Pramod Kumar Ray
ଭଦ୍ରକ ଜିଲ୍ଲାସ୍ତରୀୟ ନିଶା ଦ୍ରବ୍ୟ ସେବନ ତଥା ଅବୈଧ ନିଶା ଦ୍ରବ୍ୟ କାରବାର ବିରୋଧ...
ଭଦ୍ରକ ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ଛାତ୍ରଛାତ୍ରୀ, ଅଭିଭାବକ, ପିତାମାତା,...
ବରିଷ୍ଠ ସାମ୍ବାଦିକ ଭଜଗୋବିନ୍ଦ ଜେନାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ, ସ୍ୱର୍ଗଦ୍ୱାରରେ ଜଳିଲା ଜୁଇ
ଭଦ୍ରକ ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାର ବରିଷ୍ଠ ସାମ୍ବାଦିକ ତଥା ଭଦ୍ରକର ବହୁ ପୁରାତନ ସଂଗୀତ ଅନୁଷ୍ଠାନ ମନମୋହନ ସଂଗୀତ ପରିଷଦର ସଂପାଦକ ଭଜଗୋବିନ୍ଦ ଜେନା (୭୮)...
ମଶାଣିରୁ ଶବ ଚୋରି ଘଟଣାର ତଦନ୍ତ ନିର୍ଦ୍ଦେଶ
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ କୂଳରେ ଥିବା ଗ୍ରାମ ଶ୍ମଶାନରୁ ଶୁକ୍ରବାର ରାତ୍ରରେ ଶବ ଚୋରି ହୋଇଥିବା ଘଟଣାର...
ଧାମରା ପଂଚାୟତ ୫ ଓ ୬ ନଂ ଓାର୍ଡରେ ରାସ୍ତା ବିପର୍ଯ୍ୟସ୍ଥ, ମରାମତି ପରେ...
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ପଂଚାୟତରେ ଥିବା ରାସ୍ତା ଗୁଡିକ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ପଡିବା ପରେ ମଧ୍ୟ ନିର୍ମାଣ ଆଳରେ...
ନବକୃଷ୍ଣ ଚୌଧୁରୀ ଥିଲେ ମୂଲ୍ୟବୋଧ-ରାଜନୀତିର ଅନନ୍ୟ ସନ୍ତକ
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନବକୃଷ୍ଣ ଚୌଧୁରୀ ସରଳ ଜୀବନଚର୍ଯ୍ୟା ଓ ସ୍ୱଚ୍ଛ ଶାସନବ୍ୟବସ୍ଥା ଓଡିଶା ରାଜନୈତିକ ଇତିହାସର ସୁବର୍ଣ୍ଣଯୁଗ ଭାବେ ଅଭିହିତ । ୧୯୪୬ରୁ ୧୯୪୮...
ଦେଶରେ କାଶ୍ମୀର ପରିସ୍ଥିତି ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ କାନୁନ୍ ଜରୁରୀ- ଅନୀଲ ଚୌଧୁରୀ
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦେଶରେ ଅବାଞ୍ଛିତ ଏବଂ ନିୟନ୍ତ୍ରଣହୀନ ଭାବେ ଜନସଂଖ୍ୟା ବୃଦ୍ଧି ଏକ ପ୍ରମୁଖ ସମସ୍ୟା ଭାବେ ଚିନ୍ତନୀୟ ପ୍ରସଙ୍ଗ । ଅସନ୍ତୁଳିତ ଭାବେ...
ପ୍ରାଚୀନଗର ସଡକର ଅବସ୍ଥା ଲଘୁଚାପ ବର୍ଷାରେ ବେହାଲ, ଜିଲା ପ୍ରଶାସନ ଦୃଷ୍ଟି ନଦେଲେ ଜନ...
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହର ଉପକଣ୍ଠରେ ଥିବା ଆରଡିଛକରୁ ବାବା ଆଖଣ୍ଡଳମଣି ନିକଟକୁ ଯାଇଥିବା ରାସ୍ତାର ପ୍ରାଚୀନଗର ସଡକର ଅବସ୍ଥା ଏବେ ସାମାନ୍ୟ ଲଘୁଚାପ...
ଜରୁରୀକାଳୀନ ପରିସ୍ଥିତି ଭାରତୀୟ ଗଣତନ୍ତ୍ର ଇତିହାସର ଏକ କଳଙ୍କିତ ଅଧ୍ୟାୟ
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧି ଦେଶରେ ଜାରି କରିଥିବା ଜରୁରୀକାଳୀନ ପରିସ୍ଥିତି ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଏକ କଳଙ୍କିତ...
ନିମ୍ନମାନର କାର୍ଯ୍ୟ ଯୋଗୁଁ ଧସିଲା ମା’ ଭଦ୍ରକାଳୀ ପୀଠର ପାଚେରୀ
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ଲକ୍ଷାଧିକ ଟଙ୍କାରେ ନିର୍ମିତ ମା’ ଭଦ୍ରକାଳୀ ମନ୍ଦିର ପରିସର ଭିତରେ ଥିବା...
