Bureau
ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ସ୍ମୋକିଂ ପାଇଁ ଟ୍ରୋଲ
ନୂଆଦିଲ୍ଲୀ, ୨୨/୭, (ଓଡିଆ ପୁଅ/ପଙ୍କଜିନୀ ନାୟକ) : ବଲିଉଡ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ନିଜର ଚମତ୍କାର ଅଭିନୟ ପାଇଁ ସେ ବଲିଉଡ୍ ଛଡ଼ା ହଲିଉଡ୍ ରେ ମଧ୍ୟ ବେଶ୍ ପରିଚିତ। ସୋସିଆଲ ମିଡ଼ିଆ...
ପୁନଃନିଯୁକ୍ତି ଦାବିକରି ଏମ୍ ସିଏସ୍ ସଂଯୋଜିକା ମହାସଂଘର ଧାରଣା ଓ ବିକ୍ଷୋଭ ଚତୁର୍ଥ ଦିନରେ
ଭୁବନେଶ୍ୱର, ୨୧.୦୭ (ଓଡ଼ିଆ ପୁଅ) : ସାରା ଓଡ଼ିଶାରେ ବିଭିନ୍ନ ବାଳିକା ବିଦ୍ୟାଳୟରେ ଛାତ୍ରୀ ସଂଖ୍ୟା କମୁଥିବାରୁ ୨୦୦୩ ମସିହାରେ କେନ୍ଦ୍ର ସରକାର ମ୍ୟୁଚୁଆଲ୍ ଗ୍ରାଣ୍ଟ୍ ରେ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି କରିଥିଲେ। ୨୦୧୩...
ସାଢେ ୪ କୋଟି ଓଡିଆଙ୍କ କଲ୍ୟାଣ ପାଇଁ ବିଜେପିକୁ ଆହୁରି ସୁଦୃଢ କରିବାକୁ ପଡିବ...
ସଦସ୍ୟତା ଅଭିଯାନରେ ସବୁ ବର୍ଗର ଲୋକଙ୍କୁ ଯୋଡିବାକୁ ବିଜେପି କାର୍ଯ୍ୟକର୍ତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
- ଦୃଢ ସଂଗଠନ ମାଧ୍ୟମରେ ଏହି ସମାଜକୁ ନିର୍ମାଣ କରାଯାଇପାରିବ
- ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ କରିବା ସଦସ୍ୟତା...
ଜନଅଦାଲତର ଗୁରୁତ୍ତ୍ୱକୁ ଉପଲବ୍ଧି କଲେଣି ଜନ ପ୍ରତିନିଧି
ଭୁବନେଶ୍ୱର ୨୧-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ପୁରାଣ କାଳରେ ରାଜାରାଜୁଡ଼ା ଶାସନରେ ରାଜା ଓ ମହାରାଜାମାନେ ଥିଲେ ତାଙ୍କ ପ୍ରଜାମାନଙ୍କର ହର୍ତ୍ତାକର୍ତ୍ତା ଓ ଦଇବ ବିଧାତା। ରାଜ ଦରବାରରେ ପ୍ରଜାମାନଙ୍କର ଆପତ୍ତି ଅଭିଯୋଗକୁ...
ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା : ପଢ଼ନ୍ତୁ କିଏ ହେଲେ ସାମିଲ୍
ମୁମ୍ବାଇ ୨୧-୭ (ଓଡ଼ିଆ ପୁଅ) : ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଆଜି ଭାରତୀୟ ଟିମ୍ର ଘୋଷଣା ହୋଇଛି। ବୋର୍ଡ ମୁମ୍ବାଇର ୱାଙ୍କେହେଡ଼େ ଷ୍ଟାଡ଼ିୟମରେ ଏକ ମିଟିଂରେ ମୁଖ୍ୟ ଚୟନକର୍ତା ଏମଏସକେ ପ୍ରସାଦ ଏବଂ...
ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଶ୍ରୀ ଆୱାର୍ଡସ୍ ର ଚତୁର୍ଥ ସଂସ୍କରଣ ଆୟୋଜିତ
(ଏକ ଅନନ୍ୟ ପୁରସ୍କାର ବିତରଣ ସମାରୋହ ଯେଉଁଠି ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ପୁରୁଷମାନଙ୍କୁ ସମ୍ମାନୀତ କରାଯାଇଥାଏ)
- ସମ୍ମାନୀତ ଅତିଥି ଲୋକସଭାର ମାନ୍ୟବର ସାଂସଦ ତଥା କିଟ୍ ଓ କିସ୍ ର...
