Bureau
ଅନୁସୁଚିତ ଜାତି ବର୍ଗଙ୍କ ବିକାଶ ପାଇଁ କେନ୍ଦ୍ରରେ ବିଜେପି ସରକାର ପ୍ରତିଶୃତିବଦ୍ଧ:ବିଜେପି
ଭୁବନେଶ୍ୱର ୧୯/୦୭ (ଓଡ଼ିଆ ପୁଅ) : ଗତ ୫ ବର୍ଷ ଶାସନରେ ଅନୁସୁଚିତ ଜାତି ବର୍ଗଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ବହୁ କଲ୍ୟାଣମୂଳକ...
ଅସହାୟ ମହିଳାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଭଙ୍ଗା ଦଦରା ଘରେ ବିତୁଛି ଜୀବନ
ବାଲିଗୁଡା, ୧୮/୭- (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡା ଏନଏସି ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ସୁନାପାଙ୍ଗା ସାହିର ମାନସୀ ବେହେରା(୪୨) ଅସହାୟ ମହିଳାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ମହିଳା ଜଣଙ୍କ କିଡନୀ...
ହତ୍ୟା ଅଭିଯୋଗ : ମୃତ୍ୟୁର ୩ ମାସ ପରେ ମାଟିତଳୁ ବାହାର କରାଗଲା ଶବ
ସମ୍ବଲପୁର, ୧୯/୭ - (ଓଡ଼ିଆ ପୁଅ) ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଆମ୍ବମୁଣ୍ଡା ଗ୍ରାମର ଶ୍ମଶାନରୁ ତିନି ମାସ ତଳେ ମୃତ୍ୟୁବରଣ କରିଥିବା ହୃଦୟ ତାଣ୍ଡି (୫୨)ଙ୍କ ମରଶରୀରକୁ ଗତକାଲି ମାଟିତଳୁ...
ଲୋକସଭାରେ ହାଇକୋର୍ଟ ପ୍ରସଂଗ ଉଠାଇଲେ ସୁରେଶ ପୂଜାରୀ
ସମ୍ବଲପୁର, ୧୯/୭ - (ଓଡ଼ିଆ ପୁଅ) ପଶ୍ଚିମ ଓଡିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଲୋକସଭାରେ ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ଦାବି କରିଛନ୍ତି। ଗୁରୁବାର ଦିନ ଶ୍ରୀ...
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ ପାଟକୁରାରେ ୮୨ଟି...
ଭୁବନେଶ୍ୱର ୧୮/୦୭ (ଓଡ଼ିଆ ପୁଅ) : ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ ଗୁଡିକରେ ଶାସକ ବିଜେଡି ବୁଥ କ୍ୟାପଚରିଙ୍ଗ ଓ ରିଗିଂ କରିବାର ଆଶଙ୍କା...
ପ୍ରକାଶିତ ହେବ ଶ୍ରୀ ଅଖଣ୍ଡଙ୍କ ରଚିତ ‘ତତ୍ୱ ଶ୍ରୀଜଗନ୍ନାଥ’
ଭୁବନେଶ୍ୱର ୧୯-୭ (ଓଡ଼ିଆ ପୁଅ) ଶ୍ରୀଜଗନ୍ନାଥଙ୍କ ନାମ, ଧାମ ଓ ମହିମାକୁ ନେଇ ପ୍ରଭୁଭକ୍ତ ଶ୍ରୀ ଅଖଣ୍ଡଙ୍କ ଦ୍ୱାରା ରଚିତ ‘ତତ୍ୱ ଶ୍ରୀଜଗନ୍ନାଥ’ ଆଧ୍ୟାତ୍ମିକ ପୁସ୍ତକ ଚଳିତମାସ ଶେଷ ସପ୍ତାହରେ ପ୍ରକାଶ ପାଇବାକୁ...
ବାଲିଗୁଡା ବର୍ଷା ନାହିଁ, ଚିନ୍ତାରେ ଚାଷୀ
ବାଲିଗୁଡା, ୧୮/୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) -; ବାଲିଗୁଡାର ଆଖପାଖ ଅଂଚଳରେ ବର୍ଷାନାହିଁ। କିଛିଦିନ ପୁର୍ବରୁ ସ୍ୱଳ୍ପ ବର୍ଷା ହୋଇଥିଲା। ସେହି ବର୍ଷାରେ ଚାଷୀ ଧାନତଳି ପକାଇଥିଲେ। କିନ୍ତୁ ବର୍ଷା ନଥିବା ହେତୁ...
