Ranjan Das
କୋରାପୁଟ ଜିଲାରେ ୭୭.୫୮% ମତଦାନ
କୋରାପୁଟ ୧୨-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) ୨୦୧୯ ସାଧାରଣ ନିର୍ବାଚନ ନିମନ୍ତେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଥିବାବେଳେ କୋରାପୁଟ ଜିଲାରେ ମୋଟ ହାରାହାରି ୭୭.୫୮% ମତଦାନ ହୋଇଥିବା ଜଣା...
କୋଟିଆର ୯ ଟି ବୁଥରେ ୭୧.୮୪% ମତଦାନ
କୋରାପୁଟ ୧୨-୦୪-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀର କୋଟିଆର ୯ ଟି ବୁଥରେ ସମୁଦାୟ ୭୧.୮୪% ମତଦାନ ହୋଇଥିବା ଜଣାପଡିଛି।କୋଟିଆ ବୁଥରେ ୫୬୬ ଭୋଟରଙ୍କ ମଧ୍ୟରୁ ୩୮୫ ଜଣ ଭୋଟର...
କୋରାପୁଟ ଜିଲାରେ ୬ଟା ସୁଦ୍ଧା ୬୦ % ମତଦାନ ; ସ୍ଥାନୀୟ ସମସ୍ୟାକୁ ନେଇ...
କୋରାପୁଟ ୧୧-୦୪-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଲୋକ ସଭା ଆସନ ସମେତ ଜିଲାର ପଟ୍ଟାଙ୍ଗୀ, କୋରାପୁଟ, ଲକ୍ଷ୍ମୀପୁର, ଜୟପୁର ଏବଂ କୋଟପାଡ ବିଧାନସଭା ଆସନ ପାଇଁ ମୋଟାମୋଟି ଭାବେ ଶାନ୍ତି...
କୋରାପୁଟ ହସପିଟାଲ କ୍ୟାନେସର ଅନ୍ତଃବିଭାଗରୁ ନାବାଳିକା ନିଖୋଜ
କୋରାପୁଟ ୧୧/୦୯ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର କ୍ୟାନେସର ଅନ୍ତଃବିଭାଗରୁ ଏକ ନାବାଳିକା ନିଖୋଜ ହୋଇଯାଇଥିବା ପିତା ଯୋଗେନ୍ଦ୍ର ଟାକ୍ରୀ କୋରାପୁଟ...
ଉଭୟ ଆନ୍ଧ୍ର ଓ ଓଡିଶା ବୁଥରେ ଭୋଟ ଦେଲେ ବିବାଦୀୟ କୋଟିଆର ୧୩ ଟି...
କୋରାପୁଟ ୧୧-୦୪-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ହୋଇଥିବାବେଳେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଂଚାୟତର ୧୩ଟି ଗ୍ରାମର ଅଧିବାସୀ ଓଡିଶାରେ ଭୋଟ...
ବୁଥ ଅଭିମୁଖେ ପୋଲିଂ ପାର୍ଟି
କୋରାପୁଟ;୦୯-୦୪-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଜିଲାର ସମସ୍ତ ବୁଥ ଅଭିମୁକ୍ଷେ ପୁଲିଂ ପାର୍ଟି ବାହାରି ଯାଇଛନ୍ତି। ମଙ୍ଗଳବାର ପୂର୍ବାହ୍ନରୁ ନିର୍ବାଚନ କାର୍ଯ୍ୟରେ...
ମସିପୁଟ ଗ୍ରାମବାସୀଂକ ନିଷ୍ପତି ରାସ୍ତା ନାହିଁତ ଭୋଟ ନାହିଁ
କୋରାପୁଟ ୦୮-୦୪-୧୯ ( ଓଡିଆ ପୁଅ /ରଂଜନ କୁମାର ଦାସ) ପ୍ରତି ଗାଁକୁ ଯୋଗାଯୋଗ ବ୍ୟବସ୍ଥା କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ସଡକ ଯୋଜନା, ମୁଖ୍ୟ ମନ୍ତ୍ରୀ ସଡକ...
ଶେଷ ପର୍ଯ୍ୟାୟରେ ନିର୍ବାଚନୀ ପ୍ରଚାର
କୋରାପୁଟ ୦୮-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ଆଉ ମାତ୍ର ତିନିଦିନ ରହିଥିବାବେଳେ ମଙ୍ଗଳବାର ଅପରାହ୍ନ୍ନରେ ପ୍ରଚାର ସମୟ ଶେଷ ହେଉଥିବାରୁ ସବୁ ରାଜନୈତିକ ଦଳ...
କୋରାପୁଟ ଅବକାରୀ ବିଭାଗର ୪୧୧ ସ୍ଥାନରେ ଚଢାଉ ; ୯୫ ଗିରଫ
କୋରାପୁଟ ୦୮-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ)ସାଧାରଣ ନିର୍ବାଚନ ଦୃଷ୍ଟିରୁ କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲା ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଗତ ୧୦ ତାରିଖରୁ ଆଜି ପର୍ଯ୍ୟନ୍ତ...
ଚଳିତ ନିର୍ବାଚନରେ ଜିଲ୍ଲାରେ ସମୁଦାୟ ୨୧ ୭୯୨ ଜଣ ଦିବ୍ୟାଙ୍ଗ ଭୋଟର
କୋରାପୁଟ ୦୮-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) ଚଳିତ ସାଧାରଣ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଦିବ୍ୟାଙ୍ଗଙ୍କ ନିମନ୍ତେ ବୁଥରେ ସମସ୍ତ ବ୍ୟବସ୍ଥା କରାଯାଇଥିବା...
