Snigdha Ray
ଚିନି ମହଙ୍ଗା ପରେ ମିଠା ଦୋକାନୀ ଚିନ୍ତାରେ
ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଚିନି ଦରରେ ହଠାତ୍ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି। କିଛିଦିନ ପୂର୍ବରୁ କିଲୋପିଛା ୪୫ରୁ ୪୮ ଟଙ୍କା ମଧ୍ୟରେ...
ବନ୍ତ ଓ ଆଗରପଡାରେ ମହମ୍ମଦଙ୍କ ଜୟନ୍ତୀ
ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତର ପଧାନପଡା, ମାଲତିରା, ହାଟସାହି, ତରାପୁର, ଚଣ୍ଡିପୁର ଆଦି ୧୦ ଗୋଟି ସ୍ଥାନରେ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜୟନ୍ତୀ...
ଭୂମିହୀନ ଦଳିତ ମହିଳାଙ୍କ ପ୍ରତି ବଣିଆ ସରପଂଚଙ୍କ ଅଶ୍ଳୀଳ ଆଚରଣ,ନ୍ୟାୟ ପାଇଁ ଏସ୍ପିଙ୍କୁ ଭେଟିଲେ
ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ ଅନ୍ତର୍ଗତ ବଣିଆ ପଂଚାୟତରେ ଏକ ସରକାରୀ ଅନାବାଦୀ ଜମିରେ ଦୀର୍ଘ ୨୫ବର୍ଷ ଧରି ଘରକରି ରହିଥିବା ଜଣେ ଭୂମିହୀନ ଦଳିତ...
ଦୋଷିଙ୍ଗା ପଂଚାୟତରେ ଡିଲରଙ୍କ ବାଟ ମାରଣା, ୩୦ବସ୍ତା ଚାଉଳ ଜବତ, କାରଣ ଦର୍ଶାଅ ନୋଟିସ...
ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଚାନ୍ଦବାଲି ବ୍ଲକ ଦୋଷିଙ୍ଗା ପଂଚାୟତରେ ସଂପୃକ୍ତ ଡିଲର ବସନ୍ତ ଗିରି(୦୪୦୫ପି୦୬୫) ବହୁ ଦିନ ହେବ ନିଜ ମନମାନୀରେ ଖାଉଟି ମାନଙ୍କୁ ଚାଉଳ ବଦଳରେ...
ବନ୍ୟାଜଳ ନିଷ୍କାସନକୁ ନେଇ ବିରୁହାଁରେ ରକ୍ତାକ୍ତ ସଂଘର୍ଷ,୧୩ ଜଣଙ୍କ ନାମରେ ମାମଲା
ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରବଳ ବର୍ଷା ଓ ବନ୍ୟାଜଳ ମଧ୍ୟରେ ପାଣି ନିଷ୍କାସନକୁ ନେଇ ବିରୁହାଁ ଗ୍ରାମରେ ଦୁଇ ପଡ଼ୋଶୀ ପରିବାର ମଧ୍ୟରେ ଘଟିଛି ତୀବ୍ର ସଂଘର୍ଷ।...
ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ,୨ମହିଳାଙ୍କ ସମେତ ୫ଗିରଫ
ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ମଙ୍ଗଳବାର ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ...
ଧାମନଗରରେ ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିବସ ପାଳିତ,ଜୁଲୁସ ଶୋଭାଯାତ୍ରାରେ ଝଲସିଲା ଧାମନଗର
ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ରେ ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜନ୍ମ ଦିବସ ଯସନ ଏ ଇଦ୍ ମିଲାଦୁନନବୀ ମହାଆଡମ୍ବରରେ ପାଳନ କରାଯାଇଛି। ମୁସଲମାନ...
ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ,ସହର ପରିକ୍ରମା କଲା ୮୪ ଚିତାକର୍ଷକ...
ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଇସଲାମ ଧର୍ମର ପ୍ରବର୍ତକ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜନ୍ମଜୟନ୍ତୀ (ଜଶ୍ନ-ଏ-ଈଦ ମିଲାଦୁନ୍ ନବୀ) ଭଦ୍ରକ ସହରରେ ଆନନ୍ଦ ଉଲ୍ଲାସ ସହ...
ଦ୍ୱିତୀୟଥର ବନ୍ୟାରେ ଜିଲାର ୬ଟି ବ୍ଲକରେ ୭୪ହଜାର ୫୨୧ ଗୃହପାଳିତ ପଶୁ ପ୍ରଭାବିତ
ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଦ୍ୱିତୀୟ ଥର ବନ୍ୟାରେ ଜିଲାର ୬ଟି ବ୍ଲକ ରେ ୭୪ହଜାର ୫୨୧ଗୃହ ପାଳିତ ପଶୁ ପ୍ରଭାବିତ ହୋଇଛନ୍ତି।ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୨୫୫ମାଟ୍ରିକ...
