Home Authors Posts by Ranjan Das

Ranjan Das

1805 POSTS 0 COMMENTS

ବୀରେନ୍ଦ୍ର ଦାଶ ହେଲେ ଏସଏମଇଡବଲ୍ୟୁଏଫଆଇର ସାଧାରଣ ସମ୍ପାଦକ

0
କୋରାପୁଟ ୩୦-୦୩ (ଓଡିଆ ପୁଅ/ରଂଜନ କୁମାର ଦାସ) ଦାମନଯୋଡି ନାଲକୋରେ କାର୍ଯ୍ୟରତ ବୀରେନ୍ଦ୍ର ପ୍ରସାଦ ଦାଶ ଷ୍ଟିଲ ମେଟାଲ ଇଂଜିନିୟରିଂ ୱାର୍କସ ଫେଡେରେସନ ଅଫ ଇଣ୍ଡିଆର ରାଜ୍ୟ ଶାଖା ସାଧାରଣ ସମ୍ପାଦକ ଭାବେ...

କୋରାପୁଟ ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ

0
କୋରାପୁଟ ୩୦-୦୩ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ବାର ଆସୋସିଏସନର ସଂପାଦକ ଓ ଉପସଭାପତି ପଦବୀ ନିମନ୍ତେ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସୁନିଲ ଜେନା ସଂପାଦକ ଭାବେ ନିର୍ବାଚିତ...

କୋରାପୁଟର ଛାତ୍ରୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଗୋଲ୍ଡ ମେଡାଲିଷ୍ଟ

0
କୋରାପୁଟ ୩୦-୦୩ (ଓଡିଆ ପୁଅ /ରଞ୍ଜନ କୁମାର ଦାସ)କୋରାପୁଟର ଛାତ୍ରୀ ସୌରଞ୍ଜିତା ମାଝି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଗୋଲ୍ଡ ମେଡାଲିଷ୍ଟ ପାଇଥିବା ଜଣାପଡିଛି। କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ...

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ରକ୍ତଦାନ ଶିବିର; ୯୫...

0
କୋରାପୁଟ ୨୯-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ)ସହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ଅବସରରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି।...

କୋରାପୁଟରେ ସହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ

0
କୋରାପୁଟ ; ତା୨୯-୦୩-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସହରରେ ବିଶିଷ୍ଠ ସ୍ୱାଧିନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ମାରକୀ କମିଟିର ମିଳିତ...

ଓଡିଶାରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିର୍ବାଚନ ପ୍ରଚାର ଜୟପୁରରୁ ଆରମ୍ଭ: ଖଣି ଥିବା ସତ୍ୱେ ଓଡିଶାର...

0
- ଓଡିଶା ଓ କେନ୍ଦ୍ରରେ ବିଜେପିକୁ ଭୋଟଦେବାକୁ ନିବେଦନ କୋରାପୁଟ ୨୯-୦୩ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଲୋକସଭା ଆସନ ନିମନ୍ତେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବାକୁ ଥିବା...

ଦଶମନ୍ତପୁର ବ୍ଲକର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ବିଜେଡିରେ ସାମିଲ ହେଲେ

0
କୋରାପୁଟ ୨୮-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ) ଦଶମନ୍ତପୁର ବ୍ଲକର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାଜେନ୍ଦ୍ର ହୁଇକା ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି। ସେହିପରି କୋରାପୁଟ ବ୍ଲକର...

ବିଜେପିରେ ମିଶିଲେ ଶତାଧିକ ମହିଳା

0
କୋରାପୁଟ ୨୮-୦୩ (ଓଡିଆ ପୁଅ/ରଂଜନ କୁମାର ଦାସ) ବିଜେପି ନେତା ତଥା କୋରାପୁଟ ସାଂସଦ ପ୍ରାର୍ଥୀ ଜୟରାମ ପାଙ୍ଗିଙ୍କ କୋରାପୁଟ ବାସଭବନରେ ପୌର ପରିଷଦର ୭ ଓ ୮ ନମ୍ବର ୱାର୍ଡର ଶତାଧିକ...

