Bikash Biswal
ସର୍ପାଘାତରେ ଶିଶୁପତ୍ରର ମୃତ୍ୟୁ
ହାଟଡିହି ୨୪ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ପଞ୍ଚାୟତର ମରୁଆ ଗ୍ରାମରେ ସର୍ପାଘାତରେ ଗୋଟିଏ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ...
ଚେନାଇରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ
ହାଟଡିହି ୨୪ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଚେନାଇରେ ଶ୍ରମିକ ଭାବେ କାମ କରୁଥିବା ଜଣେ ଓଡିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି...
ବେଆଇନି ବାଲି ଉତ୍ତୋଳନକୁ କେନ୍ଦ୍ରକରି ସମଣାରେ ଉତ୍ତେଜନା, ଜୋର ଜବରଦସ୍ତ ବାଲିଗାଡି ଛଡାଇନେଲେ ମାଫିଆ
ହାଟଡିହି ୨୪ । ୭ :( ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଏବେ ଏବେ ବେଆଇନି ବାଲି ଉତ୍ତୋଳନ ଦ୍ରୁତ ଗତିରେ ବଢ଼ିଚାଲିଛି । ମାଫିଆମାନେ ପ୍ରଶାସନକୁ...
ଚାନ୍ଦା ଆଦାୟ ଅଭିଯୋଗରେ ଦୁଇ ପୁଲିସ ନିଲମ୍ବିତ
ହାଟଡ଼ିହି- ୨୩/୭/ ଚାନ୍ଦା ଆଦାୟ ଅଭିଯୋଗରେ ନନ୍ଦିପଦା ଥାନାର ଜଣେ ସବଇନ୍ସପେକ୍ଟର ଓ ଜଣେ ପୁଲିସ କନେଷ୍ଟବଳଙ୍କୁ ଜିଲ୍ଲା ଏସପି ନିଲମ୍ବିତ କରିଥିବା ସୂଚନା ମିଳିଛି। ଏ ଖବର ପ୍ରଚାରିତ ହେବା ପରେ...
ପୂର୍ବ ବିବାଦକୁ ନେଇ ସଂଘର୍ଷ, ଗାଡି ଭଙ୍ଗାରୁଜା, ୮ ଆହତ
ହାଟଡ଼ିହି-ନନ୍ଦିପଦା ଥାନା ତେମଳା ଗ୍ରାମରେ ଆଜି ରାତିରେ ପୂର୍ବ ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଥିବା ଜଣା ଯାଇଛି। ଫଳରେ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି। ଚନ୍ଦ୍ରଶେଖର ଜେନାଙ୍କ...
ମୁଗୁପୁରରେ ରୋଗୀ କଲ୍ୟାଣ ସମିତି ବୈଠକ
ହାଟଡିହି ୨୩ । ୭ (ଓଡିଆପୁଅ / ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ମୁଗୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀକଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର...
ହାଟଡିହି ବ୍ଲକରେ ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ,
ହାଟଡିହି ୨୩ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାଟଡିହି ପଞ୍ଚାୟତର ମଠ ଖାଣ୍ଟପଦା ଗ୍ରାମର ଜଣେ ୫୨ବଷ୍ରୀୟ ଅସୁସ୍ଥ ବ୍ୟକ୍ତି କରୋନା ଆକ୍ରାନ୍ତ...
ଅଁରାରେ ସଙ୍ଗରୋଧ କେନ୍ଦ୍ର ରୋଷେଇଘରେ ତାଲା ପକାଇଲେ ସରପଞ୍ଚ
ହାଟଡିହି ୨୩ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀ ମାନଙ୍କ ପାଇଁ ରୋଷେଇ ଚାଲିଥିବାବେଳେ ଗତକାଲି ରାତିରେ...
ଡଅଁର ଓ ସୋଲପଟାରୁ ୨୮ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଗଲା
ହାଟଡିହି ୨୩ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଡଅଁରରେ ଗତ କାଲି ୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି ।...
ସର୍ପାଘାତରେ ଯୁବକଙ୍କ ମୃତ୍ୟୁ ସନ୍ଦେହ
ହାଟଡିହି ୨୨ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତ ବରାଙ୍ଗ ଗ୍ରାମରେ ଜଣେ ଯୁବକଙ୍କ ସର୍ପାଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଖବରରୁ...
୫୦ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ଡଅଁର ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ
ହାଟଡିହି ୨୨ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲ ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ଛୁଇଁଛି । ଆଜି ପୁଣି ୫ଜଣ କରୋନା ପଜେଟିଭ ଚିହ୍ନଟ...