ଦେଢ଼ମାସ ଧରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପାଣିଘେରରେ
ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ପ୍ରଥମ ବନ୍ୟା ପରେ ଦେଢ଼ମାସ ଧରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟଟି ପାଣିଘେରରେ ରହିଛି। ଅଫିସରୁ ପଦାକୁ ବାହାରିଲେ ଦୂଷିତ...
ମୃତକଙ୍କ ଘରେ ବିଜେପି ଓ ବିଜେଡ଼ି ଟିମ
ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ୟା ପରିସ୍ଥିତିରେ ମୃତ୍ୟୁବରଣ କରିଥିବା ଧାମନଗର ଅଂଚଳର ମୃତକଙ୍କ ପରିବାରକୁ ଭେଟିଛନ୍ତି ଶାଶକ ବିଜେପି ଏବଂ ବିରୋଧୀ ବିଜେଡ଼ି ଟିମ। ଧାମନଗର ବିଧାୟକ...
ସଂସ୍କୃତି ଜ୍ଞାନରେ ତିନି ଛାତ୍ରୀଙ୍କ କୃତିତ୍ୱ
ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ବାଲେଶ୍ୱର ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅସୁରାଳି ଶ୍ରୀବୈରାଗୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର...
ତିହିଡି଼ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଂଟନ
ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ତିହିଡି଼ ବ୍ଲକର ବନ୍ୟା ବିପନ୍ନଙ୍କୁ ତିହିଡି଼ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ଭଦ୍ରକ ଜିଲ୍ଲା ସଭାପତି ରଞ୍ଜିତ ଖଟୁଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ...
ବର୍ଷୀୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ କଳିଙ୍ଗ କଳାକାର ସଂଘର ଶ୍ରଦ୍ଧାଞ୍ଜଳୀ
ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି କଳିଙ୍ଗ କଳାକାର ସଂଘ ପକ୍ଷରୁ ବର୍ଷୀୟାନ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।ଏହିଅବସରରେ ସଂଘର...
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ ବଂଟନ
ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ବିଭିନ୍ନ ପଂଚାୟତରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିପନ୍ନଙ୍କୁ ଶୁଖିଲା...
ବନ୍ୟା ପରିସ୍ଥିତି: ଭଦ୍ରକରେ ୨ଟି ବ୍ଲକର ୬୯ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ
ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ଓ ନିରାପତା ନିମନ୍ତେ ଜ଼ିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ...
ସମାଜସେବୀ ରାଜେନ୍ଦ୍ରଙ୍କ ପରଲୋକ
ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ଗଭରପୁର ଗ୍ରାମର ସମାଜସେବୀ ରାଜେନ୍ଦ୍ର ନାୟକ(୭୭)ଙ୍କ ହୃଦ୍ଘାତରେ ପରଲୋକ ଘଟିଛି । ସେ ଆଜି ସକାଳେ ନିତ୍ୟକର୍ମ...
ଜ୍ୟୋସ୍ନାରାଣୀଙ୍କୁ ମିଳିଲା ଚିକିତ୍ସା ସହାୟତା
ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଚାରିଗାଁ ପଚାଂୟତ ଇଟୁଆ ଗ୍ରାମର ପିତା ସୁଜିତ୍ ପଣ୍ଡା ଓ ମାତା ସଂଯୁକ୍ତା ପଣ୍ଡାଙ୍କ ଏକମାତ୍ର କନ୍ୟା ଜ୍ୟୋସ୍ନାରାଣୀ...
ବ୍ରହ୍ମାକୁମାରୀ ଆଶ୍ରମରେ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳିତ, ନିଶାମୁକ୍ତ ଭାରତ ନେଇ ଶପଥପାଠ
ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ମଣିଷ ଜଣେ ସାମାଜିକ ପ୍ରାଣୀ ଭାବେ ସର୍ବତ୍ର ସନ୍ତୁଳନ ରକ୍ଷା କରି ଚଳିଥାଏ । ଏଥିପାଇଁ ଆଧ୍ୟାତ୍ମିକ ଚେତନାର ଆବଶ୍ୟକ ହୋଇଥାଏ...
ଯବାନଙ୍କ ପାଇଁ ବନ୍ତରୁ ଗଲା ସ୍ନେହର ରାକ୍ଷୀ
ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ତ ଆଚଂଳିକ ମହାବିଦ୍ୟାଳୟର ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦେଶ ମାତୃକାର ସେବାରେ ନିୟୋଜିତ ବୀର ଯବାନଙ୍କ ଉଦ୍ଦେଶ୍ୟରେ...






















