Home ଜିଲ୍ଲା ପରିକ୍ରମା ଅସହାୟମାନଙ୍କୁ କମ୍ବଳ ବିତରଣ

ଅସହାୟମାନଙ୍କୁ କମ୍ବଳ ବିତରଣ

37

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ପଞ୍ଚାୟତ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ପବିତ୍ର ରାହାସ ପୂର୍ଣ୍ଣିମା ପାଳନ ଅବସରରେ ସୂର୍ଯ୍ୟମଣି-ଇଚ୍ଛାମଣି ସେବା ନିକେତନ ଆନୁକୂଲ୍ୟରେ ଅସହାୟମାନଙ୍କୁ କମ୍ବଳ ବିତରଣ କରାଯାଇଛି। ସେବା ନିକେତନ ସମ୍ପାଦକ ଆଇନଜୀବୀ ଲକ୍ଷ୍ମୀନାରାୟଣ ମହାପାତ୍ର ପୁରୋହିତ ଶଶଧର ତ୍ରିପାଠୀ, ଶୁକଦେବ ଚନ୍ଦ, ଜିତେନ୍ଦ୍ର ନାରାୟଣ ମହାପାତ୍ର, ରାଘବ ପ୍ରଧାନ, ମାନଗୋବିନ୍ଦ ପ୍ରଧାନ, ପର୍ଶୁରାମ ଶଙ୍ଖୁଆ, ପ୍ରତାପ ବେହେରା ପ୍ରମୁଖ କମ୍ବଳ ବିତରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.