Home କୋରାପୁଟ ବୀରେନ୍ଦ୍ର ଦାଶ ହେଲେ ଏସଏମଇଡବଲ୍ୟୁଏଫଆଇର ସାଧାରଣ ସମ୍ପାଦକ

ବୀରେନ୍ଦ୍ର ଦାଶ ହେଲେ ଏସଏମଇଡବଲ୍ୟୁଏଫଆଇର ସାଧାରଣ ସମ୍ପାଦକ

361

କୋରାପୁଟ ୩୦-୦୩ (ଓଡିଆ ପୁଅ/ରଂଜନ କୁମାର ଦାସ) ଦାମନଯୋଡି ନାଲକୋରେ କାର୍ଯ୍ୟରତ ବୀରେନ୍ଦ୍ର ପ୍ରସାଦ ଦାଶ ଷ୍ଟିଲ ମେଟାଲ ଇଂଜିନିୟରିଂ ୱାର୍କସ ଫେଡେରେସନ ଅଫ ଇଣ୍ଡିଆର ରାଜ୍ୟ ଶାଖା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଦାଶ ହିନ୍ଦ ମଜୁଦୁର ସଂଘର ରାଜ୍ୟ ସାଧାରଣ ସମ୍ପାଦକ ସମେତ ଅନ୍ୟାନ୍ୟ ସାମାଜିକ ସଙ୍ଗଠନ ସହ ଜଡିତ ରହିଛନ୍ତି। ନାଲକୋ ଘରୋଇ କରଣ ବିରୋଧି ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ନେଇ ଚର୍ଚ୍ଚାରେ ରହିଥିଲେ। ନାଲକୋର ବିଭିନ୍ନ ଶ୍ରମିକ ସଙ୍ଗଠନର ନେତା ଓ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଦାଶଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.