Bikash Biswal
ଶାଳଣିଆଁ ପଞ୍ଚାୟତରେ ମନରେଗା ଯୋଜାନରେ ଦୁର୍ନିତିର ଗନ୍ଧ
ହାଟଡିହି-୨/୫, ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନିତିର ଗନ୍ଧ ବାରିହୋଇ ପଡୁଛି । ଏହି ପଞ୍ଚାୟତରେ ଏବେ ମନରେଗା ଯୋଜନା ପାଇଁ ପ୍ରକଳ୍ପ ଅନୁମୋଦନ ହୋଇଥିବାବେଳେ ସେôତରେ ବ୍ୟାପକ ଅନିୟମିତତା...
ରାସ୍ତାକଡକୁ ଖସିଗଲା କାର, ଜଣେ ଗୁରୁତର
ହାଟଡିହି-୨ /୬, ଆଜି ମଧ୍ୟାହ୍ନରେ ଆନନ୍ଦପୁର- ଭଦ୍ରକ ରାସ୍ତାର ଚାରିନାଳିଆ ନିକଟରେ ଏକ କାର ରାସ୍ତା କଡକୁ ଖସି ପଡିବାରୁ କାର ଚାଳକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି...
କାଦୁଅ ପାଣିରେ ଘାଣ୍ଟି ହେଉଛନ୍ତି ଅଁରା ଗ୍ରାମବାସୀ
ହାଟଡିହି-୨/୬, ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କେତେକଣ ଯୋଜନା ମାନ କରୁଛନ୍ତି । ହେଲେ ସବୁ ଯୋଜନା କେବଳ କାଗଜ କଲମରେ ସୀମିତ ରହିଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି...
ମରୈଗାଁରୁ ଗୋଚର ଓ ସ୍ମଶାନ ଜମି ଜବରଦଖଲ ଉଚ୍ଛେଦ କରିବାକୁ ଦାବି
ହାଟଡିହି-୧/୬, ହାଟଡିହି ବ୍ଲକ ମରୈଗାଁ ଗ୍ରାମରେ ଥିବା ଗୋଚର ଓ ସ୍ମଶାନ ପଡିଆକୁ କିଛି ବ୍ୟକ୍ତି ଜୋର ଜବରଦସ୍ତ ଜବରଦଖଲ କରିନେଇଥିବାରୁ ଏହାକୁ ଉଚ୍ଛେଦ କରିବାକୁ ଗ୍ରାମର ବୁଦ୍ଧିଜିବୀ ଓ ବିଷ୍ଠ ନାଗରିକ...
କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି ମଣ୍ଡଳ
ହାଟଡିହି-୧/୬, ଶାଳଣିଆଁ ବିଜେପି ମଣ୍ଡଳ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ସମୟରେ ପୁଲିସ, ଡାକ୍ତର, ଅଗ୍ନିଶମ, ସ୍ୱାସ୍ଥ୍ୟକର୍ମୀ, ସାମ୍ବାଦିକମାନେ ଯେପରି ନିଜ ଜୀବନକୁ ବାଜି ଲଗାଇ କରୋନା...
ଆସୁନି ମେଡିକାଲ ରିପୋର୍ଟ, ୧୪ଦିନ ପରେ ମଧ୍ୟ ସଂଗରୋଧରୁ ଯାଇପାରୁ ନାହାନ୍ତି ପ୍ରବାସୀ
ହାଟଡିହି-୧/୬, ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ଅମୃତପୁର କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀମାନେ ୧୪ଦିନ ଅତିବାହିତ କରିବା ପରେ ମଧ୍ୟ ଘରକୁ ଫେରିପାରୁ ନାହାନ୍ତି । ସେମାନଙ୍କ ସ୍ୱାବଟେଷ୍ଟ ପାଇଁ ଯାଇଥିଲେ ମଧ୍ୟ...
ସଂଗରୋଧରୁ ଘରକୁ ଫେରିଲେ ୨୫ଜଣ ପ୍ରବାସୀ, ସରପଞ୍ଚଙ୍କ ପକ୍ଷରୁ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା
ହାଟଡିହି-୩୧/୫, ହାଟଡିହି ପଞ୍ଚାୟତର ହାଟଡିହି ହାଇସ୍କୁଲ ଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ସଙ୍ଗରୋଧରେ ରହିଥିବା ୨୫ଜଣ ପ୍ରବାସୀ ଓଡିଆଙ୍କୁ ଆଜି ଭବ୍ୟ ସମ୍ବର୍ଦ୍ଧନାରେ ବିଦାୟ ଦିଆଯାଇଛି । କିଏ ୨୧ଦିନ ତ ଆଉ...
