Home Authors Posts by Snigdha Ray

Snigdha Ray

Snigdha Ray
7847 POSTS 0 COMMENTS

ବିବେକାନନ୍ଦ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ନିମାପଡା ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଆନନ୍ଦ ଉତ୍ସାହର ସହ ପାଳିତ...

ଅନ୍ୟ ପାଇଁ ଉଦାହରଣ ପାଇଲଟ କନିଷ୍କା

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନାରୀମାନେ ପୁରୁଷଙ୍କ ଠାରୁ ଆଉ ପଛରେ ନାହାଁନ୍ତି। ବିଭିନ୍ନ କ୍ଷେତ୍ରରେ ପୁରୁଷଙ୍କୁ ପଛରେ ପକାଇ ନାରୀମାନେ ବହୁ ଆଗକୁ ଯାଇ ପାରିଛନ୍ତି...

ଧାମନଗର ଏନଏସିର ୧୦ ବୁଥରେ ଫର୍ମ-୭ କୁ ନେଇ ହଇଚଇ, କାର୍ଯନିର୍ବାହୀ ଅଧିକାରୀଙ୍କ ବିରୋଧରେ...

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଏନ ଏ ସି ରେ ଭୋଟର ତାଲିକାରୁ ନାମ ବାଦ ଦେବାକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ...

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ସ୍ୱାମୀ-ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତି

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ କାଶିମପୁର ଗ୍ରାମରେ ଜଣେ ସ୍ୱାମୀ-ସ୍ତ୍ରୀଙ୍କୁ ସଂଘବଦ୍ଧ ଭାବେ ମାରାତ୍ମକ...

ଧାମନଗର ଥାନା ଅଂଚଳରେ ଦୁଇ ବିଦ୍ୟାଳୟରୁ ଚୋରି, ୧୮ ବସ୍ତା ଚାଉଳ ସମେତ ବିଭିନ୍ନ...

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଥାନା ଅଧୀନ ଦୁଇଟି ବିଦ୍ୟାଳୟରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ତାଲା ଭାଙ୍ଗି ବିଦ୍ୟାଳୟ ଭିତରେ...

ଗାନ୍ଧୀ ପଡ଼ିଆ ସତସଙ୍ଗ କେନ୍ଦ୍ର ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ...

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶ୍ୱ ହିନ୍ଦୁ ପରିଷଦ, ଭଦ୍ରକର ଗାନ୍ଧୀପଡ଼ିଆ ସତସଙ୍ଗ କେନ୍ଦ୍ର ପକ୍ଷରୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ, ହିନ୍ଦୁଧର୍ମର ମହାନ ପ୍ରଚାରକ ବେଦାନ୍ତ କେଶରୀ...

ଭଦ୍ରକର ୨.୧୩ ଲକ୍ଷ ଚାଷୀଙ୍କୁ ୪୨.୫୯ କୋଟିର ସିଏମ୍‌-କିଶାନ୍ ସହାୟତା

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରବି ଋତୁ ୨୦୨୬-୨୭ ପାଇଁ ଭଦ୍ରକ ଜିଲ୍ଲାର ଚାଷୀମାନଙ୍କୁ ସିଏମ୍‌-କିଶାନ୍ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ...

ଭଦ୍ରକ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ସହରର କୁଆଁସସ୍ଥିତ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାବୃତ ସଂଘ ପକ୍ଷରୁ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ଯଥା ରୀତିନୀତି ଅନୁଯାୟୀ...

ଭଦ୍ରକ – ବାଲଗୋପାଲ, ଲୋକନାଥ ଓ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳିତ

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକରେ ବିଭିନ୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ବିଶେଷକରି ଭଦ୍ରକର ବାଲଗୋପାଲ ମନ୍ଦିରରେ ଏହି ଉତ୍ସବ ଭଜନ ଓ କୀର୍ତନ...

ଆଖଣ୍ଡଳମଣିଙ୍କ ପୀଠରେ ନିଆରା ଭାବେ ଜନ୍ମାଷ୍ଟମୀ ନୀତି, ମଧ୍ୟରାତ୍ରରେ ଅନୁଷ୍ଠିତ କଂଶ ମହିପାଳ ନୀତି

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଜନ୍ମାଷ୍ଟମୀ ପାଇଁ ଶୁକ୍ରବାର ଉତ୍ସବମୁଖର ହୋଇଉଠିଥିଲା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠ। ଭୋର ୫ଟାରେ ବାବାମଣିଙ୍କର ପହଡ଼ ଖୋଲିବା ପରେ...

