Home Authors Posts by Ranjan Das

Ranjan Das

1805 POSTS 0 COMMENTS

କୋରାପୁଟ ଜିଲ୍ଲାର ୨୯ ଟି ଜିଲ୍ଲାପରିଷଦ ଜୋନରେ ବିଜେଡିର ୨୦ ରୁ ୨୫ ତାରିଖ...

0
କୋରାପୁଟ ; ତା୧୯-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର ୨୯ ଟି ଜିଲ୍ଲାପରିଷଦ ଜୋନରେ ଆସନ୍ତା ୨୦ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ମାସିକ ଓାର୍ଡ କମିଟି ବୈଠକ ଆୟୋଜନ କରାଯିବ ବୋଲି...

ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠର ୨୭ ତମ ବାର୍ଷିକ ଉସôବ ପାଳିତ

0
କୋରାପୁଟ ; ତା୧୯-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠର ୨୭ ତମ ବାର୍ଷିକ ଉସôବ ପାଳିତ ହୋଇଯାଇଛି ।ପରିଚାଳନା କମିଟିର ସଭାପତି ଡ.ଅମୁଲ୍ୟ ରଂଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ...

ସାମୁଦ୍ରିକ ଝଡ ପାଥେଇର ପ୍ରଭାବ; କୋରାପୁଟରେ ଛାଡିଲା ବର୍ଷା ; ବଢିଲା ଶୀତ

0
କୋରାପୁଟ ; ତା୧୮-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସାମୁଦ୍ରିକ ଝଡ ପାଥେଇର ପ୍ରଭାବରେ କୋରାପୁଟରେ ବର୍ଷା ଛାଡିବା ସହ ଶୀତ ବଢିବା ଯୋଗୁଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ନଜର କରାଯାଇଥିଲା...

ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ ଦାବିରେ ୧୨ ଘ. ବନ୍ଦ...

0
କୋରାପୁଟ ; ତା୧୮-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଅବିଭିକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ ନେଇ କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟି ଡାକରାରେ ଆଜି କୋରାପୁଟ , ମାଲକାନଗିରି , ନବରଙ୍ଗପୁର ଓ...

ସାମୁଦ୍ରିକ ଝଡ ପେଥାଇ ପ୍ରଭାବରେ କୋରାପୁଟ ଜିଲ୍ଲାରେ ୨୪୭.୪ ମିମି ବର୍ଷା

0
କୋରାପୁଟ ; ତା୧୭-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସାମୁଦ୍ରିକ ଝଡ ପେଥାଇ ପ୍ରଭାବରେ ଆଜି ଅପାରହ୍ନଠାରୁ ବର୍ଷାର ପରିମାଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲାରେ ୨୪୭.୪ ମିମି ବର୍ଷା ଆଜି ଅପାରହ୍ନ୫ଘ.୩୦ମି...

୨ଜଣ ନକଲି ମାଓବାଦୀ ଗିରଫ

0
କୋରାପୁଟ;ତା୧୬-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)ପଟ୍ଟାଙ୍ଗି ପୁଲିସ ଦୁଇଜଣ ନକଲି ମାଓବାଦୀଙ୍କୁ ଗିରଫ କରଥବା ସୁନାବେଡା ଏସଡିପିଓ ନିରଞନ ବେହେରା ପ୍ରକାଶ କରିଛନ୍ତି । ସେମାନେ ହେଲେ ରାଲେଗାଡା ପଂଚାୟତ ମାନ୍ଦଲାୱାଲାସା ଗ୍ରାମର ତାମଲା...

୧୮ରେ କୋରାପୁଟ ବନ୍ଦ

0
କୋରାପୁଟ ;ତା୧୬-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଅବିଭକ୍ତ କୋରାପୁଟ ଜିଲାରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ କୋରାପୁଟ ଓକିଲ ସଂଘ ମଙ୍ଗଳବାର କୋରାପୁଟ ଜିଲା ବନ୍ଦ ଡାକରା ଦେଇଛି । ରବିବାର...

