Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ଶୁଭ ସକାଳ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

0
ଅନୁଚିନ୍ତା - ଦୁର୍ଦ୍ଦିନ ଏବଂ ଦୁର୍ଦ୍ଦଶା ଜଣେ ଉତ୍ତମ ଶିକ୍ଷକ ହୋଇଥାଆନ୍ତି। ଦୁର୍ଦ୍ଦଶା ଏବଂ ଦୁର୍ଦ୍ଦିନ ସମୟରେ ଭାଙ୍ଗିନଯାଇ ଆମକୁ ଏକ ଉତ୍ତମ ଛାତ୍ର ହୋଇ ଦୁର୍ଦ୍ଦଶା ଏବଂ ଦୁର୍ଦ୍ଦିନ ସମୟ ଠାରୁ ଉତ୍ତମ...

ସୁବାଷ ଚୌହାନ ଗୁରୁତର ଅସୁସ୍ଥ; ଆଇସିୟୁରେ ଭର୍ତ୍ତି

0
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା ୱେଷ୍ଟନ ଓଡ଼ିଶା ଡେଭଲପମେଣ୍ଟ କାଉନ୍ସିଲ୍ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁବାଷ ଚୌହାନ ଗୁରୁତ୍ୱର ଅସୁସ୍ଥ ଅଛନ୍ତି। ସେ କିଛି ଦିନ...

କରୋନା ପାଇଁ ଅପବାଦ ପରେ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍ ..

0
ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ବିସ୍ତାର ପାଇଁ ବିଶ୍ୱର ଅନେକ ଦେଶ ଚାଇନାକୁ ଦାୟୀ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ବିଶ୍ୱର ଅନେକ ପ୍ରମୁଖ ଦେଶ ଚୀନ୍ ବିରୋଧରେ ଏକ...

ସୁପ୍ରଭାତ; ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

0
ଅନୁଚିନ୍ତା .. କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ କି କାହାରଆଶୀର୍ବାଦ ଆମକୁ ଭଲ କରିପାରିବ ନାହିଁ। ସବୁ ଆମ କର୍ମ ଉପରେ ନିର୍ଭର କରେ। କର୍ମକୁ ବିଶ୍ବାସ କର, କର୍ମ ହିଁ...

ଆଜି ବିଶ୍ଵ ଆଜ୍‌ମା ଦିବସ: କିଛି ସତର୍କତା ଏବଂ ଉପଚାର ..

0
ଭୁବନେଶ୍ୱର: ବିଶ୍ୱ ଆଜ୍‌ମା ଦିବସ ହେଉଛି ଆଜ୍‌ମା ସଚେତନତା ଏବଂ ଯତ୍ନର ଉନ୍ନତି ପାଇଁ ଗ୍ଲୋବାଲ୍ ଇନିସିଏଟିଭ୍ ଫର୍ ଆଜ୍‌ମା (ଜିଏନା) ଦ୍ୱାରା ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ। ଆଜ୍‌ମା ଦ୍ୱାରା ପ୍ରଭାବିତ...

ମହିଳାଙ୍କ ପାଇଁ ଫ୍ୟାସନ୍ ହେବାକୁ ଯାଉଛି ମ୍ୟାଚିଂ ମାସ୍କ ..

0
ଭୁବନେଶ୍ୱର: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ କିମ୍ବା ଫେସ୍ କଭର୍ ଏବେ ପୋଷାକ ଭଳି ଏକ ଅତ୍ୟାବଶ୍ୟକ ଅଂଶ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ କେବଳ ସାଧା ନୁହେଁ,...

ପପ୍ ଷ୍ଟାର୍ ମାଡୋନା କରୋନା ପଜେଟିଭ୍ ..

0
ଭୁବନେଶ୍ୱର: ପ୍ରସିଦ୍ଧ ହଲିଉଡ୍ ଗାୟିକା ମାଡୋନା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆଣ୍ଟିବଡି ପରୀକ୍ଷଣରେ ଏପରି ଜଣାପଡି଼ଥିବା କଥା ସେ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଜଣାଇବା ସହ ଏଥିନେଇ ସେ ଆଦୌ...

