Bikash Biswal
ବାତ୍ୟାରେ ଗୁରୁତର ବାଇକ ଆରୋହୀଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ, ସାହଯ୍ୟ ପାଇଁ ଆକୁଳ ନିବେଦନ
ହାଟଡିହି-୨୮/୫, ଗତ ୨୦ତାରିଖରେ ଛେନାପଦିଛକରୁ ନିଜ ଗ୍ରାମ ଗୋବିନ୍ଦପୁରାକୁ ଫେରୁଥିବାବେଳେ ଅମ୍ଫନ ବାତ୍ୟାର ପବନରେ ଭାରସାମ୍ୟ ହରାଇ ବାଇକରୁ ତଳେ ପଡିଯାଇ ଗୁରୁତର ଆହତ ହୋଇଥିବା ତ୍ରିଲୋଚନ ସାଙ୍କ ଅବସ୍ଥା ଏବେ ଶଙ୍କଟାପର୍ଣ୍ଣ...
ମନରେଗା କାମ କରି ମିଳୁନି ପ୍ରାପ୍ୟ, ଇଞ୍ଚୋଳ ଗ୍ରାମବାସୀଙ୍କ ବ୍ଲକ ଘେରାଉ
ହାଟଡିହି-୨୮/୫, ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତରେ ମନରେଗା ଯୋଜନାରେ କାମ କରି ପ୍ରାପ୍ୟ ନପାଇବା ପ୍ରତିବାଦରେ ଆଜି ଇଞ୍ଚୋଳ ଗ୍ରାମବାସୀମାନେ ବ୍ଲକ ଘେରାଉ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଗ୍ରାମକୁ ଦୁଇଟି...
ଦୀର୍ଘଦିନ ପରେ ହିତାଧିକାରୀଙ୍କ ଆଧାର ସଂଯୋଗ କଲା ଯୋଗାଣ ବିଭାଗ
ହାଟଡିହି-୨୭/୫, ହାଟଡିହି ବ୍ଲକ ହଦଗଡ ପଞ୍ଚାୟତରେ ୧୩୦୦ରୁ ଉର୍ଦ୍ଧ ରେସନକାର୍ଡ ହିତାଧିକାରୀ ଥିବାବେଳେ ଶହଶହ ହିତାଧିକାରୀଙ୍କ ନାମ କଟିଯାଇଥିବା କୁହାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ଚାଉଳ ଦିଆଯାଉ ନଥିବା...
ଜୋର ଜବରଦସ୍ତ ମାଛ ନେବାକୁ ନେଇ ଗଣ୍ଡଗୋଳ, ଦୁଇ ଅଟକ
ହାଟଡିହି-୨୭/୫, ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ସାହାପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜୋର ଜବରଦସ୍ତ ମାଛ ଆଦାୟକୁ ନେଇ ଗଣ୍ଡଗୋଳ ହେବାସହ ଗ୍ରାମବାସୀମାନେ ଦୁଇ ଯୁବକଙ୍କୁ ଅଟକ ରଖିଥିଲେ । ଆଜି...
ଚାରା ରୋପଣ ପାଇଁ ହଦଗଡ ବନବିଭାଗର କ୍ଷେତ୍ର ପରିଦର୍ଶନ
ହାଟଡିହି-୨୭/୫, ହାଟଡିହି ବ୍ଲ କ ପଢ଼ିଆରିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କାହାଳିଆଗଡିଆ, କୁରାଢ଼ିଘସା ଗ୍ରାମର ସରକାରଙ୍କ ପତିତ ଜମିରେ ଗଢ଼ି ଉଠିବାକୁ ଥିବା ଆଞ୍ଚଳିକ ସବୁଜ ଉଦ୍ୟାନରେ ବୃକ୍ଷରୋପଣ ପାଇଁ ଆନନ୍ଦପୁର ଡି.ଏଫ.ଓ ଙ୍କ...
ଏସିବି ଫାଉଣ୍ଡେସନ ତରଫରୁ ଅଗ୍ନି ବିପନ୍ନଙ୍କୁ ସହାୟତା
ହାଟଡିହି-୨୭/୫, ହାଟଡିହି ବ୍ଲକ କାଳିଆଗଡିଆ ସ୍ଥିତ ଏସିବି ଫାଉଣ୍ଡେସନ ପକ୍ଷରୁ ବାଲିବରେଇ ଗ୍ରାମର ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ସର୍ଟସର୍କିଟ ଯୋଗୁଁ ବାଲିବରେଇ ଗ୍ରାମର କିର୍ତ୍ତନ ବିହାରୀ ଜେନାଙ୍କ...