କୋରାପୁଟ ବ୍ଲକର ମସ୍ତିପୁଟ ପଂଚାୟତରେ ପିଠାର ଶୁଭାରମ୍ଭ କଲେ ଜିଲ୍ଲାପାଳ

0
କୋରାପୁଟ ; ତା୧୫-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରାଇବା ସହ ସେମାନଙ୍କ ହକ ସିଧାସଳଖ ସେମାନଙ୍କ ନିକଟରେ ପହଂଚାଇବା ନିମନ୍ତେ ଏକ ନୂତନ କାର୍ଯ୍ୟକ୍ରମ...

ଜବର ଦଖଲ ଉଚ୍ଛେଦବେଳେ ଉତେଜନା ; ପୂଜାରିପୁଟରେ ବାକି ରହିଥିବ ଜବରଦଖଲ ଉଛେଦ କରାଯିବ

0
କୋରାପୁଟ ; ତା୧୪-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସହରର ଭାଣ୍ଡି ସାହିରେ ଆଜି ଜବର ଦଖଲ ଉଚ୍ଛେଦ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଉୁତେଜନା ପ୍ରକାଶ ପାଇଥିଲା । ଜବର ଦଖଲରେ ଥିବା...

ଆମ୍ବଗାଁରେ ପୁଣି ଆରମ୍ଭ ହେଲା ପାଚେରୀ ନିର୍ମାଣ,ଗ୍ରାମବାସୀ ପୁଲିସର ଦ୍ୱାରସ୍ଥ

0
କୋରାପୁଟ ; ତା୧୪-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଆମ୍ବଗାଁ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ପରେ ପାଚେରୀ କାମ ଆରମ୍ଭ କରିବାକୁ ସମ୍ପୃକ୍ତ ଠିକା କମ୍ପାନୀକୁ ନିଦେ୍ର୍ଦଶ ଦେଇଥିଲେ । ପ୍ରଶାସନର ନିଦେ୍ର୍ଦଶ ମୂତାବକ ସମ୍ପୃକ୍ତ...

ସ୍କୁଲ ଗେଟକାନ୍ଥ ପଡି ୨ ଛାତ୍ରୀ ଆହତ ; କୋରାପୁଟ ମେଡିକାଲରେ ଭର୍ତି

0
କୋରାପୁଟ ; ତା୧୩-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ସିଂହଗୁଡା ପ୍ରାଥମିକ ବିଦ୍ୟାଳୟର ଗେଟକାନ୍ଥ ପଡି ୨ ଛାତ୍ରୀ ଆହତ ହୋଇ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି...

ବିନା ପଲ୍ଲୀସଭାରେ ଚିନାମାଟି ଖନନକୁ ବିରୋଦ୍ଧ

0
କୋରାପୁଟ ;ତା୧୩-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ଲମତାପୁଟ ବ୍ଲକ କୁମାରଗନ୍ଧଣା ପଂଚାୟତର ହାଟସୁକୁ ଗ୍ରାମରେ ଚିନାମାଟି ଖନନକୁ ବିରୋଧ କରାଯାଇଛି । ପେସା ଆଇନ ବ୍ୟବସ୍ଥା ଅନୁଯାୟୀ ପଲ୍ଲୀସଭା ବିନା...

ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ତଦନ୍ତ ଅଧିକାରୀଙ୍କ କୋରାପୁଟ ଗସ୍ତ

0
କୋରାପୁଟ ; ତା୧୩-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଢେଙ୍କାନାଳର ବିଲଟିକିରି ସେଲଟର ହୋମ ଘଟଣାକୁ ନେଇ ରାଜ୍ୟରେ ଚହଳ ପକାଇଥିବା ବେଳେ କେନ୍ଦ୍ରୀୟ ଦଳ ଆକ୍ସନରେ ଥିବା ଜଣାପଡିଛି ।ଜାତୀୟ ଶିଶୁ ସୁରକ୍ଷା...

