Home କୋରାପୁଟ କୋରାପୁଟ ହସପିଟାଲର ଭେଷଜ ପୁରୁଷ ୱାର୍ଡରେ ୱାଟର ଫିଲ୍ଟର ମେସିନ ସ୍ଥାପିତ

କୋରାପୁଟ ହସପିଟାଲର ଭେଷଜ ପୁରୁଷ ୱାର୍ଡରେ ୱାଟର ଫିଲ୍ଟର ମେସିନ ସ୍ଥାପିତ

327

କୋରାପୁଟ ୦୧-୦୪-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଭେଷଜ ପୁରୁଷ ଅନ୍ତଃ ୱାର୍ଡରେ ଏକ ନୂତନ ଓାଟର ଫିଲ୍ଟର ମେସିନ ସ୍ଥାପନ କରାଯାଇଥିବା ଜଣାପଡିଛି। ଭେଷଜ ବିଭାଗର ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା, କାର୍ଯ୍ୟରତ ଷ୍ଟାଫ ନର୍ସ ଓ ରୋଗୀ ସଂପର୍କିୟ ଉକ୍ତ ମେସିନର ଥଣ୍ଡା ପାଣୀୟ ଜଳ ବାହର କରି ବ୍ୟବହାର କରିଥିବା ଜଣାପଡିଛି। ଏହି ୱାର୍ଡରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବାରୁ ରୋଗୀ ଓ ରୋଗୀ ସଂପର୍କୀୟ ଖୁସି ପ୍ରକଟ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.