Home କୋରାପୁଟ ନନ୍ଦନିକ ଆନୁକୁଲ୍ୟରେ ବିଶ୍ୱ ନାଟ୍ୟଶାଳା ଦିବସ ପାଳିତ

ନନ୍ଦନିକ ଆନୁକୁଲ୍ୟରେ ବିଶ୍ୱ ନାଟ୍ୟଶାଳା ଦିବସ ପାଳିତ

191

କୋରାପୁଟ ୨୭-୦୩-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟର ଥିଏଟର ଅନୁଷ୍ଠାନ ନନ୍ଦନିକ ଆନୁକୁଲ୍ୟରେ କୋରାପୁଟଠାରେ ବିଶ୍ୱ ନାଟ୍ୟଶାଳା ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ବିକାଶ ବିଦ୍ୟାଳୟ ସଭାଗୃହଠାରେ ଆୟୋଜିତ ଦିବସରେ ବିଦୟାଳୟର ଗୋକୁଲ ଚନ୍ଦ୍ର ପ୍ରଧାନ ଓକମଲେଶ ସାହୁ, ନନ୍ଦନିକ ଅନୁଷ୍ଠାନର ମନିଦୀପା ଗୁପ୍ତା ଓ ସୈାମେନ୍ଦ୍ର ସ୍ୱାଇଁ ଯୋଗଦେଇ ନାଟ୍ୟଶାଳା ଉପରେ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀମାନଙ୍କୁ କିପରି ନାଟ୍ୟଶାଳା ମାଧ୍ୟମରେ ପ୍ରଶିକ୍ଷିତ କରାଯାଇ ସ୍କୁଲ ପାଠ୍ୟକ୍ରମରେ ରଖିବାକୁ ମତବ୍ୟକ୍ତ କରିଥିଲେ।୫୦ ଜଣ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରାତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ସେଥିମଧ୍ୟରୁ ୯ ଜଣ କଳାକାରଙ୍କୁ ଜାତୀୟ ନାଟ୍ୟଶାଳା ଦିବସରେ ପୁରସ୍କୃତ କରାଯିବ ବୋଲି ନନ୍ଦନିକର ନିର୍ଦ୍ଦେଶକ ସୈାରଭ ଗୁପ୍ତା ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.