ସରକାରୀ କ୍ୱାର୍ଟରରେ ବିଜେପି ଅଫିସ ଫ୍ଲେକ୍ସ ମାରିବା ଘଟଣା- କୋରାପୁଟ ଜିଲ୍ଲା ବିଜେପି ସଭାପତିଙ୍କୁ...

0
କୋରାପୁଟ ୨୮-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ)ଏକ ସରକାରୀ କ୍ୱାର୍ଟରକୁ ବିଜେପି ଜିଲ୍ଲା କାର୍ଯ୍ୟାଳୟ ବୋଲି ଏକ ଫ୍ଲେକ୍ସ ମାରିଥିବା ଘଟଣାରେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ବିଜେପି ସଭାପତି ବିଜୟ...

ନିର୍ବାଚନ ଖର୍ଚ୍ଚ ବିବରଣୀ ବହି ପ୍ରସ୍ତୁତ ନିମନ୍ତେ ତାଲିମ ପ୍ରଦାନ

0
କୋରାପୁଟ ୨୮-୦୩ (ଓଡିଆ ପୁଅ/ରଂଜନ କୁମାର ଦାସ)ଆସନ୍ତା ନିର୍ବାଚନରେ ପ୍ରାର୍ଥି /ପ୍ରାର୍ଥିନୀମାନେ କିପରି ନିର୍ବାଚନ ଖର୍ଚ୍ଚ ବିବରଣୀ ବହି ପ୍ରସ୍ତୁତ କରି ପର୍ଯ୍ୟବେକ୍ଷକଙ୍କ ନିକଟରେ ପ୍ରଦାନ କରିବା ଉପରେ ଆଜି ପ୍ରାର୍ଥୀ ଓ...

ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ; କୋରାପୁଟ ଲୋକସଭା ଆସନରେ ୭ ପ୍ରତିଦ୍ୱନ୍ଦୀ ନିର୍ବାଚନ ମଇଦାନରେ ରହିଲେ

0
କୋରାପୁଟ ୨୮-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତା ଏପ୍ରିଲ୧୧ ତାରିଖରେ ହେବାକୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଥିଲା କିନ୍ତୁ କୋରାପୁଟ ଲୋକସଭା ଆସନରୁ କେହି...

ନିର୍ବାଚନ ଡ୍ୟୁଟିରୁ ଅବ୍ୟାହତି ପାଇଁ ଦୁଇ ଦିବ୍ୟାଙ୍ଗଙ୍କ ଆବେଦନ

0
କୋରାପୁଟ ୨୭-୦୩-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ) ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ ନିୟୋଜିତ କରିଥିବାବେଳେ ଅଧିକ...

ବାଇକ-ମିନିଟ୍ରକ ଧକ୍କା, ୨ମୃତ

0
କୋରାପୁଟ ୨୭-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଦାମନଯୋଡି-କାକିରିଗୁମ୍ମା ରାସ୍ତାର ଝଡିଗୁଡା ଗ୍ରାମ ନିକଟରେ ବୁଧବାର ସକାଳେ ଏକ ମୋଟର ସାଇକଲେ ଏବଂ ମିନିଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ବାଇକ୍ ଚାଳକଙ୍କ ସମେତ ଦୁଇଜଣଙ୍କ...

ନନ୍ଦନିକ ଆନୁକୁଲ୍ୟରେ ବିଶ୍ୱ ନାଟ୍ୟଶାଳା ଦିବସ ପାଳିତ

0
କୋରାପୁଟ ୨୭-୦୩-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟର ଥିଏଟର ଅନୁଷ୍ଠାନ ନନ୍ଦନିକ ଆନୁକୁଲ୍ୟରେ କୋରାପୁଟଠାରେ ବିଶ୍ୱ ନାଟ୍ୟଶାଳା ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ବିକାଶ ବିଦ୍ୟାଳୟ ସଭାଗୃହଠାରେ ଆୟୋଜିତ ଦିବସରେ ବିଦୟାଳୟର ଗୋକୁଲ ଚନ୍ଦ୍ର...

କୋରାପୁଟ ଲୋକସଭା ଓ ବିଧାନସଭାର ପ୍ରାର୍ଥିମାନେ ନିର୍ବାଚନର ଖର୍ଚ୍ଚ ବିବରଣୀ ବହି ପ୍ରଚାର ସୀମା...