ଦୁର୍ଘଟଣାରେ ଓଲଟିଲା ଡାକମେଡିସିନ ଗାଡି, ଚାଳକ ସୁରକ୍ଷିତ

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦିନ ୧୦ଟା ସମୟରେ କଲିକତାରୁ...

ସଡକ ଦୁର୍ଘଟଣାରେ ମହିଳା ମୃତ

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କହରାପୋଖରୀ ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସକାଳ ୯.୩୦ମି. ସମୟରେ ସଡକ ଦୁର୍ଘଟଣାରେ ଜଣେ ମହିଳା ମୃତ୍ୟୁବରଣ...

ବଳଦେବଜୀଉ ହାଇସ୍କୁଲରେ ଜୋନସ୍ତରୀୟ କ୍ରୀଡା ଅନୁଷ୍ଠିତ

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀ ବଳଦେବଜୀଉ ଉଚ୍ଚ ବିଦ୍ୟାଳୟରେ ଜୋନ ସ୍ତରୀୟ କ୍ରୀଡାତ୍ସୋବ ପ୍ରଧାନଶିକ୍ଷୟତ୍ରୀ ସୁଚୀସ୍ମୀତା ମାର୍ଣ୍ଡିିଙ୍କ ପୌରହିତ୍ୟରେ ଗୁରୁବାର ଅନୁଷ୍ଠିତ...

ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଅଶାନ୍ତି,୭ ମାସର ଦରମା ବକେୟାକୁ ନେଇ ଅଧ୍ୟାପକଙ୍କ...

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ସ୍ଥିତ ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଦୀର୍ଘଦିନ ହେବ ଆର୍ôଥକ...

ଭଦ୍ରକର ସହୀଦ ସ୍ମୃତି ଭବନ (ଟାଉନ୍ ହଲ୍‌) ଭଙ୍ଗାଯାଇ ନିର୍ମାଣ ହେବ ଅତ୍ୟାଧୁନିକ ଅଡିଟୋରିୟମ୍...

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରରେ ଥିବା ସହୀଦ ସ୍ମୃତି ଭବନ (ଟାଉନ୍ ହଲ) ସ୍ଥାନରେ ଏବେ ଏକ ଅତ୍ୟାଧୁନିକ ଅଡିଟୋରିୟମ୍ ନିର୍ମାଣର ଏକ ନକ୍ସା ପ୍ରସ୍ତୁତ...

ଭଦ୍ରକରେ ଗଣେଶ ପୂଜା ଓ ଭସାଣି ଉତ୍ସବ ପ୍ରସ୍ତୁତି ବୈଠକ,ଶାନ୍ତି-ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ ଓ...

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆସନ୍ତା ୧୪ ସେପ୍େଟମ୍ବରରେ ଭଦ୍ରକ ସହରରେ ହେବାକୁ ଥିବା ‘ଗଣେଶ ପୂଜା ଓ ଭସାଣି ଉତ୍ସବ-୨୦୨୬’କୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁରକ୍ଷିତ...

ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଅଶାନ୍ତି, ୭ ମାସର ଦରମା ବକେୟାକୁ ନେଇ...

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ସ୍ଥିତ ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଦୀର୍ଘଦିନ ହେବ ଆର୍ôଥକ...

ଶତାୟୁ ବୃଦ୍ଧ ଶ୍ରୀକର ସାହୁଙ୍କ ପରଲୋକ

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଂଚାୟତ ଅଧିନ ମୂଷାଙ୍ଗ ଗ୍ରାମର ଶ୍ରୀକର ଚନ୍ଦ୍ର ସାହୁ ନାମକ ଜଣେ ଶତାୟୁ ବୃଦ୍ଧଙ୍କର...

ରମେଶ ନାୟକ ଚାନ୍ଦବାଲି ବ୍ଲକ ବିଜେଡି ଉପସଭାପତି ଭାବେ ମନୋନୀତ

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ର ଚର୍ଚିତ ସମାଜସେବୀ ଭାବେ ରମେଶ ନାୟକ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ସେ ନିଜ ଅଂଚଳରେ...

ବନ୍ତ ବ୍ଲକ ବରିଷ୍ଠ ନାଗରିକ ମଂଚର ବୈଠକ

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ ବରିଷ୍ଠ ନାଗରିକ ମଂଚର ବୈଠକ ଆଜି ଚାରୁଚନ୍ଦ୍ର ଇଂରାଜୀ ମିଡିୟମ୍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି...