Pramod Kumar Ray
ଭଣ୍ଡାରିପୋଖରୀ – ବିଭିନ୍ନ ସ୍ଥାନରେ ପାରାୟଣ
ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ରାମଦୟା ପରିଷଦ ପକ୍ଷରୁ ଏହି ଜିଲାର ଭଣ୍ଡାରିପୋଖରୀ ବଜାରରେ ସପ୍ତତ୍ରିଂଶତିତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆଜି କାର୍ତ୍ତିକ ପୂର୍ଣ୍ଣିମା...
ଭଣ୍ଡାରିପୋଖରୀରେ ଶିଶୁ ଉତ୍ସବ ପାଳିତ
ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣବାଡ ପଞ୍ଚାୟତ ଅନ୍ତର୍ଗତ ଫତେପୁର ଗ୍ରାମର ଗଣେଶ କମିଟି ପକ୍ଷରୁ ଶିଶୁମାନଙ୍କ ଦ୍ୱାରା ନୃତ୍ୟ ଅନୁଷ୍ଠିତ ହୋଇଯାଇଛି। କନକ ମୁଣ୍ଡା...
ଅସହାୟମାନଙ୍କୁ କମ୍ବଳ ବିତରଣ
ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ପଞ୍ଚାୟତ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ପବିତ୍ର ରାହାସ ପୂର୍ଣ୍ଣିମା ପାଳନ ଅବସରରେ ସୂର୍ଯ୍ୟମଣି-ଇଚ୍ଛାମଣି ସେବା ନିକେତନ ଆନୁକୂଲ୍ୟରେ ଅସହାୟମାନଙ୍କୁ...
ସ୍ୱାଧିନତା ସଂଗ୍ରାମୀ ଚିନ୍ତାମଣି ନାୟକଙ୍କ ୫ମ ଶ୍ରାଦ୍ଧୋତ୍ସବ
ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳର ଅନ୍ୟତମ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଚିନ୍ତାମଣି ନାୟକଙ୍କ ପଞ୍ଚମ ବାର୍ଷିକ ଶ୍ରାଦ୍ଧୋତ୍ସବ ରାଜ୍ୟ ପୁରସ୍କୃତ ନାଟ୍ୟକାର ସୁଧାକର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ...
ଭଦ୍ରକ ଏସ ପି ଅଫିସ ପାଖ କୋଲକାତା ଜୁଏଲାରୀ ଦୋକାନରୁ ୩୦ ଲକ୍ଷ ଟଙ୍କା...
ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଶୁକ୍ରବାରଦିନ ରାତି ସାଢ଼େ ଆଠଟା ବେଳେ ଭଦ୍ରକ ଏସ ପି ଅଫିସ ନିକଟସ୍ଥ କୋଲକାତା ଜୁଏଲର ଦୋକାନରୁ ଦୁଇ ଲୁଟେରା ଲୁଟି ନେଲେ ୧୫ କେଜି...
ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବଜନତା ଦଳପକ୍ଷରୁ ରକ୍ତଦାନ ଶିବିର
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତ ସପ୍ତାଘର ଠାରେ ଧାମନଗର ବ୍ଲକ ବିଜୁ ଯୁବଜନାତଦଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତ...
ଚରମ୍ପା ମହାବିଦ୍ୟାଳୟରେ ଏନ୍ସିସି ଆର୍ମି ଉଇଙ୍ଗର ଶୁଭାରମ୍ଭ
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଏନ.ସି.ସି. ୭ମ ବାଟାଲିୟନ ଦ୍ୱାରା ପରିଚାଳିତ ହେଉଥିବା ଏନ.ସି.ସି. ଆର୍ମି ଉଇଙ୍ଗ୍ ଭଦ୍ରକ ଚରମ୍ପା ମହାବିଦ୍ୟାଳୟରେ ଶୁଭାରମ୍ଭ ହୋଇଛି ।...
ଟାଟା ପାୱାର ପକ୍ଷରୁ ବ୍ୟାପକ ଚଢାଉ, ସାଢେ ଚାରିଲକ୍ଷ ଟଙ୍କା ଜରିମାନା
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ବଜାରରେ ବିଦ୍ୟୁତ ବତରଣ କମ୍ପାନୀ ଟି.ପି.ଏନ.ଓ.ଡି.ଏଲ. ପକ୍ଷରୁ ଆଜି ବ୍ୟାପକ ଚଢାଉ କରାଯାଇ ସାଢେଚାରିଲକ୍ଷ...
ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ମେଡିକାଲ ପରିଦର୍ଶନ ଓ ସନ୍ତୋଷ ପ୍ରକାଶ
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସାମଗ୍ରିକ ପରିଚାଳନା ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ପରିଦର୍ଶନ...
ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ, ଡ଼ିସେମ୍ବର ୨୭ ରୁ ଧାନ ମଣ୍ଡି ଆରମ୍ଭ,...
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଖରିଫ୍ ୨୦୨୧-୨୨ ବର୍ଷ ପାଇଁ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ...
ଅଧ୍ୟାପକ ଡ. ପୀତାମ୍ବର ସ୍ୱାଇଁଙ୍କ ୯୦ ତମ ଜୟନ୍ତୀ ଉତ୍ସବ, ନାଟ୍ୟକାର ଡ. ବିଜୟ...
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶାର ବିଶିଷ୍ଟ ବାଗ୍ମୀ, ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା, ଭଞ୍ଜସାହିତ୍ୟର ଗବେଷକ ତଥା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସ୍ୱନାମଧନ୍ୟ ଅଧ୍ୟାପକ...
ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକ ବିଜେଡି ପକ୍ଷରୁ କୃତଜ୍ଞତା, ‘ମୁକ୍ତା’ ଯୋଜନାରେ ଭଦ୍ରକ ସହରକୁ ମିଳିଲା ୧୭.୬୨...
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରବାସୀଙ୍କ ଲାଗି ଖୁସି ଖବର । ଭଦ୍ରକ ସହରାଞ୍ଚଳ ‘ମୁକ୍ତା’ ଯୋଜନାରେ ସାମିଲ ହୋଇଛି । ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ...
ଭଦ୍ରକ – ଦୁର୍ଘଟଣାରେ ମହିଳାଙ୍କର ମୃତ୍ୟୁ
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏକ ସଡକ ଦୁର୍ଘଟଣାରେ ମହିଳାଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଏକ ସ୍କୁଟି ଯୋଗେ ମହିଳା...
୯ ଶହ ଲିଟର ଦେଶୀ ମଦ ସହ କାର୍ ଓ ସ୍କୁଟି ଜବତ, ୧...
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ...
ନାବାଳିକା ଯୌନ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତକୁ ଆଜୀବନ ଜେଲ୍
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏକ ନାବାଳକ ଯୌନ ନିର୍ଯ୍ୟାତନା ମାମଲାର ବିଚାର କରି ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରା ଜଜ୍ ପ୍ରଣତି ସାହା ଖଇରା...
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ପଣ୍ଡିତ ଦୈତାରିଙ୍କ ପୁସ୍ତକ ଲୋକାର୍ପିତ
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ପଣ୍ଡିତ ଦୈତାରି ମହାପାତ୍ରଙ୍କ ୫ ଗୋଟି ପୁସ୍ତକକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନ କାର୍ଯ୍ୟାଳୟରେ ଲୋକାର୍ପିତ...
ବିଷ୍ଣୁପୁର ପଞ୍ଚାୟତରେ ବିଜେପିର ଜନସମ୍ପର୍କ ଯାତ୍ରା ଓ ମିଶ୍ରଣ ପର୍ବ
ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତରେ ବିଜେପି ପକ୍ଷରୁ ଜନସମ୍ପର୍କ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ...
ଧାମନଗର ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ନକଲି ଶିକ୍ଷକଙ୍କ ଏବେବି ରାଜ୍ ଚାଲିଛି
ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଭିନ୍ନ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲରେ ପାଠ ପଢାଉଛନ୍ତି ବହୁ ନକଲି ଶିକ୍ଷକ । ଆଶ୍ଚର୍ଯ୍ୟର କଥା ହେଉଛି ନକଲି...
‘ମାତୃଭାଷା ସହ ସଂସ୍କୃତି ଜଡ଼ିତ’, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର
ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ‘ଆମ ମାତୃଭାଷା ଓ ଓଡ଼ିଆ ସଂସ୍କୃତି’ ବିଷୟକ ଆଲୋଚନାଚକ୍ରରେ ‘ମାତୃଭାଷା ସହ ସଂସ୍କୃତି ଜଡ଼ିତ’ ବୋଲି ଆମ ମାତୃଭାଷା ପରିଷଦ ଆନୁକୂଲ୍ୟରେ...
ମୁକ୍ତା ଯୋଜନାରେ ୫ଟି ସଚିବ ଭର୍ଚୁଆଲ ମିଟିଂରେ ସମସ୍ୟା ବୁଝିଲେ
ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ନିମନ୍ତେ ପ୍ରତିକାର ପାଇଁ ଆଜି ୫ଟି ସଚିବ...
