ହଠାତ୍ ଆସି ଯାଏନି ହାର୍ଟ ଆର୍ଟାକ୍: କିଛି ଦିନ ପୂର୍ବରୁ ଦେଖାଦିଏ ଏହିସବୁ ଲକ୍ଷଣ...

0
ଭୁବନେଶ୍ୱର: ହୃଦଘାତ (ହାର୍ଟ ଆର୍ଟାକ୍) ଏକ ବିପଜ୍ଜନକ ରୋଗ ଏବଂ ଏହା ଯେ କୌଣସି ବ୍ୟକ୍ତିଙ୍କ ନିକଟରେ ହୋଇପାରେ। କିନ୍ତୁ, ଆପଣ ଜାଣନ୍ତି କି ହାର୍ଟ ଆର୍ଟାକ୍ ସବୁବେଳେ ହଠାତ୍ ଆସି ଯାଇନଥାଏ।...

ୟୁପିରେ ଖୋଲିବ ମଦ ଦୋକାନ; ତେବେ ଓଡ଼ିଶାରେ ସମାଲୋଚନା କାହିଁକି ..

0
ଭୁବନେଶ୍ୱର: ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆଜିଠାରୁ କରୋନା ଭାଇରସ୍ ହଟସ୍ପଟ୍ ଅଞ୍ଚଳ ଠାରୁ ଏକରୁ ତିନି କିଲୋମିଟର ଦୂରତା ବ୍ୟତୀତ ରାଜ୍ୟର ସମସ୍ତ...

ଖୁସି ଖବର: ଏଣିକି ଟ୍ରେନରେ ମାଗଣାରେ ଆସିବେ ପ୍ରବାସୀ ଶ୍ରମିକ ..

0
ଭୁବନେଶ୍ୱର: କରୋନା ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଏବେ ଟ୍ରେନ୍ ଯୋଗେ ନିଜ ରାଜ୍ୟକୁ ଫେରୁଛନ୍ତି। ତେବେ ଏଥିପାଇଁ ପ୍ରବାସୀ ଶ୍ରମିକ...

ମରୁମରୁ ବଞ୍ଚିଗଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ; ମୃତ ଘୋଷଣା କରିବାକୁ ପ୍ରସ୍ତୁତ ହୋଇ ସାରିଥିଲେ ଡାକ୍ତର

0
ଭୁବନେଶ୍ୱର: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କରୋନା ଭୂତାଣୁ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି। ମରୁମରୁ ବଞ୍ଚି ଯାଇଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ। ଜନସନ୍ କହିଛନ୍ତି ଯେ ଲଣ୍ଡନର ଡାକ୍ତରମାନେ ତାଙ୍କୁ ମୃତ...

ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

0
ଆଜିର ଅନୁଚିନ୍ତା - ଆମେ ଆମର ଚଲା ପଥରେ ଅବିରତ ଚାଲିବା ଦରକାର। ନାଁ' ଏଠି ଥକିବାର ଅଛି, ନାଁ' ଅଟକି ଯିବାର ଅଛି, ନାଁ' ନଇଁବାର ଅଛି। ଆମକୁ କେବଳ ସମୟର ଚଲାବାଟରେ...

ସୁରଟରୁ ଓଡ଼ିଶା ଆସିଲା ଟ୍ରେନ୍; ତେବେ ବିଜେପି ପତାକା ବ୍ୟବହାର କାହିଁକି ..

0
ଭୁବନେଶ୍ୱର: କରୋନା ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ଗୁଜୁରାଟର ସୁରଟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି। ଏ'ନେଇ ଓଡ଼ି଼ଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ପ୍ରବାସୀ ଓଡ଼ିଆଙ୍କୁ ଆଣି ଆସୁଥିବା ଗୋଟାଏ ପରେ ଗୋଟାଏ ବସ୍ ଦୁର୍ଘଟଣା: ଦାୟିତ୍ୱ କାହାର...

0
ଭୁବନେଶ୍ୱର: ଗୁଜୁରାଟର ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ଆଣି ଆସୁଥିବା ଗୋଟାଏ ପରେ ଗୋଟାଏ ବସ୍ ଦୁର୍ଘଟଣାଗସ୍ତ ହେଲା। କାଲିଠାରୁ ଆଜି ଭିତରେ ତିନୋଟି ବସ୍ ଦୁର୍ଘଟଣା ଘଟିଲା। ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ...

