Home ଜିଲ୍ଲା ପରିକ୍ରମା ବର୍ଷୀୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ କଳିଙ୍ଗ କଳାକାର ସଂଘର ଶ୍ରଦ୍ଧାଞ୍ଜଳୀ

ବର୍ଷୀୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ କଳିଙ୍ଗ କଳାକାର ସଂଘର ଶ୍ରଦ୍ଧାଞ୍ଜଳୀ

3

ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି କଳିଙ୍ଗ କଳାକାର ସଂଘ ପକ୍ଷରୁ ବର୍ଷୀୟାନ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।ଏହିଅବସରରେ ସଂଘର ସଭାପତି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ,ଉପସଭାପତି ବାବୁରାମ ରାଉତ, ସାଧାରଣ ସମ୍ପାଦକ ସୁରେନ୍ଦ୍ର ପ୍ରସାଦ ନାୟକ,ସଂଗଠନ ସମ୍ପାଦକ ହେମନ୍ତ ସ୍ୱାଇଁ,ସମ୍ପାଦକ ମନମୋହନ ସାହୁ,ବରିଷ୍ଠ ପାଲା କଳାକାର ଗଣେଷ ଦାସ,ଉପଦେଷ୍ଟା କୁଳମଣି ସାବତ,ସଞ୍ଜିତ ବଳ, ପ୍ରଭାତ ରାଉଳ,ବସନ୍ତ ଦାସ,ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ଜେନା,ଉପେନ୍ଦ୍ର ସାହୁ,ହରିହର ମହାଳିକ,ପ୍ରତାପ ନାୟକ,ନିଳାମ୍ବର ସେଠୀ, ଗୟାଧଟା ମଣ୍ଡଳ,ଇନ୍ଦ୍ରମଣି ବେହେରା,ଭୈରବ ଜେନା,ଆମର ସେଠୀ,ଅମୂଲ୍ୟ ବେହେରା,କ୍ଷୀରୋଦ ଜେନା,ନିରଞ୍ଜନ ଦାସ, ଭରତ କୁମାର ସାହୁ,ଗଙ୍ଗାଧର ବେହେରା,ରମେଶ ନାୟକ,ରତିକାନ୍ତ ସାହୁ,ଧନେଶ୍ୱର ବୈୟାରୀ, ଗୋବର୍ଦ୍ଧନ ନାୟକ,ରମାକାନ୍ତ ମଲ୍ଲିକ,ସନାତନ ସାହୁ,ଉଦୟକର ପରିଡା,ହୃଷିକେଶ ଜେନା,ଦୈତାରି ସାହୁ,ସୁଦାମ ପାତ୍ର ,ପ୍ରଫୁଲ୍ଲ ନାୟକ, ଗଂଗାଧର ବେହେରା,ରମେଶ ନାୟକ,ବାବୁରାମ ବେହେରା,ଅନନ୍ତ କୁମାର ମହଲ ପ୍ରମୁଖ ବିନମ୍ର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ପ୍ରଣବ ପଟ୍ଟନାୟକ ସଙ୍ଗୀତ ଜଗତର ଜଣେ ଉଜ୍ଜ୍ୱଳ ତାରକା ଥିଲେ। ତାଙ୍କ ବିୟୋଗରେ ଓଡିଶାର ସଙ୍ଗୀତ ଜଗତର ଅପୁରଣୀୟକ୍ଷତି ହୋଇଛି ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.