ସଙ୍ଗରୋଧ କେନ୍ଦ୍ରକୁ ପସିବାକୁ ବାରଣ କରିବାରୁ ଆଦିବାସୀ ସରପଞ୍ଚଙ୍କୁ ମାଡ
ହାଟଡିହି-୩୧/୫, କ୍ୱାରେଣ୍ଟାଇନ ସେଣ୍ଟର ଭିତରକୁ ନପସିବା ପାଇଁ ଜଣେ ବାହାର ଯୁବକକକୁ ତାଗିଦ କରିବାରୁ ଜଣେ ଆଦିବାସୀ ସରପଞ୍ଚଙ୍କୁ ସର୍ବ ସମ୍ମୁଖରେ ବିଚ ରାସ୍ତାରେ ମାଡ ଖାଇବାକୁ ପଡିଛି । ସରପଞ୍ଚ ଏନେଇ...
ବାହାରିପୁର କ୍ୱାରେଣ୍ଟାଇନ ସେଣ୍ଟରର ଶହେମିଟରକୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା , ଗାଁକୁ ବିଶୋଧନ କଲା...
ହାଟଡିହି-୩୦/୫, ହାଟଡିହି ବ୍ଲକ ବାହାରିପୁର ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରେ ଜଣେ ପଜେଟିଭ ସେଣ୍ଟରରେ ଜଣେ କରୋନା ପଜେଟିଭ ଚିହ୍ନଟ ହେବାପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି । ଜଣେ ୩୫ବର୍ଷୀୟ ତାମିଲନାଡୁ...
ସଂଗରୋଧ କେନ୍ଦ୍ର ବଗିଚା ସଜାଡିବାରେ ଲାଗିପଡିଛନ୍ତି ପ୍ରବାସୀ
ହାଟଡିହି-୩୦/୫, ହାଟଡିହି ବ୍ଲକ ମୁଗୁପୁର ହାଇସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପଞ୍ଚୁଗୋଛିଆ ପଞ୍ଚାୟତର ପ୍ରବାସୀ ଓଡିଆମାନେ ଏବେ ହାଇସ୍କୁଲର ବଗିଚା ସହିତ ସ୍କୁଲ ପରିସରକୁ ସଫା ସୁତୁରା କରିବାରେ ଲାଗିପଡିଛନ୍ତି ।...
ଟ୍ୟାଙ୍କର ଧକ୍କାରେ ଜଣେ ଗୁରୁତର
ହାଟଡିହି-୩୦/୫, ଆନନ୍ଦପୁର-ଭଦ୍ରକ ରାସ୍ତାର ଛେନାପଦି ଛକ ପେଟ୍ରୋଲ ପମ୍ପ ନିକଟରେ ଟ୍ୟାଙ୍କର ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଫକିରପୁର ଗ୍ରାମର ଦେବେନ୍ଦ୍ର ଦାସ (୪୦)...
ନିର୍ମାଣ ସରିଲାନି ଧନୁର୍ଜୟପୁର ସଂଗରୋଧ କେନ୍ଦ୍ର, ବାଙ୍ଗୋର ପଞ୍ଚାୟତରେ ରହିଲେ ଧନୁର୍ଜୟପୁର ପ୍ରବାସୀ
ହାଟଡିହି-୩୦/୫, ପ୍ରବାସୀ ଓଡିଆ ମାନଙ୍କ ପାଇଁ ପ୍ରତି ପଞ୍ଚାୟତରେ ସଂଗରୋଧ କେନ୍ଦ୍ରମାନ ନିର୍ମାଣ କରାଯିବା ସହ ସେହି ପଞ୍ଚାୟତର ପ୍ରବାସୀ ମାନେ ସଂଗରୋଧରେ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଧନୁର୍ଜୟପୁର...
କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ “ବନ୍ଦେ ଉତ୍କଳ ଜନନୀ” ଗାନ
ହାଟଡିହି-୩୦/୫, କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଆଜି ସମଗ୍ର ଓଡିଶାରେ ସନ୍ଧ୍ୟା ୫ଟା ୩୦ମିନିଟ ସମୟରେ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଛି । ଶାସଙ୍ଗଛକ ନିକଟରେ ପୁର୍ବତନ...