କେଳାସାହି ଗାଁରେ ସଂଘବଦ୍ଧ ଆକ୍ରମଣ ଓ ଭଙ୍ଗାରୁଜା ଘଟଣା, ଗାଁକୁ ଫେରି ପାରୁନାହାଁନ୍ତି ଆକ୍ରମଣରେ...
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ପିରହାଟ ଥାନା ବାରସର ପଞ୍ଚାୟତ ଅଧୀନ କେଳାସହି ଗ୍ରାମରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଘଟଣାକୁ ୫ଦିନ...
କକାଙ୍କ ଶୁଦ୍ଧିକ୍ରିୟାକୁ ଆସୁଥିଲେ ବାଇକରୁ ପଡି ଆଖି ବୁଜିଲେ ଝିଆରୀ
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ମଙ୍ଗରାଜପୁର-ଈଶ୍ୱରପୁର ରାସ୍ତାର କାଁପଡା ଛକରେ ବାଇକ୍ରୁ ଖସିପଡ଼ି ଜ୍ୟୋତ୍ସ୍ନାରାଣୀ ଭଞ୍ଜ (୪୫) ନାମ୍ନୀ ଜଣେ...
ଚାନ୍ଦବାଲି ଅଂଚଳରେ ଥିବା ସମସ୍ତ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଏମବିବିଏସ ଡାକ୍ତରଙ୍କ ନିଯୁକ୍ତି
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ଅଂଚଳରେ ସ୍ୱାସ୍ଥ୍ୟ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଚାନ୍ଦବାଲି ବିଧାୟକଙ୍କ ଏଥି ପାଇଁ ବହୁ ସଜାଗ...
ଗାନ୍ଧୀ ବାଳାଶ୍ରମରେ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ସମାରୋହ
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ସଂଗଠକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୩୯ତମ ଶ୍ରାଦ୍ଧ ଦିବସ ଗାନ୍ଧୀ ଓଡିଶା...
ମଣିନାଥପୁର ନଦୀକୂଳ ଶ୍ମଶାନରୁ ପୁନର୍ବାର ୩ ଶବ ଚୋରି
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ କୂଳରେ ଥିବା ଗ୍ରାମ ଶ୍ମଶାନରୁ କ୍ରମାଗତ ଭାବେ ଶବ ଚୋରି ହେବାରେ...
ବଳିଷ୍ଠ ବ୍ୟକ୍ତିତ୍ୱ ଓ ପ୍ରଗତିଶୀଳ ଚେତନାର ମଣିଷ ଥିଲେ ପ୍ରଫେସର ପ୍ରସନ୍ନ କୁମାର ବିଶ୍ୱାଳ,...
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ନାଭାଲ୍ କମାଣ୍ଡର ତଥା ଇତିହାସ ବିଭାଗର ସୁନାମଧନ୍ୟ ପ୍ରଫେସର ଡ. ପ୍ରସନ୍ନ କୁମାର...
ତିହିଡ଼ି ବ୍ଲକରେ କୃତ୍ରିମ ଛେଳି ପ୍ରଜନନରେ ସଫଳତା
ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକକୁ କୃତ୍ରିମ ଛେଳି ପ୍ରଜନନରେ ସଫଳତା ମିଳିଛି । ରାଜ୍ୟରେ ପ୍ରଥମକରି ତିହିଡ଼ି ବ୍ଲକରେ ଏହି ଛୁଆ...
ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ(ପୂର୍ବତନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ)ରେ ନୂତନ ପ୍ରଧାନଶିକ୍ଷକ ଭାବେ ପ୍ରିୟଙ୍କା ପ୍ରିୟଦର୍ଶୀନୀ ନାୟକ ଯୋଗଦାନ କରିଛନ୍ତି...
ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ସମ୍ବର୍ଦ୍ଧନା ସଭା
ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପା ଅଗରୱାଲା ପ୍ୟାଲେସ୍ ସଭାଗୃହରେ ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ମଞ୍ଚର ସ୍ଥାୟୀ ସଭାପତି ଆଇନଜୀବୀ ନିରାକାର ଜେନାଙ୍କ ପୌରୋହିତ୍ୟରେ...
‘ଓଡ଼ିଶା ଯାତ୍ରା ଆୱାର୍ଡ -୨୦୨୩’ ପାଇଲେ ବାଦଲ୍ ସିକ୍ଦାର
ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଗର୍ବ ଗୌରବ, ନାଟ୍ୟ ଜଗତର ଭୀଷ୍ମ ପିତାମହ, ମୋଗଲ୍ ତାମ୍ସାର ତ୍ରାଣକର୍ତ୍ତା କୁହାଯାଉଥିବା ଶତାଧିକ ନାଟକର ନିର୍ଦ୍ଦେଶକ, ମଞ୍ଚ ଅଭିନେତା...
ବାବା ଆଖଣ୍ଡଳମଣି ପୀଠ ଆରଡ଼ିରେ ଶ୍ରାବଣୀ ଜଳାଭିଷେକ ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗାମୀ ଜୁଲାଇ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରାବଣୀ ଜଳାଭିଷେକ କାର୍ଯ୍ୟକ୍ରମ ଉପଲକ୍ଷେ ବାବା ଆଖଣ୍ଡଳମଣି ବିଜେ ଆରଡ଼ି ପୀଠରେ...






















