Home କେନ୍ଦୁଝର ସର୍ପାଘାତରେ ଶିଶୁପତ୍ରର ମୃତ୍ୟୁ

ସର୍ପାଘାତରେ ଶିଶୁପତ୍ରର ମୃତ୍ୟୁ

126

ହାଟଡିହି ୨୪ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ପଞ୍ଚାୟତର ମରୁଆ ଗ୍ରାମରେ ସର୍ପାଘାତରେ ଗୋଟିଏ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଗତକାଲି ରାତିରେ ଶରତ ଜେନା ଓ ତାଙ୍କ ପତ୍ନୀ ଏକ ବର୍ଷର ଶିଶୁପତ୍ରକୁ ଧରି ଘରେ ଶୋଇଥିବାବେଳେ ରାତିରେ ଚିତିସାପ କାମୁଡି ଦେଇଥିଲା । ପରିବାର ଲୋକେ ଆଜି ସକାଳେ ଶିଶୁପୁତ୍ରକୁ ଚିକିତ୍ସା ପାଇଁ ଆନନ୍ଦପୁର ଡାକ୍ତରଖାନା ନେଇଥିବାବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.