ଏନ.ୟୁ.ଜେ.(ଆଇ) ଜଗତସିଂହପୁର ଜିଲ୍ଲା ଶାଖା ଗଠିତ
ଜଗତସିଂହପୁର ୨୦/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ)- ନ୍ୟାସନାଲ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଇଣ୍ଡିଆ)ର ଜଗତିସିଂହପୁର ଜିଲ୍ଲା ଶାଖା ଆଜି ଗଢା ଯାଇଛି। ଏନେଇ ଏକ ବୈଠକ ରାଜ୍ୟ ସମ୍ପାଦକ...
ପୁନଃନିଯୁକ୍ତି ଦାବିକରି ଏମ୍ ସିଏସ୍ ସଂଯୋଜିକା ମହାସଂଘର ଧାରଣା ଓ ବିକ୍ଷୋଭ ତୃତୀୟ ଦିନରେ
ଭୁବନେଶ୍ୱର, ୨୦.୦୭ (ଓଡ଼ିଆ ପୁଅ) ସାରା ଓଡ଼ିଶାରେ ବିଭିନ୍ନ ବାଳିକା ବିଦ୍ୟାଳୟରେ ଛାତ୍ରୀ ସଂଖ୍ୟା କମୁଥିବାରୁ ୨୦୦୩ ମସିହାରେ କେନ୍ଦ୍ର ସରକାର ମ୍ୟୁଚୁଆଲ୍ ଗ୍ରାଣ୍ଟ୍ ରେ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି କରିଥିଲେ। ୨୦୧୩ ମସିହା...
ଆନ୍ଧ୍ରର ନିବନିଯୁକ୍ତ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ବିଶ୍ୱଭୂଷଣ ବାବୁ ସବୁବେଳେ ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ଓ ସ୍ୱାଭିମାନର ପ୍ରତୀକ ଭାବରେ ସାଲିସବିହୀନ ସଂଗ୍ରାମ କରିଛନ୍ତି
ଭୁବନେଶ୍ୱର, ଜୁଲାଇ ୨୦ – (ଓଡ଼ିଆ ପୁଅ) ଓଡିଶା ବିଜେପିର ବରିଷ୍ଠ ନେତା...
ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷିତଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ
ଭୁବନେଶ୍ୱର ୨୦.୭ (ଓଡ଼ିଆ ପୁଅ) - ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀମତୀ ଶୀଲା ଦିକ୍ଷିତଙ୍କ ବିୟୋଗରେ ଓଡିଶା ପ୍ରଦେଶ କଂଗ୍ରେସ...
ବୃକ୍ଷରୋପଣ କାର୍ଯ୍ୟକ୍ରମ
କଟକ ୨୦/୭ (ଓଡ଼ିଆ ପୁଅ) - ଆଜି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ‘‘ସବଳ କଟକ ସଫଳ କଟକ’’ କାର୍ଯ୍ୟକ୍ରମ ପରିପେକ୍ଷୀରେ ‘‘ବୃକ୍ଷ ହିଁ ଜୀବନ’’ ଆଧାରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ...
ଶୀଲା ଦିକ୍ଷିତଙ୍କ ବିୟୋଗରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକସଭା
ଭୁବନେଶ୍ୱର ୨୦-୭ (ଓଡ଼ିଆ ପୁଅ) ବରିଷ୍ଠ କଂଗ୍ରେସ ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ବିୟୋଗରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା...
ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ
ଭୁବନେଶ୍ୱର ୨୦.୭ (ଓଡ଼ିଆ ପୁଅ) – ଉତ୍ତରପ୍ରଦେଶ ସୋନଭଦ୍ରା ହତ୍ୟାକାଣ୍ଡ ଘଟଣାରେ ପୀଡିତଙ୍କ ପରିବାରଙ୍କୁ ଭେଟିବାକୁ ଯାଉଥିବା ବେଳେ କଂଗ୍ରେସ ସାଧାରଣ ସଂପାଦିକା ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତରପ୍ରଦେଶର ବିଜେପି ସରକାର ଯେଉଁଭଳି...