ପ୍ରଶ୍ନ ଏହା ନୁହେଁ ଯେ ଇଏ ତଳକୁ କିପରି ଓଲ୍ହାଇବ, ପ୍ରଶ୍ନ ଏହା ଯେ...

0
ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଲଢ଼େଇ ଭିତରେ ମଧ୍ୟ ରାଜନୈତିକ ଦଳ ଗୁଡ଼ିକ ପରସ୍ପରକୁ ଆକ୍ଷେପ କରିବା ଛାଡ଼ୁ ନାହାଁନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରୋଗ୍ୟ ସେତୁ ଆପକୁ ଟ୍ୱିଟ୍...

ମୋଦୀଙ୍କ ହେଲିକେପ୍ଟର୍ ଯାଞ୍ଚ କରିଥିବା ଆଇଏଏସ୍ ଅଧିକାରୀ ଏବେ ଜମାତିଙ୍କୁ ସମର୍ଥନ କରିବାକୁ ଯାଇ...

0
ଭୁବନେଶ୍ୱର: କୋଭିଡ୍ -୧୯ ଆକ୍ରାନ୍ତ ରୋଗୀଙ୍କ ପାଇଁ ପ୍ଲାଜମା ଥେରାପିକୁ ସୁଗମ କରିବା ପାଇଁ ତବଲିଗୀ ଜାମାତ ସଦସ୍ୟମାନେ କିପରି ରକ୍ତ ଦାନ କରୁଛନ୍ତି, ତାହା ଉପରେ ରିପୋର୍ଟ୍ ପ୍ରକାଶ କରୁନଥିବା ଅଭିଯୋଗ...

ପ୍ରଚାର ନୁହେଁ, ମୋଦିଙ୍କ ଅପପ୍ରଚାର କରୁଛି ଓଡ଼ିଶା ବିଜେପି ..

0
ଭୁବନେଶ୍ୱର: କରୋନା ଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଲକ୍ ଡାଉନ୍ ଘୋଷଣା କରିବା ସହ ଅନେକ ଗୁଡ଼ିଏ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଅସହାୟ ଲୋକଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି...

ଏଣେ ନବୀନ ଆଉ ଧର୍ମେନ୍ଦ୍ର କରୁଛନ୍ତି ଭିଡିଓ ବାର୍ତ୍ତା; ତେଣେ ତେଲେଙ୍ଗନାରୁ ଝାରଖଣ୍ଡକୁ ବାହାରିଲା...

0
ଭୁବନେଶ୍ୱର: ଲକ୍‌ଡାଉନ୍ କାରଣରୁ ଅନେକ ପ୍ରବାସୀ ଶ୍ରମିକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ରାଜ୍ୟର ଶ୍ରମିକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ନିଜ ନିଜ ରାଜ୍ୟକୁ ଫେରିଯିବା ପାଇଁ ସେମାନେ ନିଜ...

ଗଳାରୁ କରୋନା ଭୂତାଣୁ ସଫା କରିଦେବ ମଦ: ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ବିଧାୟକଙ୍କ ଚିଠି ..

0
ଭୁବନେଶ୍ୱର: କରୋନା ଭୂତାଣୁ ଆତଙ୍କ ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି। ଏଥିନେଇ ଅନେକ ପ୍ରତିବନ୍ଧକ ଲଗାଯାଇଛି। ଲକ୍ ଡାଉନ୍ ଯୋଗୁଁ ସାରା ଦେଶରେ ମଦ ଦୋକାନ ମଧ୍ୟ ବନ୍ଦ...

ରାଜ୍ୟରେ ଆଉ ୧୪ କରୋନା ପଜେଟିଭ୍, ସମସ୍ତେ ଯାଜପୁର ଜିଲ୍ଲାର; ଆକ୍ରାନ୍ତଙ୍କ ମଧ୍ୟରେ ୫...

0
ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସମସ୍ତ ପଜିଟିଭ୍ ଯାଜପୁର ଜିଲ୍ଲାର। ଏହାକୁ ମିଶାଇ ଯାଜପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି।...