0
କୋରାପୁଟ ୨୭-୦୩ (ଓଡିଆ ପୁଅ/ରଂଜନ କୁମାର ଦାସ)ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନୁସାରେ କୋରାପୁଟ ଲୋକସଭା ଏବଂ ଲକ୍ଷ୍ମିପୁର, କୋରାପୁଟ, କୋଟପାଡ, ଜୟପୁର ଓ ପଟ୍ଟାଙ୍ଗୀ ବିଧାନସଭାର ପ୍ରାର୍ଥି /ପ୍ରାର୍ଥିନୀମାନେ ନିର୍ବାଚନ ଖର୍ଚ୍ଚ ବିବରଣୀ...

କୋରାପୁଟ ବିଧାନସଭା ଓ ଲୋକସଭା ଆସନ ନିମନ୍ତେ ନାମାଙ୍କନପତ୍ର ଦାଖଲ

0
କୋରାପୁଟ ୨୫-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ, ଲକ୍ଷ୍ମିପୁର ଓ ପଟ୍ଟାଙ୍ଗୀ ବିଧାନସଭା ଆସନ ନିମନ୍ତେ ବିଭିନ୍ନ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି।କୋରାପୁଟ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ...

ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ

0
କୋରାପୁଟ ୨୪-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ) ୨୬ ନଂ ଜାତୀୟ ରାଜପଥ କୋରାପୁଟ -ଜୟପୁର ରାସ୍ତାର ଦେଓଘାଟି ଡବଲ ବ୍ରୀଜ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ ପୋଲ ତଳକୁ...

ଅର୍ଥାଭାବ ଯୋଗୁଁ ହୋଇ ପାରୁନି ଚିକିତ୍ସା, ପଙ୍ଗୁ ପାଲଟିଛନ୍ତି ମାଧବ

0
କୋରାପୁଟ ୨୪-୦୩ ଓଡିଆ ପୁଅ/ରଂଜନ କୁମାର ଦାସ)ଅର୍ଥାଭାବରୁ ଚିକିତ୍ସା ହୋଇ ନପାରି ପଙ୍ଗୁ ପାଲଟି ଗଲେଣି ମାଧବ। ସାହାଯ୍ୟ ନିମନ୍ତେ କେତେ ଦ୍ୱାର ବୁଲିଲେ ହେଲେ ପ୍ରଶାସନ କିମ୍ବା ସରକାର କେହି ଶୁଣିଲେନି...

ପଟ୍ଟାଙ୍ଗୀ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେଲେ ପ୍ରୀତମ ପାଢୀ

0
କୋରାପୁଟ ୨୪-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତାକାଲି ନାମାଜ୍ଞନପତ୍ର ଦାଖଲର ଶେଷଦିନ ଥିବା ବେଳେ ବହୁ ବିଳମ୍ବରେ ପଟ୍ଟାଙ୍ଗୀ ବିଧାନସଭା ଆସନ ନିମନ୍ତେ ପ୍ରୀତମ ପାଢୀଙ୍କ ନାମ ଘୋଷଣା କରାଯାଇଥିବା ଜିଲ୍ଲା...

ନାମାଙ୍କନପତ୍ର ଦାଖଲର ଶେଷଦିନ: କଡା ସୁରକ୍ଷା ମଧ୍ୟରେ ରିଟର୍ଣ୍ଣିଂ ଅଧିକାରୀମାନଙ୍କ କାର୍ଯ୍ୟାଳୟ

0
କୋରାପୁଟ ୨୪-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତାକାଲି ନାମାଙ୍କନପତ୍ର ଦାଖଲର ଶେଷଦିନ ହୋଇଥିବା ବେଳେ କଂଗ୍ରେସ, ବିଜେଡି ଓ ବିଜେପିର କୋରାପୁଟ ଲୋକସଭା ଏବଂ କୋରାପୁଟ, ଲକ୍ଷ୍ମିପୁର ଓ ପଟ୍ଟାଙ୍ଗୀ ବିଧାନସଭା...