୫ ଦଫା ଦାବି ନେଇ ମାଛକୁଣ୍ଡରେ ଆମରଣ ଅନଶନ କରୁଥିବା ୩ ଯୁବକ ଗୁରୁତର...

0
କୋରାପୁଟ ; ତା୧୨-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)୫ ଦଫା ଦାବି ନେଇ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ବେକାରୀ ଯୁବକ ସଂଘର ଆମରଣ ଅନଶନ ୩ ୟ ଦିନରେ ପହଂଚିଥିବା ବେଳେ ଉମେଶ ଚନ୍ଦ୍ର ପାତ୍ର...

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ନିର୍ବାଚନ- ମନୋଜ ସଭାପତି ଓ ଶରତ ସାଧାରଣ ସଂପାଦକ

0
କୋରାପୁଟ ; ତା୧୨-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ମନୋଜ ପଟନାୟକଙ୍କୁ ନୂତନ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଶରତ ନାୟକଙ୍କୁ ସାଧାରଣ...

ହସ୍ପିଟାଲରୁ ନବଜାତକଙ୍କୁ ନେଲେନି ପରିବାର,ମିଶନାରୀ ସଂସ୍ଥାକୁ ହସ୍ତାନ୍ତର

0
କୋରାପୁଟ ;ତା୧୨-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଯାଆଁଳା କନ୍ୟା ଜନ୍ମଦେଇ ମାଁ ଆର ପାରିକୁ ଚାଲି ଯିବା ପରେ ସେମାନେ ପରିବାର ପାଇଁ ଅଲଡା ହୋଇଗଲେ,ଦୁଇ ସପ୍ତାହ ପରେ ମଧ୍ୟ ନବ ଜାତକ...

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

0
କୋରାପୁଟ ; ତା୧୨-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଏକ ସାଧାରଣ ଘଟଣାକୁ ନେଇ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିବାବେଳେ ଜଣେ ଉତ୍ୟକ୍ତ ହୋଇ ଆର ଜଣକୁ ଏକ ଟାଙ୍ଗିଆରେ ହାଣି ମୁଣ୍ଡ ଗଣ୍ଡି...

ଟ୍ରକ୍ ଧର୍ମଘଟ ଯୋଗୁଁ ଆଲୁମିନିୟମ ପରିବହନ ବାଧାପ୍ରାପ୍ତ

0
କୋରାପୁଟ ;ତା୧୧-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଦାମନଯୋଡିରେ ତିନୋଟି ଟ୍ରକ ମାଲିକ ସଂଘ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ତାର ପ୍ରଭାବ ଆଜି ଆଲୁମିନିଅମ ପାଉଡର ପରିବହନ ଉପରେ ପଡିଛି । ପୂର୍ବରୁ ସୁନାବେଡା...

ମଇନାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସôବ ପାଳିତ

0
କୋରାପୁଟ ; ତା୧୧-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମଇନାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସôବ ପାଳିତ ହୋଇଯାଇଛି ।ପ୍ରଧାନଶିକ୍ଷକ ସୁରେନ୍ଦ୍ର ନାଥ ଷଡଙ୍ଗୀଙ୍କ ପରିଚାଳନାରେ ଆୟୋଜିତ ଉସôବରେ ବିଦ୍ୟାଳୟ କମିଟିର...

କୋଟିଆକୁ ନେଇ ପୁଣି ଚର୍ଚ୍ଚା ; ଫଗୁଣସେନରୀ ନିକଟ ୪ ଟି ଗ୍ରାମ ଓଡିଶାର...

0
କୋରାପୁଟ ; ତା୧୦-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପୁଣି ଚର୍ଚ୍ଚାକୁ ଆସିଥିବା ଜଣାପଡିଛି ।ଫଗୁଣସେନରୀ ନିକଟ ନନ୍ଦପତ୍ରୀ ,କଳିଙ୍ଗ ଏଲେଙ୍ଗା ଓାଲସା , କାଳମା ଏଙ୍ଗାଲୁ ,ତାଙ୍ଗିନୀଏଲେଙ୍ଗା ଓାଲସା...