ବିଶ୍ୱ ଭୂଷଣ ବାବୁଙ୍କୁ କଂଗ୍ରେସ ନେତା ଡ. ଜ୍ଞାନେନ୍ଦ୍ରଙ୍କ ଅଭିନନ୍ଦନ
ଭୁବନେଶ୍ୱର ୧୯.୭ (ଓଡ଼ିଆ ପୁଅ) – ବରିଷ୍ଠ ରାଜନେତା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅନ୍ୟତମ ପୃଷ୍ଠପୋଷକ ବିଶ୍ୱଭୁଷଣ ହରିଚନ୍ଦନଙ୍କ ଆନ୍ଧ୍ର ରାଜ୍ୟପାଳ ନିଯୁକ୍ତିରେ ଖୁସିବ୍ୟକ୍ତ କରିବାକୁ ଯାଇ ଆଜି ପୂର୍ବାହ୍ନରେ...
କେନ୍ଦ୍ରାପଡା ଏସ୍ .ପି.ଙ୍କୁ ତୁରନ୍ତ ନିଲମ୍ବନ କରାଯାଉ – କଂଗ୍ରେସ
ଭୁବନେଶ୍ୱର ତା ୧୮.୭ (ଓଡ଼ିଆ ପୁଅ) – ରାଜ୍ୟରେ ପ୍ରଶାସକମାନେ ଶାସନକୁ ହାତକୁ ନେଇ ଯିବାର ଆଉ ଏକ ନମୁନା ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ଠାରେ ଦେଖିବାକୁ ମିଳିଛି। ଗତକାଲି ଓଡିଆ...
ମୋଟର ଯାନ ସଂଶୋଧନ ବିଲକୁ ପ୍ରତ୍ୟାହାର ଦାବିରେ ସିଟୁର ବିକ୍ଷୋଭ
ରାଉରକେଲା ୧୯-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ପରିବହନ ଶିଳ୍ପ ଓ ପରିବହନ ଶ୍ରମିକ ତଥା ଜନବିରୋଧୀ ମୋଟର ଯାନ ସଂଶୋଧନ ବିଲ ୨୦୧୯କୁ କେନ୍ଦ୍ର ସରକାର ସଂସଦରେ ଆଗତ କରିବାକୁ ଯାଉଛନ୍ତି।...
ମୃତ ହାତୀ ଛୁଆ ଉଦ୍ଧାର
ରାଉରକେଲା ୧୯-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଥମୁନି ହାତୀ ଉତ୍ପାତ ଓ ମୃତ୍ୟ ଘଟଣା। ରାଜ୍ୟର ଅନେକ ସ୍ଥାନରେ ବିଜୁଳୀ କରେଂଟ, ଟ୍ରେନ ଧକ୍କାରେ ହାତୀ ମାନେ ମରୁଥିବା ଘଟଣା ଜଣାପଡ଼ୁଥିବା...
ରେଳ ବୋର୍ଡ ସଦସ୍ୟ, ଟ୍ରାଫିକ କାର୍ଯ୍ୟଭାର ଗ୍ରହଣ କଲେ ୧୯୮୨ ବ୍ୟାଚର ବରିଷ୍ଠ ଆଇଆରଟିଏସ...
ନୂଆ ଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆରଟିଏସ)ର ୧୯୮୨ ବ୍ୟାଚର ଅଧିକାରୀ ଶ୍ରୀ ପୂର୍ଣ୍ଣେନ୍ଦୁ ଏସ ମିଶ୍ର ରେଳ ବୋର୍ଡ ସଦସ୍ୟ ଟ୍ରାଫିକ (ଏମଟି) ଏବଂ ସରକାରଙ୍କ...
ଭାରତୀୟ ରେଳବାଇ ପକ୍ଷରୁ ପାରା ମେଡ଼ିକାଲ ଷ୍ଟାଫଙ୍କ ନିମନ୍ତେ ସବୁଠୁ ବଡ଼ ନିଯୁକ୍ତି ଅଭିଯାନ
- ପାରାମେଡ଼ିକାଲ ଷ୍ଟାଫଙ୍କ ବିଭିନ୍ନ ଶ୍ରେଣୀର ୧୯୨୩ଟି ପଦବୀ ଲାଗି ୧୯ ଜୁଲାଇ, ୨୦୧୯ ଠାରୁ କମ୍ପୁଟର ଆଧାରିତ ପରୀକ୍ଷା ଆୟୋଜନ କରାଯିବ
- ଆର୍ଥିକ ଦୃଷ୍ଟିରୁ ପଛୁଆ ପ୍ରାର୍ଥୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା
-...