ପୁଣି ଜଣଙ୍କ ଜୀବନ ନେଲା ଦନ୍ତା
ହାଟଡ଼ିହି- ୩୦/୫ ହଦଗଡ଼ ଅଭୟାରଣ୍ୟରୁ ଚାଲିଆସି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ, ବାଲିବରେଇ, ପଢ଼ିଆରିପଲ୍ଲୀ ପଂଚାୟତରେ ଆତଙ୍କ ସୃଷ୍ଟି କରିଥିବା ଦୁଇଟି ଦନ୍ତା ଆଜି ପୁଣି ଗୋଟେ ଜୀବନ ନେଇଛନ୍ତି। ତନ୍ମଧ୍ୟରୁ...
ବିବେକାନନ୍ଦ ଯୁବସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ହାଟଡିହି-୨୯/୫, ବିବେକାନନ୍ଦ ଯୁବ ସଂଘ ପକ୍ଷରୁ କରୋନା ଯେଦ୍ଧା ଭାବେ ପରିଚିତ ହୋଇଥିବା ପୁଲିସ, ଡାକ୍ତର, ସ୍ୱାସ୍ଥକର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସାମ୍ବାଦିକ, ସରପଞ୍ଚ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘର...
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରୁ କରୋନା ପଜେଟିଭ ଚିହ୍ନଟ
ହାଟଡିହି-୨୯/୫, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରୁ ପୁଣି ଜଣେ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ପଜେଟିଭଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ଆଜି ସୁଧା ମୋଟ...
ଚାଇଲଡ ଲାଇନ ପକ୍ଷରୁ ଅସହାୟ ଶିଶୁଙ୍କୁ ସହାୟତା
ହାଟଡିହି-୨୯/୫, ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ବିଣାପାଟିଆ ଗ୍ରାମର ଚାରି ଅସହାୟ ଶିଶୁଙ୍କୁ ଆନନ୍ଦପୁର ଚାଇଲଡ ଲାଇନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସୀତା ମୁର୍ମୁ, ସରିତା ମୁର୍ମୁ, ରାହୁଲ ମୁର୍ମୁ...
ବଞ୍ଚୋ ସଂଗରୋଧ କେନ୍ଦ୍ରରୁ ଘରକୁ ଗଲେ ୨୪ ପ୍ରବାସୀ
ହାଟଡିହି-୨୯/୫, ବଞ୍ଚୋ ସଙ୍ଗରୋଧ କେନ୍ଦ୍ରରେ ଥିବା ୭୨ଜଣଙ୍କ ମଧ୍ୟରୁ ୨୪ପ୍ରବାସୀଙ୍କୁ ସଙ୍ଗରୋଧ ଅବଧି ସମାପ୍ତ ପରେ ଘରକୁ ପଠାଇ ଦିଆଯାଇଛି । ଡାକ୍ତର ଦିପକ କୁମାର ମହାଲି, ଫାର୍ମସିଷ୍ଟ ହେମନ୍ତ କୁମାର ଜେନା,...
ପୋଲତଳୁ ନାଁ ବାଳିକାକୁ ଉଦ୍ଧାର କଲା ଚାଇଲଡଲାଇନ
ହାଟଡିହି-୨୯/୫, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ଶଙ୍କଟପାଲିଆ ବିଦ୍ୟାଧରପୁର ରାସ୍ତାର ବଦ୍ଧ ଗଡିଆ ନିକଟରେ ଥିବା ଏକ ପୋଲ ତଳୁ ଜଣେ ନାଁ ବାଳିକାକୁ ଚାଇଲଡ ଲାଇନ କର୍ତ୍ତୁପକ୍ଷ ଉଦ୍ଧାର...
ମରୈଗାଁ ସେବା ସମବାୟ ସମିତିରେ ଅଚଳାବସ୍ଥା, ଚାଷୀଙ୍କୁ ମିଳୁନି ଚାଷଋଣ
ହାଟଡ଼ିହି, ୨୮ । ୫ : ହାଟଡିହି ବ୍ଲକ ମରୈଗାଁ ସମବାୟ ସମିତିରେ ଅଚଳାବସ୍ଥା ଦେଖା ଦେଇଛି । ଅନ୍ୟ ସମସ୍ତ ସମିତିରେ ଚାଷୀ ମାନଙ୍କୁ ଖରିଫ ଋଣ ପ୍ରଦାନ ଆରମ୍ଭ ହୋଇଯାଇଥିବାବେଳେ...