Home ଓଡ଼ିଶା କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ନିର୍ବାଚନ- ମନୋଜ ସଭାପତି ଓ ଶରତ ସାଧାରଣ ସଂପାଦକ

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ନିର୍ବାଚନ- ମନୋଜ ସଭାପତି ଓ ଶରତ ସାଧାରଣ ସଂପାଦକ

78

କୋରାପୁଟ ; ତା୧୨-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ମନୋଜ ପଟନାୟକଙ୍କୁ ନୂତନ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଶରତ ନାୟକଙ୍କୁ ସାଧାରଣ ସଂପାଦକ ଭାବେ ମନୋନୀତ କରାଯାଇଥିଲା ।ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ବାବୁଲ ସିଂ , ଯୁଗ୍ମ ସଂପାଦକ ଭାବେ ତ୍ରୀନାଥ ଖରା ଓ ଗୋକୁଲ ତ୍ରୀପାଠୀ , କୋଷାଧ୍ୟକ୍ଷ ଭାବେ ମୁକ୍ତେଶ୍ୱର ନାୟକଙ୍କ୭ୁ ମନୋନୀତ କରାଯାଇଥିଲା ।ବରିଷ୍ଠ ସଦସ୍ୟ ପଙ୍କଜ ପାତ୍ରଙ୍କୁ ଆଇନ ପରାମର୍ଶ ଦାତା ଭାବେ ମନୋନୀତ କରାଯାଇଥିବା ବେଳେ ଅଜୟ କୁମାର ସାହୁ ,ପରିକ୍ଷିତ ବିଶ୍ୱାଲ , ଓମ ପ୍ରକାଶ ସିହ୍ନା , ବିଦ୍ୟା ଚୈାଧୁରୀ ଓ ସୁବାସ ଦାସଙ୍କୁ ଉପଦେଷ୍ଟାଭାବେ ଚୟନ କରାଯାଇଥିଲା ।ବରିଷ୍ଠ ସଦସ୍ୟ ସୁବାସ ଦାସ ନିର୍ବାଚନ ଅଧିକାରୀଭାବେ ଯୋଗଦେଇ ନିର୍ବାଚନ ପରିଚାଳନା କରିଥିଲେ ।ସାମ୍ବାଦିକ ସର୍ବେଶ୍ୱର ବରାଡ , ଅନିଲ ସୁବୁଦ୍ଧି , ଶୈଳେଶ ଖଡିଆର ଓ ପ୍ରମୋଦ ଖରା ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.