Home ଓଡ଼ିଶା ସୁପ୍ରଭାତ; ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

ସୁପ୍ରଭାତ; ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

491

ଅନୁଚିନ୍ତା ..
କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ କି କାହାରଆଶୀର୍ବାଦ ଆମକୁ ଭଲ କରିପାରିବ ନାହିଁ। ସବୁ ଆମ କର୍ମ ଉପରେ ନିର୍ଭର କରେ। କର୍ମକୁ ବିଶ୍ବାସ କର, କର୍ମ ହିଁ ଭଗବାନ।

ପୃଥିବୀରେ ଏମିତି କେହି ବ୍ୟକ୍ତି ନାହିଁ ଯାହାର କିଛି ସମସ୍ୟା ନାହିଁ। ଆଉ ପୃଥିବୀରେ ଏମିତି କିଛି ସମସ୍ୟା ନାହିଁ ଯାହାର କିଛି ସମାଧାନ ନାହିଁ। ଲକ୍ଷ୍ଯ ଯେତେ ଉଚ୍ଚ ହୋଇଥାଉ ନାଁ କାହିଁକି ରାସ୍ତା ସବୁବେଳେ ପାଦ ତଳେ ହିଁ ଥାଏ।

ଗୋଟେ ପ୍ରଜାପତି ଜାଣିନଥାଏ ତା’ର ଡେଣା ଗୁଡ଼ିକର ରଙ୍ଗ କିପରି ଏବଂ କେତେ ସୁନ୍ଦର। ଲୋକେ ହିଁ କହିଥାନ୍ତି ତା’ର ଡେଣା ଗୁଡ଼ିକ କେତେ ସୁନ୍ଦର। ନିଜକୁ ଏମିତି ତିଆରି କର, ଯେମିତି ନିଜେ ତ’ ଜାଣିଥିବ, ହେଲେ ଲୋକେ କହିବେ ତୁମେ କେତେ ସୁନ୍ଦର। ସର୍ବଦା ନିଜର କର୍ମ ଉପରେ ବିଶ୍ଵାସ ରଖନ୍ତୁ। -ଦେବଦତ୍ତ ରଥ

ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.