ମା’ ବିଶ୍ୱତାରିଣୀ କଳାକାର ପରିଷଦର ମିଶ୍ରଣ ପର୍ବ ବୈଠକ
ହାଟଡିହି, ୨୧/୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ମା’ ବିଶ୍ୱତାରିଣୀ କଳାକାର ପରିଷଦ, ହାଟଡ଼ିହିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହାଟଡ଼ିହି ସତସଙ୍ଗ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାହିତ୍ୟିକ...
ଅମାନିଆ ଔଷଧ ଦୋକାନୀ ଗଣିଲେ ତଣ୍ଡ , ୬ ଦୋକାନ ସିଲ
ହାଟଡ଼ିହି- ୨୧/୭ ବାରମ୍ବାର ଆନନ୍ଦପୁର ପ୍ରଶାସନ ତରଫରୁ ତାଗିଦ ପରେ ମଧ୍ୟ ଆନନ୍ଦପୁର ପୈରାଞ୍ଚଳ ର କେତେକ ଔଷଧ ଦୋକାନୀ ଓ ନର୍ସିଂହୋମ କୋଭିଡ୍ ନିୟମକୁ ମାନୁ ନାହାଁନ୍ତି । ନିଜ ନିଜ...
ରାସ୍ତା ସମସ୍ୟାରେ ଘାଣ୍ଟି ହେଉଛନ୍ତି ବ୍ରାହ୍ମଣିକଳା ଗ୍ରାମବାସୀ
ହାଟଡିହି ୨୧ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ ଯୋଜନା ପରେ ଯୋଜନା ମାନ କରିଚାଲିଥିଲେବି ବାସ୍ତବ କ୍ଷେତ୍ରରେ...
ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପକ୍ଷରୁ ଦାବିପତ୍ର
ହାଟଡିହି, ୨୧/୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେବାସହ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ସ୍ୱଚ୍ଛ ଭାରତ...
ବଜ୍ରପାତରେ ଶିଶୁ ମୃତ, ଯୁବତୀ ଗୁରୁତର
ହାଟଡିହି, ୨୦/୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ବରଡି ଗ୍ରାମରେ ବଜ୍ରପାତରେ ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ବରଡି ଗ୍ରାମର...
ପଞ୍ଚାୟତକୁ ନାହିଁ ଅନଲାଇନ ଯୋଗଯୋଗ, ପଞ୍ଚାୟତ କାର୍ଯ୍ୟାଳୟରେ ଅଚଳାବସ୍ଥା
ହାଟଡ଼ିହି, ୨୦/୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର କୌଣସି ପଞ୍ଚାୟତକୁ ଅନଲାଇନ ଯୋଗଯୋଗର ବ୍ୟବସ୍ଥା ନଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକ ଏକପ୍ରକାର ଅଚଳ ହୋଇପଡିଛି । ଦୀର୍ଘ ବର୍ଷ...
ଲକ ଡାଉନରେ ଋଣ ଆଦାୟ ବନ୍ଦ କରିବା ପାଇଁ ମହିଳା ଗୋଷ୍ଠୀଙ୍କ ଦାବି
ହାଟଡ଼ିହି, ୨୦/୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଲକଡାଉନ ସମୟରେ ବିଭିନ୍ନ ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥା ଗୁଡିକ ଦ୍ୱାରା ଋଣ ଆଦାୟକୁ ବନ୍ଦ କରିବା ପାଇଁ ମହିଳା ଗୋଷ୍ଠୀମାନେ ଦାବି କରିଛନ୍ତି...
ହାଟଡିହି ବ୍ଲକ ପୁଣି ୩ ପଜେଟିଭ ଚିହ୍ନଟ, ୪୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ହାଟଡିହି ୧୯ । ୭ : (ଓଡିଆପୁଅ) କେନ୍ଦୁଝର ଜିଲ୍ଲ ହାଟଡିହି ବ୍ଲକରେ ଆଜି ପୁଣି ତିନିଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଆଜିକୁ ମିଶାଇ ହାଟଡିହି ବ୍ଲକରେ ମୋଟ...
ଆଶାକର୍ମୀ ସାଜିଲେ ଦେବଦୁତ
ହାଟଡିହି ୧୯ । ୭ :(ଓଡିଆପୁଅ) ଆଶାକର୍ମୀଙ୍କ ଦ୍ୱାରା ଟିଏମସି ମଧ୍ୟରେ ପ୍ରସବ କରାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ଜଣାଯାଇଛି ଯେ ଜଣେ ଗର୍ଭବତୀ ମହିଳା ହାଇଦ୍ରାବାଦରୁ...