ପୁନଃନିଯୁକ୍ତି ଦାବିକରି ଏମ୍ ସିଏସ୍ ସଂଯୋଜିକା ମହାସଂଘର ଧାରଣା ଓ ବିକ୍ଷୋଭ
ଭୁବନେଶ୍ୱର, ୧୮.୦୭ (ଓଡ଼ିଆ ପୁଅ) : ସାରା ଓଡ଼ିଶାରେ ବିଭିନ୍ନ ବାଳିକା ବିଦ୍ୟାଳୟରେ ଛାତ୍ରୀ ସଂଖ୍ୟା କମୁଥିବାରୁ ୨୦୦୩ ମସିହାରେ କେନ୍ଦ୍ର ସରକାର ମ୍ୟୁଚୁଆଲ୍ ଗ୍ରାଣ୍ଟ୍ ରେ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି କରିଥିଲେ। ୨୦୧୩...
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ନିମନ୍ତେ...
ଜଗତସିଂହପୁର-୧୮/୭ (ଓଡିଆ ପୁଅ/ନୃସିଂହ ଚରଣ ବାରିକ)- ଆଜି ପୂର୍ବାହ୍ନରେ ଜିଲ୍ଲ୍।ପାଳଙ୍କ ସଦ୍ ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲ୍।ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ନିମନ୍ତେ...
ତଫସିଲଭୁକ୍ତ ଜାତି ଓ ଉପଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ “ଓ” ଲେବଲ...
ଭୁବନେଶ୍ୱର ୧୯-୭ (ଓଡ଼ିଆ ପୁଅ) ବିଶ୍ୱସ୍ତରୀୟ ରୋଜଗାର ବଜାରରେ କମ୍ପୁଟର ପ୍ରୟୋଗ ର ବହୁଳ ବ୍ୟବହାର ଚାହିଦାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ...
ରାସ୍ତା ପ୍ରଶସ୍ତି କରଣ ପାଇଁ ଜବର ଦଖଲ ଉଚ୍ଛେଦକଲା ତହସିଲ ପ୍ରଶାସନ
ଖଇରା, ୧୭/୭/୨୦୧୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା) କୁପାରୀ-ଆଗରପଡା ରାସ୍ତା ପ୍ରଶସ୍ତିକରଣ ପାଇଁ ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧିନ ବର୍ତ୍ତନା ଆରଆଇ ବର୍ତ୍ତନା ବଜାରରେ ଦୀର୍ଘଦିନଧରି ବେଆଇନ ଭାବରେ ଦଖଲ କରିଆସୁଥିବା ଦୋକାନ...
ଧାନ ଜମିରେ ପାଣି ନାହିଁ ଚିନ୍ତାରେ ଚାଷୀ। କଟକ-ପାରାଦ୍ୱୀପ ରାଜରାସ୍ତା ଅବରୋଧ ପାଇଁ ଆନ୍ଦୋଳନର...
ଜଗତସିଂହପୁର, ୧୭ା୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) : କୃଷି ଓ କୃଷକ ମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଥିବା...
ନିୟମିତ ଖାଉଟି ସାମଗ୍ରୀ ମିଳୁ ନଥିବାରୁ ସାଧାରଣରେ ଅସନ୍ତୋଷ
ଜଗତସିଂହପୁର, ୧୭ା୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ରୋହିଆ ଗ୍ରାପଞ୍ଚାୟତର ସରକାରଙ୍କ ଖାଉଟି ସାମଗ୍ରୀ ଆଜକୁ ୩ମାସ ହେବ ପାଇନଥିବା ନେଇ ଅସନ୍ତୋଷ...
ଗୋରେଖନାଥ ଶିକ୍ଷାକେନ୍ଦ୍ରରେ କ୍ୟାରିଅର କାଉନସିଲିଙ୍ଗ
ଜଗତସିଂହପୁର, ୧୭ା୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) : ରଘୁନାଥପୁର ବ୍ଳକର ଛପଡ଼ା ପଂଚାୟତ ଅନ୍ତର୍ଗତ ଜଇପୁର ଛକ ରେ ଥିବା ଗୋରେଖନାଥ କମ୍ପୁଟର କେନ୍ଦ୍ରରେ ଆଜି ମେଧାବୀ ଛାତ୍ର...







