Home Authors Posts by Chitta Ranjan Das

Chitta Ranjan Das

908 POSTS 0 COMMENTS

କର୍ମବୀର ବସନ୍ତ ବିଶ୍ୱାଳଙ୍କ ୧୭ତମ ଶ୍ରାଦ୍ଧତ୍ସୋବ ପାଳିତ

0
କେନ୍ଦ୍ରାପଡା ୭/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଓଡିଶାର ବରପୁତ୍ର କର୍ମବୀର ବସନ୍ତ କୁମାର ବିଶ୍ୱାଳଙ୍କ ୧୭ତମ ଶ୍ରାଦ୍ଧଦିବସ କେନ୍ଦ୍ରାପଡାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୮ଟାରେ ଗୋବରୀ ନଦୀର ବିସର୍ଜ୍ଜନ ଘାଟରେ...

ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ପାରିଶ୍ରମିକ ନପାଇବା ପ୍ରତିବାଦରେ ଡେରାବିଶି ସିଏଚସି ଘେରାଉ...

0
କେନ୍ଦ୍ରାପଡା ୭/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ପାରିଶ୍ରମିକ ନପାଇବା ପ୍ରତିବାଦରେ ଆସନ୍ତା ୧୦ତାରିଖରେ ଡେରାବିଶି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ କୋଭିଡ - ୧୯ ନିୟମକୁ...

ବିଜେପି ପକ୍ଷରୁ କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ କୁଶପୁତ୍ତଳିକା ପୋଡି

0
କେନ୍ଦ୍ରାପଡା ୬/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସହରର ତିନିମୁହାଣି ଛକରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ କୁଶ ପୁତଳିକାକୁ ରବିବାର ସନ୍ଧ୍ୟାରେ ଦାହ କରାଯାଇଥିବା...

କେଶପୁର ପଂଚାୟତରେ ମନରେଗାରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ

0
କେନ୍ଦ୍ରାପଡା ୬/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କେଶପୁର ପଂଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବ୍ଲକ ଅଧ୍ୟକ୍ଷ...

ଭୋକେସନାଲରେ ଟପ୍ପର ହୋଇଥିବା ଛାତ୍ରୀଙ୍କୁ ବ୍ଲକ ଅଧ୍ୟକ୍ଷଙ୍କ ସମ୍ବର୍ଦ୍ଧନା

0
କେନ୍ଦ୍ରାପଡା ୬/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଭୋକେସନାଲରେ ସର୍ବାଧିକ ୫୪୧ନମ୍ବର ରଖି ଟପର ହୋଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରେଇ ପଂଚାୟତ ମଠସାହିର ରବିନ୍ଦ୍ର ନାଥ ରାଉତଙ୍କ ଝିଅ ମୈତ୍ରୀ ରାଉତଙ୍କୁ ବ୍ଲକ ଅଧ୍ୟକ୍ଷ...

ଆମ ଗାଁ ଆମ ସାହିତ୍ୟ ପରିଷଦର କରୋନା ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

0
କେନ୍ଦ୍ରାପଡା ୬/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଆମ ଗାଁ ଆମ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ସହର ଉପକଣ୍ଠ ସଂଜୀବନୀ ବିଦ୍ୟା ମନ୍ଦିର ପରିସରରେ କୋଭିଡ -୧୯ ଅନୁପାଳନ ପୂର୍ବକ କରୋନା ସମ୍ପର୍କିତ ଏକ ଆଲୋଚନାଚକ୍ର...

ଅଭିବ୍ୟକ୍ତିର ସ୍ୱାଧିନତା ପାଇଁ ଗୌରୀ ଲଙ୍କେଶଙ୍କ ସ୍ମୃତିରେ “ସଙ୍କଟରେ ସ୍ୱାଧିକାର” ଶୀର୍ଷକ ଆଲୋଚନା ଚକ୍ର

0
କେନ୍ଦ୍ରାପଡା ୫/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଅଭିବ୍ୟକ୍ତିର ସ୍ୱାଧିନତା ଓ ସମ୍ବିଧାନର ସୁରକ୍ଷା ପାଇଁ ଦେଶର କ୍ରମ ବର୍ଦ୍ଧିଷ୍ଣୁ ମୌଳବାଦୀ ଶକ୍ତିମାନଙ୍କ ବିରୋଧରେ ଅବିରତ ଲେଖନୀ ଚାଳନା କରି ଆସିଥିବା ନିର୍ଭୀକ...

+୨ ବିଜ୍ଞାନ ପ୍ରବେଶିକା ଫିସ ଛାଡ

0
କେନ୍ଦ୍ରାପଡା ୫/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ +୨ ବିଜ୍ଞାନ ପଢିବାକୁ ଚାହୁଁଥିବା ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶିକା ଫିସ ଛାଡ କରିବାକୁ ନିଷ୍ପତି ନେଇଛି ଆମେଜ। ଏହି କନିଷ୍ଠ...

ରାଷ୍ଟ୍ରପତି ପୁରସ୍କାରପାପ୍ତ ସୁକାନ୍ତ ଚୈାଧୁରୀ ସର୍ବକ୍ଷମଥିଲେ ପୁନର୍ବାସ ଓ କେମ ତରଫରୁ ଆୟୋଜିତ ତାଙ୍କ...

0
କେନ୍ଦ୍ରାପଡା ୫/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାରପ୍ରାପ୍ତ କ୍ରୀଡାବିତ ସର୍ବକ୍ଷମ ସୂର୍ଗତ ସୁକାନ୍ତ ଚୈାଧୁରୀଙ୍କ ବିୟୋଗରେ ପୁନର୍ବାସ ଓ କେମ ପକ୍ଷରୁ ଆୟୋଜିତ ସ୍ମୃତି ଚାରଣ ସଭା...

ଜଗତଗୁରୁ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସଦେବଙ୍କ ଆଶ୍ରମ ଗୃହ ପ୍ରତିଷ୍ଠା ଉତ୍ସବ

0
କେନ୍ଦ୍ରାପଡା ୪/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଜିଲ୍ଲା ଭକ୍ତ ସମିତି ପକ୍ଷରୁ ଜିଲ୍ଲା ଆଶ୍ରମ ଗୃହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି...

ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଚୋରାମଦ ଜବତ

0
କେନ୍ଦ୍ରାପଡା ୪/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିବା ସୂଚନା ମିଳିଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଅବକାରୀ ଅଧିକ୍ଷକ...

ଗାଙ୍ଗପଡା ପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର ଅନୁଷ୍ଠିତ – ୫ଶହ ସ୍ୱାବ ପରୀକ୍ଷା...

0
କେନ୍ଦ୍ରାପଡା ୪/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଗାଙ୍ଗପଡା ବେସିକ ସ୍କୁଲ ଓ ଗୋଗୁଆ ପ୍ରାଥମିକ...

ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସୂର୍ଗତ କୃଷ୍ଣଚନ୍ଦ୍ର କରଙ୍କ ବିୟୋଗରେ ସ୍ମୃତିସଭା

0
କେନ୍ଦ୍ରାପଡା ୧/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୁଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ପୂର୍ବତନ ଜିଲ୍ଲାଜଜ ସୂର୍ଗତ କୃଷ୍ଣଚନ୍ଦ୍ର କରଙ୍କ ବିୟୋଗରେ ଏକ...

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଦାବିପତ୍ର

0
କେନ୍ଦ୍ରାପଡ଼ା ୧/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ରାଷ୍ଟ୍ରୀୟ ମଜଦୁର କଂଗ୍ରେସର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ୧୨ଦଫା ଦାବି ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ମଙ୍ଗଳବାର ଏକ...

ଓଡିଶା କୃଷକ ସଭା ପକ୍ଷରୁ ରିଲିଫ ବଣ୍ଟନ

0
କେନ୍ଦ୍ରାପଡା ୧/୯( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଓଡିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଚଳିତ ବନ୍ୟାରେ କେନ୍ଦ୍ରାପଡା ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ଡେରାବିଶ ବ୍ଲକ ଅନ୍ତର୍ଗତ ବେଣୀପୁର ଗ୍ରାମରେ ଶୁଖିଲା...

କେନ୍ଦ୍ରାପଡା ସହରରେ ଡେଟଲ ଲିକୁଇଡର କଳାବଜାରୀ

0
କେନ୍ଦ୍ରାପଡା ୩୦/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ମହାମାରୀ ସଂକ୍ରମଣ ସମୟରେ ସାଧାରଣ ଭାବେ ଲୋକମାନଙ୍କର ଆବଶ୍ୟକ ପଡୁଥିବା ଡେଟଲ ଲିକୁଇଡର କେନ୍ଦ୍ରାପଡା ସହରରେ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି। ଗୋଟିଏ ୫ଶହ...

ଭରତପୁର ପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର – ମୋଟ ୮୯୫ ସ୍ୱାବ ପରୀକ୍ଷା:...

0
କେନ୍ଦ୍ରାପଡା ୩୦/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତରେ ରବିବାର କୋଭିଡ ସ୍ୱାବ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ପଂଚାୟତର ଭରତପୁର ପ୍ରାଥମିକ ବିଦ୍ୟାଳୟ, ମେହେନ୍ଦିପୁରସ୍ଥିତ ଲାଲବାହାଦୁର ନୋଡାଲ...

କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ଏବେବି ଗମ୍ଭୀର ରହିଛି

0
କେନ୍ଦ୍ରାପଡା ୩୦/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାରେ ଲଘୁଚାପ ବର୍ଷାର ତାଣ୍ଡବ ଯୋଗୁଁ ତଳିଆ ଅଂଚଳ ଗୁଡିକ ବର୍ଷାପାଣିରେ ବୁଡିଯାଇ ନାହିଁନଥିବା ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ଏବେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା...

କ୍ରୀଡାବିତ ସୁକାନ୍ତ ଚୌଧୁରୀଙ୍କ ପରଲୋକ

0
କେନ୍ଦ୍ରାପଡା ୩୦/(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଶ୍ରବଣ ଓ ବାକ ଶକ୍ତି ବାଧିତ ରାଜ୍ୟ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଖ୍ୟାତନାମା ପାରା କ୍ରୀଡାବିତ ସୁକାନ୍ତ ଚୈାଧୁରୀଙ୍କ ଗତ ଶନିବାର ସନ୍ଧ୍ୟାରେ ମାଧପୁରସ୍ଥିତ ବାସଭବନରେ...

ଜୀବନ ବୀବିକା ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ପାଇଁ ସର୍ବଭାରତୀୟ ମହିଳା ସଂଗଠନମାନଙ୍କର ଆହ୍ୱାନରେ...

0
କେନ୍ଦ୍ରାପଡା ୨୮/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ମହିଳାମାନଙ୍କ ଉପରେ ହେଉଥିବା ସମସ୍ତ ପ୍ରକାର ଅତ୍ୟାଚାର ବନ୍ଦ କର ଏବଂ ଦୋଷୀମାନଙ୍କ ବିରୁଦ୍ଧରେ ଦୃଷ୍ଟାମନ୍ତମୂଳକ ଶାସ୍ତିକୁ ସୁନିଶ୍ଚିତ କରିବା, ସମସ୍ତଙ୍କ ପାଇଁ ମାଗଣାରେ ଶିକ୍ଷା...