Home Authors Posts by Bureau

Bureau

17676 POSTS 0 COMMENTS

ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ‘ମେକ୍ ଇନ୍ ଓଡିଶା’ ବର୍ତମାନ ବୌଦ୍ଧରେ ବାସ୍ତବତାର ରୂପ ନେଉଛି

0
- ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୌଦ୍ଧରେ ଉଦ୍ ଘାଟିତ ହେଲା ରାଜ୍ୟର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ। - ବୌଦ୍ଧଜିଲ୍ଲାର ଆର୍ଥିକ ପ୍ରଗତି ଓ ଅଭିବୃଦ୍ଧିରେ ବୌଦ୍ଧ ଡିଷ୍ଟିଲାରୀ ପ୍ରମୁଖ ଭୂମିକା ଗ୍ରହଣ କରିବ। ଭୁବନେଶ୍ୱର ୮-୮...

ସମାଜସେବୀ ଶୈଳବାଳାଙ୍କ ଅନନ୍ୟ କାର୍ଯ୍ୟକ୍ରମ

0
ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସମାଜସେବୀ ଶୈଳବାଳା ଷଡଙ୍ଗୀ ବନ୍ଧୁତ୍ୱ ଦିବସ ଉପଲକ୍ଷେ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୈତିକ ଶିଶୁ ସେବାଶ୍ରମ ଠାରେ ଅନ୍ତେବାସୀଙ୍କୁ ଉତ୍ସାହିତ କରିବା ପାଇଁ ଖାତା,...

୩୭୦ ଧାରା ଉଛେଦକୁ ଦକ୍ଷିଣ ରାଉରକେଲା ନାଗରିକ ଫୋରମ ତରଫରୁ ଅଭିନନ୍ଦନ

0
ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ମୋଦି ସରକାର ନେଇଛନ୍ତି ଐତିହାସିକ ନିଷ୍ପତି। ଆଜି କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମିରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏହାକୁ ନେଇ ସାରାଦେଶରେ...

ଜମ୍ମୁ କାଶ୍ମିରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦକୁ ଆମ୍ ଆଦ୍ମୀ ପାର୍ଟିର ସମର୍ଥନ

0
ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଜମ୍ମୁ କାଶ୍ମିରରୁ ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟସଭାରେ ଅଣା ଯାଇଥିବା ପ୍ରସ୍ତାବକୁ ଆମ୍ ଆଦମୀ ପାର୍ଟି ସମର୍ଥନ...

ଗରିବ ଛାତ୍ରବୃତି ପାଇବାକୁ ୧୪ ଛାତ୍ରଛାତ୍ରୀ ମନୋନୀତ

0
ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଦକ୍ଷିଣ ରାଉରକେଲା ଅଂଚଳର ଜଲଦା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ରାଂଟୋ ବିରକେରା ପରୀକ୍ଷା କେନ୍ଦ୍ରରେ ତୃତୀୟ ଶ୍ରେଣୀ ବୃତି ପରୀକ୍ଷା...

ସୁଷମା ସ୍ୱରାଜଙ୍କ ବିୟୋଗରେ ଇସ୍ପାତ ସହରରେ ଶୋକ

0
ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଉଦୟୀମାନ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ୬୭ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ ନିଧନରେ...

ପୁରୀ ଜିଲ୍ଲାର ଲୋକଙ୍କ ସମସ୍ୟା ନେଇ ପ୍ରତି ମାସର ପ୍ରଥମ ସପ୍ତାହରେ ଜିଲ୍ଲା ପ୍ରଶାସନକୁ...

0
ଭୁବନେଶ୍ୱର ତା ୭.୮ (ଓଡ଼ିଆ ପୁଅ) - ଗତ ୬ ତାରିଖ ଦିନ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ...

୪ ସଟ୍ଟାବେପାରୀ ଗିରଫ, ୪ ଲକ୍ଷ ଜବତ

0
ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆଜି ରାଉରକେଲା ପୁଲିସ ହାତରେ ଧରାପଡ଼ିଛନ୍ତି ୪ କୁଖ୍ୟାତ ସଟ୍ଟାବେପାରୀ। ରାଉରକେଲା ଏସପି ଡ. ସାର୍ଥକ ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସର ଗୁଇନ୍ଦା ବିଭାଗର ସ୍ପେଶାଲସ୍ମାର୍ଡ...

ବୁର୍ଲା ଭିମସାରରେ ରକ୍ତଭଣ୍ଡାରରେ ସିଏମଇ କାର୍ଯ୍ୟକ୍ରମ

0
ସମ୍ବଲପୁର, ୭।୦୮(ଓଡ଼ିଆ ପୁଅ) -ବୁର୍ଲା ମେଡ଼ିକାଲ ଟ୍ରାନ୍ସଫ୍ୟୁଜନ ମେଡ଼ିସିନ ବିଭାଗ ଦ୍ୱାରା ରକ୍ତ ସୁରକ୍ଷା ଏବଂ ଟିଟିଆଇ(ଟ୍ରାନ୍ସମିଟେଡ଼ ଟ୍ରାନ୍ସଫ୍ୟୁଜନ ଓନଫେକ୍ସନ) ସ୍କ୍ରିନିଙ୍ଗ ମୋଡ଼ାଲିଟି ଏକ ସିଏମଇ କାର୍ଯ୍ୟକ୍ରମ ରକ୍ତଭଣ୍ଡାରେ ଅନୁଷ୍ଠିତ ହୋଇଯାଇଛି। ଏହି...

ଗ୍ରାହକଙ୍କ ପାଇଁ ଫ୍ଲିପକାର୍ଟ ଆଣିଲା ଦମଦାର ