ଟ ସମାଜସେବୀ ଦେବାଶିଷ ରାଉତଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରାଂଚଳ ୱାର୍ଡ଼ ନମ୍ବର ୧୫ କୁଆଁଶ ଗ୍ରାମ ନିବାସୀ, ପୂର୍ବତନ ପାରିଷଦ ତଥା ସମାଜସେବାରେ ନିଜ ଜୀବନକୁ ସମର୍ପିତ କରିଥିବା...
ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟ ଓ ସ୍ୱେଚ୍ଛାସେବୀ ସଂଗଠନ କଳିଙ୍ଗ ବିକାଶ ପରିଷଦର ମିଳିତ ସହଯୋଗରେ ବିଶ୍ୱ...
ରାଜ୍ୟ ରାଜପଥରେ ଧାନବସ୍ତା ରଖି ଚାରିତରଫ ଚାଷୀଙ୍କ ରାସ୍ତା ଅବରୋଧ, ଧାନ ନିଅ ନଚେତ...
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତିର ଚାଷୀମାନେ ସମିତି ପାର୍ଶ୍ୱସ୍ଥ ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥକୁ ଶୁକ୍ରବାର...
ଉତ୍କଳ କେଶରୀ ଆଗରପଡା ମହୋତ୍ସବ ଉଦ୍ଘାଟିତ୍, ଇତିହାସର ମୂକ ସାକ୍ଷୀ ଆଗରପଡା-ଶଶି ସାହୁ, ଅଭିନେତ୍ରୀ...
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବରପୁତ୍ର ମାଟି ଆଗରପଡା, ଯୋଗଜନ୍ମା ପୁରୁଷ ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବ ଏ ମାଟିରେ ଜନ୍ମ ଗ୍ରହଣ କରି ଆମ ସମସ୍ତଙ୍କୁ...
ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ବିଷୟରେ ତିହିଡ଼ି ଡିଗ୍ରୀ...
ଜିଲ୍ଲା ରକ୍ତ ସଂଗଠନର ୬ତମ ପ୍ରତିଷ୍ଠା ଦିବସ ପାଳିତ
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ ସାମାଜିକ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ପକ୍ଷରୁ ଷଷ୍ଠ ତମ...
ପଂଚାୟତ ଅଫିସ ପଛରେ ଅନ୍ଧାର, ୫୯ ବର୍ଷ ହେବ ଝାଟିମାଟି କୁଡ଼ିଆରେ ଅସହାୟ ବିଧବା,...
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ଗରିବ, ଭୂମିହୀନ ଓ ନିରାଶ୍ରୟ ଙ୍କ ପାଇଁ ଶହ ଶହ କୋଟି ଟଙ୍କାର ଆବାସ ଯୋଜନା କରୁଥିବା ବେଳେ, ବାସ୍ତବ...
ଜାତୀୟ ସ୍ତରୀୟ ପୂର୍ବାଂଚଳ ୧୧ ବର୍ଷରୁ କମ୍ ରୋଲ୍ବଲ ପ୍ରତିଯୋଗିତାରେ ଭଦ୍ରକରୁ ସାରାଂଶ ମନୋନୀତ
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡିଶାର ଭୁବନେଶ୍ୱର ଠାରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ପୁର୍ବାଂଚଳ (୧୧ ବର୍ଷରୁ କମ) ରୋଲବଲ ପ୍ରତିଯୋଗିତା ଟି ୨୧...
ଧାମରାରେ ବିଦେଶୀ କଇଁଛ(ଅଲିଭ ରିଡଲେ)ଙ୍କ ଅଣ୍ଡାଦାନରେ ବାଧକ ଜଳବାୟୁ ପରିବର୍ତନ
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ଅଂଚଳକୁ ଆସୁଥିବା ବିଦେଶୀ କଇଁଛ ଅଲିଭ ରିଡଲେଙ୍କ ସଙ୍ଗମ ପର୍ବ ଶେଷ ହୋଇଥିବା ବେଳେ...
ଶନିବାରରେ ହେବ ଇଦ-ଉଲ-ଫିତର ନମାଜ
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ମୁସଲିମ ଜମାତ ହଲାଲ କମିଟିର ଏକ ବୈଠକ ଗୁରୁବାର ସନ୍ଧ୍ୟା ୭ ଘଟିକା ରେ ପୁରୁଣା ବଜ଼ାର ସ୍ଥିତ ମଦିନା...
ପୁରୁଣାବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରାଷ୍ଟ୍ରୀୟ ନବ ବର୍ଷ ପାଳିତ
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡିଶା ଙ୍କ ଯୋଜନା ଆଧାରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣା ବଜାର, ଭଦ୍ରକରେ...
ଐତିହାସିକ ଗୋହିରାଟିକିରିରେ ପ୍ରଶାସନିକ ନିଷ୍ପତିକୁ ଜନ ବିରୋଧ, ପର୍ଯ୍ୟଟକ ସୁବିଧା କେନ୍ଦ୍ରକୁ ପାଠାଗାର କରିବାକୁ...
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶାର ଐତିହାସିକ ଯୁଦ୍ଧ କ୍ଷେତ୍ର ଧାମନଗର ବ୍ଲକ ମୁସ୍ତଫାପୁର ର ଗୋହିରାଟିକିରି ପୀଠରେ ପ୍ରଶାସନିକ ନିଷ୍ପତିକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ୨୦୧୯...
























