Pramod Kumar Ray
ଯୁବଶକ୍ତି ହିଁ ଦେଶର ସମ୍ପତ୍ତି, ନେହେରୁ ଯୁବକେନ୍ଦ୍ର ତରଫରୁ ଯୁବ ଉତ୍ସବ ପାଳନ
ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ...
ଏସ୍ପିଙ୍କୁ ସାକ୍ଷାତ୍ ପରେ ଯୁବକ ଗିରଫ
ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭୁଲ୍ କରିଥିଲେ ଭଲପାଇ ବାହା ହେବାରେ । କାହିଁକି ନା ଦୀର୍ଘ ୧୨ ବର୍ଷ ଧରି ଶାଶୁଘର ଲୋକଙ୍କ ନିର୍ଯ୍ୟାତନା ସହି...
ଜିଲାର ୯ ପୁଲିସ୍ ଅଧିକାରୀଙ୍କ ବଦଳି
ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଭଦ୍ରକ ଜିଲାରେ ୩ ବର୍ଷ ଅତିକ୍ରାନ୍ତ କରିଥିବା ୯ ଜଣ ପୁଲିସ୍ ଅଧିକାରୀଙ୍କୁ ବଦଳି...
ରାଷ୍ଟ୍ରପତିଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମରେ ଅନିଶ୍ଚିତତା ଦେଖାଦେଇଛି, ଆଲୁମିନି ବୈଠକରେ ହୀରକ ଜୟନ୍ତୀ ଉତ୍ସବ...
ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରତିକୂଳ ପାଗ ଯୋଗୁଁ ଭଦ୍ରକ ମହାବିଦ୍ୟାଳୟର ଆସନ୍ତା ୨୭ ତାରିଖରେ ପାଳିତ ହେବାକୁ ଥିବା ହୀରକ ଜୟନ୍ତୀ ଉତ୍ସବରେ ମହାମହିମ ରାଷ୍ଟ୍ରପତି...
ଗଣମାଧ୍ୟମର ପ୍ରଭାବ- ୮୦ ବର୍ଷିୟା ବୃଦ୍ଧା ମା’ କୌଶଲ୍ୟାଙ୍କ ନିକଟରେ ପହଞ୍ôଚôଲା ଜିଲା ପ୍ରଶାସନ
ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ମହୁଲିଆ ପଂଚାୟତ ସାନଦାସପୁର ଗ୍ରାମର ୮୦ ବର୍ଷିୟା ଅସହାୟ ବୃଦ୍ଧା କୌଶଲ୍ୟା କରଙ୍କ ସମ୍ବାଦ...
ଭଣ୍ଡାରିପୋଖରୀରେ ୧୬୦ ମି.ମି. ବର୍ଷା, ଚାଷଜମି ଉପରେ ୪ ଫୁଟ ଉଚ୍ଚତାର ବର୍ଷାଜଳ
ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଶନିବାର ବ୍ୟାପକ ବର୍ଷା ହୋଇଛି । ସକାଳ ୮ଟା ଠାରୁ ବଜ୍ରପାତ ସହ ଅବିରାମ ବର୍ଷା ଲାଗିରହିଛି...
ସାପ କାମୁଡାରେ ବୃଦ୍ଧଙ୍କ ମୃତ୍ୟୁ
ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଆରଡି ପୀଠ ନିକଟସ୍ଥ ଭୂଇଁପୁର ଗ୍ରାମରେ ସାପ କାମୁଡାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଭୂଇଁପୁର...
ଅବିଶ୍ରାନ୍ତ ବର୍ଷାରେ ଭାସୁଛି ଧାମନଗର, ସାଗର ଭୂୟାଁ ଶିଶୁ ଉଦ୍ୟାନ ଓ ସଲାମପୁର ପାଚେରୀ...
ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଗତ ଦୁଇଦିନ ହେବ ମୌସୁମୀ ବର୍ଷାରେ ଏହି ଜିଲାର ଧାମନଗର ଅଂଚଳରେ ଆଜି ଭୋର୍ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ହେବା ଫଳରେ...
ଧାମରାରେ ମାଟି କାନ୍ଥ ପଡି ସ୍ୱାମୀ ମୃତ,ସ୍ତ୍ରୀ ଆହତ
ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଅବିଶ୍ରାନ୍ତ ବର୍ଷାରେ ଧାମରା ଅଂଚଳ ବର୍ଷାଜଳରେ ଉବୁଟୁବୁ । ଏହି ବର୍ଷା ରେ ଧାମରା ଅଂଚଳରେ ଏକ ଅଭାବନୀୟ ପରିସ୍ଥିତିରେ ସ୍ୱାମୀ ମାଟି...
ଆତ୍ମଜୀବନୀ ପୁସ୍ତକ ‘ସମୟ ଖଣ୍ଡର ଅମୂଲ୍ୟ ଦସ୍ତାବିଜ୍’, ‘ସମୟର ସୂଚୀପତ୍ର’ ର ପାଠକାର୍ପଣ ଉତ୍ସବ
ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଆତ୍ମଜୀବନୀ ପୁସ୍ତକ କେବଳ ଜଣେ ବ୍ୟକ୍ତିର ବୃତ୍ତାନ୍ତ ନୁହଁ, ଏହା ଏକ ସମୟର ଅମୂଲ୍ୟ ଦସ୍ତାବିଜ୍ । ଏଥିରେ କେବଳ ସେହି ବ୍ୟକ୍ତି...
ଦିନକର ମୌସୁମୀ ବର୍ଷାରେ ବେହାଲ ଭଦ୍ରକ ସହର, ମଠ, ମନ୍ଦିର, ସ୍କୁଲ, କଲେଜ, ରାସ୍ତାଘାଟ,...
ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଆଜି ଦିନକର ମୌସୁମୀ ବର୍ଷାରେ ବେହାଲ ହୋଇପଡିଛି ଭଦ୍ରକ ସହର । ଯେଉଁଠିକୁ ଯାଅ, ଯେଉଁଠି ଦେଖ ସବୁଆଡେ ପାଣି ହିଁ ପାଣି...
ଆଖୁଆପଦା କେନ୍ଦ୍ରୀୟ ‘ବନ୍ୟା ପୂର୍ବାନୁମାନ’ କକ୍ଷ ଚଳାଉଛନ୍ତି ୨ ଠିକା କର୍ମଚାରୀ, ବନ୍ୟା ନିୟନ୍ତ୍ରଣ...
ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଖୁଆପଦାରେ ଥିବା କେନ୍ଦ୍ରୀୟ ‘ବନ୍ୟା ପୂର୍ବାନୁମାନ କକ୍ଷ’ ୨ ଜଣ ଠିକା କର୍ମଚାରୀଙ୍କ ପରିଚାଳିତ ହେଉଥିବାରୁ ଅଧୋଗତି ଦେଖାଦେଇଛି । ଦୈନିକ...
ଫାଇଭ୍ ଟି ଅନୁଦାନକୁ ଉପହାସ, ଶିକ୍ଷକ ଅଭାବକୁ ନେଇ ରମ୍ଭିଳା ହାଇସ୍କୁଲରେ ପଡିଲା ତାଲା
ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଦ୍ରକ ବ୍ଲକ୍ ଅଧୀନସ୍ଥ ରମ୍ଭିଳା ହାଇସ୍କୁଲରେ ଫାଇଭ୍ ଟି ଅନୁଦାନ ଉପହାସରେ ପରିଣତ ହୋଇଛି । ଲକ୍ଷ ଲକ୍ଷ...
ଭଦ୍ରକ ଆଗରପଡା ରାସ୍ତାରେ ଯାତ୍ରିବାହୀ ବସ୍ ଚଳାଚଳ ବନ୍ଦ
ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଆଗରପଡା ରାସ୍ତାରେ ଯାତାୟତ କରୁଥିବା ଯାତ୍ରିବାହୀ ବସ୍ ଗୁଡିକ ଡାଏଟ୍ ନିକଟରେ ଥିବା ନୂତନ ବସ୍ ଷ୍ଟାଣ୍ଡକୁ ନ ଯିବା...
କେନ୍ଦ୍ରୀୟ ଯୋଜନାର ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚୁ, ରାଜ୍ୟ ସରକାର ଲୋକଙ୍କୁ ସେବା ବଦଳରେ...
ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ଉପରେ ନିଜର ଷ୍ଟିକର ମାରି ଭୋଟ ସର୍ବସ୍ୱ ରାଜନୀତି ପାଇଁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।...
ଜେକେକେଏସ୍ ସରକାରୀ ହାଇସ୍କୁଲର କନିଷ୍ଠ ସହାୟକ ଓ ବରିଷ୍ଠ ଶିକ୍ଷକଙ୍କ ବିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ...
ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଜେକେକେଏସ୍ ସରକାରୀ ହାଇସ୍କୁଲର କନିଷ୍ଠ ସହାୟକକୁ ସହକାରୀ ଶିକ୍ଷକ ଅପମାନିତ କରିଥିବା ନେଇ ଜିଲାସ୍ତରୀୟ ମିଳିତ ଅମଲା...
ଭଦ୍ରକ ଜିଲା ଗସ୍ତରେ ପର୍ଯ୍ୟଟନ ବିଭାଗର ୩ ଜଣ ପ୍ରତିନିଧି ଦଳ, ପରିଦର୍ଶନ କଲେ...
ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୫-ଟି ସଚିବଙ୍କ ଗସ୍ତ ପରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଏକ ୩ ଜଣ ପ୍ରତିନିଧି ଦଳ ଭଦ୍ରକ ଜିଲା...
ଅସୁରା-ଖେମକା ଛକ ଠାରେ ଗଳାପୋଲ ପାଇଁ ପ୍ରଶାସନର ଦ୍ୱାରସ୍ଥ
ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୬ନଂ ଜାତୀୟ ରାଜପଥର ଅସୁରା (ଖେମକା ଛକ) ଠାରେ ଗଳାପୋଲ ପାଇଁ ରାହାଞ୍ଜ-ଅସୁରା ଗ୍ରାମବାସୀମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ରାହାଞ୍ଜ...
୪ ପୁଅ-ବୋହୂ ଥିବା ୮୦ ବର୍ଷିୟା ବୃଦ୍ଧା ମା’ କୌଶଲ୍ୟା ଆଜି ଅଲୋଡା, ରାସ୍ତା...
ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଖାଁ ଖାଁ ନିର୍ଜନ ରାସ୍ତା, ଚାରିଆଡେ ନିଶା ଗର୍ଜୁଛି । ଯେଉଁଠି ଦେଖ କିଟିମିଟି ଅନ୍ଧାର । ରାସ୍ତାରେ କାହାରି ଯିବାଆସିବା...
ତମାଖୁ, ଡ୍ରଗ୍ସ ପ୍ରତି ଛାତ୍ର ଓ ଯୁବ ଗୋଷ୍ଠୀ ଆକର୍ଷିତ ହେବା ଚିନ୍ତାଜନକ, ତମାଖୁ...
ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନେଇ ଭଦ୍ରକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଳନ୍ଦୀ ସଭାଗୃହରେ ଅନୁଷ୍ଠିତ...






