ପୁର୍ବତନ ରାଜସ୍ୱ ପରିଦର୍ଶକଙ୍କ ପରଲୋକ
ହାଟଡିହି-୨୭/୫, ହାଟଡିହି ତହସିଲର ଅବସରପ୍ରାପ୍ତ ରାଜସ୍ୱ ପରିଦର୍ଶକ ତଥା ଘସିପୁରା ବ୍ଲକ ଖାଳିଆମେଣ୍ଟା ଗ୍ରାମର ନିଳକଣ୍ଠ ଜେନାଙ୍କ ୭୮ବର୍ଷ ବୟସରରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ପ୍ରଦୀପ କୁମାର...
ହଦଗଡରେ ଗରିବ ହିତାଧିକାରୀଙ୍କୁ ମିଳୁନି ଚାଉଳ, ପଞ୍ଚାୟତ ଘେରିଲେ ଗ୍ରାମବାସୀ
ହାଟଡିହି-୨୬/୫, ହାଟଡିହି ବ୍ଲକ ହଦଗଡ ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ଉପଯୁକ୍ତ ପରିମାଣର ଚାଉ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ୧୩୦୦ରୁ ଉର୍ଦ୍ଧ ରେସନକାର୍ଡ ହିତାଧିକାରୀ ଥିବାବେଳେ ଶହଶହ ହିତାଧିକାରୀଙ୍କ...
ସଙ୍ଗରୋଧ କେନ୍ଦ୍ରକୁ ସଫା ସୁତୁରା କରିବାରେ ଲାଗିପଡିଛନ୍ତି ଅନ୍ତେବାସୀ
ହାଟଡିହି-୨୬/୫, ହାଟଡିହି ବ୍ଲକ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଶାସଙ୍ଗ ପଞ୍ଚାୟତର ପ୍ରବାସୀ ଓଡିଆମାନେ ଏବେ କଲେଜର ବଗିଚା ସହିତ କଲେଜ ପରିସରକୁ ସଫା ସୁତୁରା କରିବାରେ ଲାଗିପଡିଛନ୍ତି ।...
ସଙ୍ଗରୋଧରୁ ଫେରିଲେ ୧୫ ପ୍ରବାସୀ
ହାଟଡିହି-୨୬/୫, ହାଟଡିହି ବ୍ଲକ ପଞ୍ଚୁଗୋଛିଆ ସଙ୍ଗରୋଧ କେନ୍ଦ୍ରରୁ ୧୫ପ୍ରବାସୀ ଆଜି ସଙ୍ଗରୋଧରୁ ଘରକୁ ଫେରିଛନ୍ତି । ଗୋପାଳଜୀୟୁ ସରକାରୀ ଉପ୍ରାବିଦ୍ୟାଳୟରେ ୋହାଇଥିବା ସଙ୍ଗରୋଧ କେନ୍ଦ୍ରରୁ ୧୩ଜଣ ଚେନାଇ ଫେରନ୍ତା ଓ ମୁଗୁପୁର ସରକାରୀ...
ରାଘବପୁରରେ ବିନା ସୁରକ୍ଷା ବାଡାରେ ସଙ୍ଗରୋଧ କେନ୍ଦ୍ର
ହାଟଡିହି-୨୬/୫, ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ରାଘବପୁର ସ୍କୁଲରେ କରାଯାଇଛି ସଙ୍ଗରୋଧ କେନ୍ଦ୍ର । ଏଠାରେ ସ୍କୁଲର ପାଚେରୀ ନଥିବାରୁ କିପରି ସଙ୍ଗରୋଧରେ ପ୍ରବାସୀ ଓଡିଆ ମାନେ ରହିବେ ତାହାକୁ ନେଇ ପ୍ରଶ୍ନ...
ଅମୃତପୁର କ୍ୱାରେଣ୍ଟାଇନର ଅନ୍ତେବାସୀଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଗଲା, ଗାଁକୁ ବିଶୋଧନ କଲା ଅଗ୍ନିଶମ...
ହାଟଡିହି-୨୬/୫, ହାଟଡିହି ବ୍ଲକ ଅମୃତପୁର କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ କରୋନା ପଜେଟିଭ ଚିହ୍ନଟ ହେବାପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି । ଜଣେ ୩୫ବର୍ଷୀୟ ତାମିଲନାଡୁ ଫେରନ୍ତା ଯୁବକ ଜଣକ ଗତ ୧୯ତାରିଖରେ...
ମିଳୁନି ଆବାସ ଯୋଜନା ଟଙ୍କା, ବ୍ଲକ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ହିତାଧିକାରୀ
ହାଟଡିହି-୨୫/୫, ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣ ଉପରେ ଗୁରୁତ୍ୱ ଦେଉôତବାବେଳେ ବ୍ଲକ ଅଫିସର କିଛି କର୍ମଚାରୀଙ୍କ ପାଇଁ ଏହି ଯୋଜନା ଏବେ ରସାତଳଗାମୀ ହେବାରେ ଲାଗିଛି । କିପରି ଟାର୍ଗେଟ ପୁରଣ...