ଗୋ ବଂଶ ମୃତ୍ୟୁ ଏବେ ଗୃହସ୍ଥଙ୍କ ପାଇଁ ଚିନ୍ତାର କାରଣ!
ରାଉରକେଲା ୨୧ ଜୁଲାଇ (ଓଡ଼ିଆ ପୁଅ/ସୁବୋଧ ନାୟକ): ଦକ୍ଷିଣ ରାଉରକେଲା ଅଂଚଳରେ ଗୋମାଂସ ଚାଲାଣ ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ, ଏବେ ଦୁର୍ଘଟଣାରେ ଅଧିକାଂଶ ଗାଈଗୋରୁଙ୍କ ଜୀବନ ଅକାଳରେ ଝଡୁଥିବା ନେଇ...
ଘରୋଇ ଟିଉସନ୍ ନିଶାରେ ଶିକ୍ଷକ- ଶିକ୍ଷୟତ୍ରୀ!
ରାଉରକେଲା ୨୧ ଜୁଲାଇ (ଓଡ଼ିଆ ପୁଅ/ସୁବୋଧ ନାୟକ): ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ, ଏହି ସ୍ଲୋଗାନକୁ ଆଧାକ କରି ପ୍ରତିବର୍ଷ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିକ୍ଷାର ମାନରେ ସୁଧାର ଆଣିବା...
କାର୍ଗିଲ ଯୁଦ୍ଧ ସ୍ମାରକୀରେ ସହିଦମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ନୂଆ ଦିଲ୍ଲୀ ୨୦ ଜୁଲାଇ (ଓଡ଼ିଆ ପୁଅ) ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଆଜି ଜାମ୍ମୁ ଓ କାଶ୍ମୀରର ଦ୍ରାସଠାରେ ଥିବା କାରଗିଲ ଯୁଦ୍ଧ ସ୍ମାରକୀ ଗସ୍ତ କରିଛନ୍ତି। ଐତିହାସିକ କାର୍ଗିଲ ଯୁଦ୍ଧ...
୨୯ କେଜି ଗଞ୍ଜେଇ ସହ ବୋଲେରୋ ମାକ୍ସ ପିକ୍ଅପ୍ ଜବତ ଦୁଇ ଚାଲାଣକାରୀ ଗିରଫ
ବାଲିଗୁଡା ୨୦ ଜୁଲାଇ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ୨୯ କେଜି ଗଞ୍ଜେଇ ସହ ବୋଲେରୋ ମାକ୍ସ ପିକ୍ଅପ୍ ଜବତ କରିଛି କ.ନୂଆଗାଁ ପୋଲିସ। ଘଟଣାରେ ଦୁଇଜଣ ଚାଲାଣକାରୀ ଗିରଫ କରିବାସହ ଚାଲାଣକାରୀଙ୍କଠାରୁ...
ବଦଳିଲେ ୬ଟି ରାଜ୍ୟର ରାଜ୍ୟପାଳ
୬ଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରାଯାଇଥିବା ଏକ ବିଜ୍ଞପ୍ତି ରାଷ୍ଟ୍ରପତି ଭବନରୁ ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ
୧- ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଭେବେ ନିଯୁକ୍ତି ମିଳିଛି।
୨- ଶ୍ରୀ...
ପୁଣି ଲଜ୍ଜା : ଅଷ୍ଟମ ଶ୍ରେଣୀ ଛାତ୍ରୀ ଚାରି ମାସର ଗର୍ଭବତୀ
ବାଲିଗୁଡା ୨୦-୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡାରେ ପୁଣି ଲଜ୍ଜା। କନ୍ଧମାଳ ଜିଲ୍ଲା ବେଲଘର ରାଙ୍ଗାପାରୁ ଆଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଚାରି ମାସର ଗର୍ଭବତୀଥିବା ଜଣାପଡିଛି। ମାସିକ ସ୍ବାସ୍ଥ୍ୟ ପରୀକ୍ଷାବେଳେ...
ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଜଗତସିଂହପୁର -୧୯/୭ (ଓଡିଆ ପୁଅ/ନୃସିଂହ ଚରଣ ବାରିକ)- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ ଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ...