ଦୁର୍ବୃତ ଭାଙ୍ଗିଲେ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି
କୋରାପୁଟ ୦୬-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ମାଉସୀମା ଛକଠାରେ ସ୍ଥାପିତ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତମାନେ ଭାଙ୍ଗି ଦେଇଥିବା ନଜର କରାଯାଇଥିଲା।...
୪.୫ କୋଟି ଓଡିଆ ମୋର ପରିବାର ଓ ମୁଁ ସଦାସର୍ବଦା ଆପଣଙ୍କ ପାଖରେ ଅଛି...
ନବୀନଙ୍କ ମାରାଥନ ପ୍ରଚାର: ବିଜେପି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହି ଏମାନଙ୍କ ଓଡିଶା ପ୍ରତି ଦରଦ କେତେ ?
କୋରାପୁଟ ୦୫-୦୪(ଓଡିଆ ପୁଅ/ରଂଜନ କୁମାର ଦାସ )ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡିର...
ପ୍ରଫୁଲଙ୍କୁ ନୂଆ ଦାୟିତ୍ୱ
କୋରାପୁଟ ୦୨-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) ଆସନ୍ତା ନିର୍ବାଚନ ଲଢିବା ପାଇଁ ଟିକଟରୁ ବଂଚିତ ହୋଇଥିବା ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗିଙ୍କୁ ବିଜେଡି ସୁପ୍ରିମୋ ନୂଆ ଦାୟିତ୍ୱ ଦେଇ...
ଲକ୍ଷ୍ମୀପୁରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଓଡିଶାରେ ବିଜେପି ସରକାର ଆସିଲେ କୋରାପୁଟ ଜିଲ୍ଲାର...
କୋରାପୁଟ ୦୨-୦୪-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲକ୍ଷ୍ମୀପୁର ଗସ୍ତରେ ଆସି ଭାରତୀୟ ଜନତା ପାର୍ଟିର ବିଜୟ ସଙ୍କଳ୍ପ ସଭାରେ ଉଦବୋଧନ ଦେଇଛନ୍ତି। ବ୍ଲକ୍ ପଡିଆରେ ଜିଲା...
୮୪ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ: ଶିବ ଶଙ୍କର ସାହୁ ଶ୍ରେଷ୍ଠ ସବ-ଇନସପେକ୍ଟର
କୋରାପୁଟ ୦୧-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ପୁଲିସ ପ୍ୟାରେଡ ପଡିଆରେ ରାଜ୍ୟ ପୁଲିସର ୮୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜିଲା ପୁଲିସ, ଓଏସଏପି ୩ୟବାଟାଲିୟନ, ପ୍ରଥମ ଓ...
ଜିଲା ସ୍ତରୀୟ ଉତ୍କଳ ଦିବସ ପାଳିତ
କୋରାପୁଟ;ତା୦୧-୦୪-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଜିଲା ସଦର ମହକୁମା କୋରାପୁଟରେ ଜିଲା ପ୍ରଶାସନ ଦ୍ୱାରା ୮୪ତମ ଉତ୍କଳ ଦିବସ ପାଳିତ ହୋଇ ଯାଇଛି। ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତ୍ତି, ଭାରପ୍ରାପ୍ତ ଡିଆଇପିଆରଓ ପ୍ରଧାନ ଟୋଲିଆମ୍ମା,...
ସିଟିସ୍କାନ ମେସିନ ଅଚଳକୁ ନେଇ ଅସନ୍ତୋଷ
କୋରାପୁଟ ୦୧-୦୪-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ) ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଥିବା ସିଟିସ୍କାନ ମେସିନ୍ ଗତମାସ ୨୭ତାରିଖରୁ ଅଚଳ ହୋଇ ପଡିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ...
କୋରାପୁଟ ହସପିଟାଲର ଭେଷଜ ପୁରୁଷ ୱାର୍ଡରେ ୱାଟର ଫିଲ୍ଟର ମେସିନ ସ୍ଥାପିତ
କୋରାପୁଟ ୦୧-୦୪-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଭେଷଜ ପୁରୁଷ ଅନ୍ତଃ ୱାର୍ଡରେ ଏକ ନୂତନ ଓାଟର ଫିଲ୍ଟର ମେସିନ ସ୍ଥାପନ...
ମସ୍ତିପୁଟରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ
କୋରାପୁଟ ୩୧-୦୩-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟଠାରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।କୋରାପୁଟ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥି କୃଷ୍ଣଚନ୍ଦ୍ର କୁଲଦୀପ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ...
କୋରାପୁଟରେ ନିର୍ବାଚନ ଉଷ୍ଣୁତା ବୃଦ୍ଧି: ବିଜେଡି ପ୍ରାର୍ଥି ରୋଡସୋରେ ଭୋଟ ନିବେଦନ କରୁଥିବା ବେଳେ...
କୋରାପୁଟ ୩୧-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ସାଧାରଣ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ବେଳେ କୋରାପୁଟ ସହରରେ ନିର୍ବାଚନ ଉଷ୍ଣୁତା ବୃଦ୍ଧି ପାଉଥିବା ନଜର କରାଯାଇଥିଲା।କୋରାପୁଟ ବିଧାନସଭା ଆସନରେ ବିଜେଡି,...