Home କେନ୍ଦୁଝର ହାଟଡିହି ବ୍ଲକରେ ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ,

ହାଟଡିହି ବ୍ଲକରେ ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ,

175

ହାଟଡିହି ୨୩ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାଟଡିହି ପଞ୍ଚାୟତର ମଠ ଖାଣ୍ଟପଦା ଗ୍ରାମର ଜଣେ ୫୨ବଷ୍ରୀୟ ଅସୁସ୍ଥ ବ୍ୟକ୍ତି କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ସେ ଗତ କିଛିଦିନ ତଳେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱର ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା କରିବାପରେ ପଜେଟିଭ ଆସିଥିବା ଜଣାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସୁଚନା ଦିଆଯାଇଛି । ସେ ଜଣେ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ହୋଇଥିବାରୁ ଆସନ୍ତାକାଲି ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବ ବୋଲି ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.