ହାଟଡିହିରେ ପୁଣି ଜଣେ ପଜେଟିଭ ଚିହ୍ନଟ, ସୁସ୍ଥ ହେଲେ ଦୁଇ
ହାଟଡ଼ିହି, ୨୫ । ୫ : ହାଟଡିହି ବ୍ଲକରେ ଆଜି ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଆଇତିପୁର ପଞ୍ଚାୟତର ଜଣେ ୩୫ବର୍ଷୀୟ ତାମିଲନାଡୁ ଫେରନ୍ତା ଯୁବକ ଗତ ୧୯ତାରିଖ...
କୁରାଢ଼ିଘସା ନିକଟରୁ ଗାଡଭାଲୁ ଉଦ୍ଧାର
ହାଟଡ଼ିହି, ୨୫ । ୫ : ହାଟଡିହି ବ୍ଲକ ପଢ଼ିଆରିପଲ୍ଲି ପଞ୍ଚାୟତର କୁରାଢ଼ିଘସା ନିକଟରୁ ଏକ ଗାଡ ଭାଲୁକୁ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଖବରରୁ ଜଣାଯାଇଛି ଯେ...
କଳିଗାଁ ସଂଗରୋଧ କେନ୍ଦ୍ର ଓ ମାର୍କେଟକୁ ବିଶୋଧନ କଲା ଅଗ୍ନିଶମ ବିଭାଗ
ହାଟଡ଼ିହି, ୨୪ । ୫ : ହାଟଡିହି ବ୍ଲକ ଡଅଁର ପଞ୍ଚାୟତରେ ହୋଇଥିବା ବିଭିନ୍ନ ସଂଗରୋଧ କେନ୍ଦ୍ରକୁ ଆଜି ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧନ କରାଯାଇଛି । ଆଜି ପ୍ରଶାସନର ନିର୍ଦ୍ଦେଶକ୍ରମେ ଆନନ୍ଦପୁର...
୧୭ଟଙ୍କାରେ ହିତାଧିକାରୀଙ୍କୁ ଦିଆଗଲା କିରୋସିନି
ହାଟଡିହି-୨୪/୫, ସରକାର କିରୋସିନି ଦର ହ୍ରାସ କରିଥିବାବେଳେ ହାଟଡିହି ବ୍ଲକରେ ପିଛିଲା ମାସରେ କିରୋସିନି ଉଠାଯାଇଥିବା ଦର୍ଶାଇ ହିତାଧିକାରୀଙ୍କୁ ଦୁଇତିନିଗୁଣ ଦରରେ କିରୋସିନି ବିକ୍ରୀ ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ...
ସଙ୍ଗରୋଧରୁ ବିଦା ହେଲେ ୪୫ଜଣ, ମିଳିଲାନି ସରକାରୀ ସହାୟତା
ହାଟଡିହି-୨୪/୫, ହାଟଡିହି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ସୁରଟରୁ ଆସି ରହିଥିବା ୪୫ଜଣ ପ୍ରବାସୀ ଓଡିଆ ସଙ୍ଗରୋଧ କେନ୍ଦ୍ରରୁ ବିଦା ହୋଇଛନ୍ତି । ସେମାନଙ୍କ ସଙ୍ଗରୋଧ ଅବଧି ସରିଯିବା ପରେ ସେମାନେ ନିଜ ନିଜ...
ବଣିଆପଙ୍କ ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଭିଡିଓ ଭାଇରାଲ କଲେ ଅନ୍ତେବାସୀ
ହାଟଡିହି-୨୪/୫, ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ବଣିଆପଙ୍କ ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଗତକାଲି ରାତିରୁ ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ଅନ୍ତେବାସୀମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଅଭିଯୋଗ କରିବା...
ଗ୍ରନ୍ଥ ପ୍ରକାଶନ ପାଇଁ ପ୍ରସ୍ତୁତି ବୈଠକ
ହାଟଡିହି-୨୩/୫, ହାଟଡିହି ବ୍ଲକ ସଢ଼ାର ବରିଷ୍ଠ ଜନସେବୀ ତଥା ମାନବପ୍ରେମୀ ପ୍ରାଣବଲ୍ଲବ ମଲ୍ଲିକ (ବଲିବାବୁ)ଙ୍କ ସମ୍ମାନାର୍ଥେ ଏକ “ଜୀବନାଦର୍ଶ ଗ୍ରନ୍ଥ” ପ୍ରକାଶ କରିବାନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାଣବଲ୍ଲବ ଚ୍ୟାରେଟିବୁଲ...