Home ଓଡ଼ିଶା ବିଶ୍ୱ ଭୂଷଣ ବାବୁଙ୍କୁ କଂଗ୍ରେସ ନେତା ଡ. ଜ୍ଞାନେନ୍ଦ୍ରଙ୍କ ଅଭିନନ୍ଦନ

ବିଶ୍ୱ ଭୂଷଣ ବାବୁଙ୍କୁ କଂଗ୍ରେସ ନେତା ଡ. ଜ୍ଞାନେନ୍ଦ୍ରଙ୍କ ଅଭିନନ୍ଦନ

102

ଭୁବନେଶ୍ୱର ୧୯.୭ (ଓଡ଼ିଆ ପୁଅ) – ବରିଷ୍ଠ ରାଜନେତା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅନ୍ୟତମ ପୃଷ୍ଠପୋଷକ ବିଶ୍ୱଭୁଷଣ ହରିଚନ୍ଦନଙ୍କ ଆନ୍ଧ୍ର ରାଜ୍ୟପାଳ ନିଯୁକ୍ତିରେ ଖୁସିବ୍ୟକ୍ତ କରିବାକୁ ଯାଇ ଆଜି ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର,

ଶ୍ରୀ ହରିଚନ୍ଦନଙ୍କୁ ତାଙ୍କ ନିଳକଣ୍ଠନଗର ବାସଭବନଠାରେ ସାକ୍ଷାତ କରି ଉତରୀୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅଭିନନ୍ଦନ ଜଣାଇବା ସହ, ଓଡିଶାର ଭାଷା, ସାହିତ୍ୟ, ଐତିହ୍ୟ ଓ ପରମ୍ପରାକୁ ଆନ୍ଧ୍ରରେ ରକ୍ଷା କରିବାରେ ସହାୟକ ହେବେ ବୋଲି ଆଲୋଚନା ସମୟରେ ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.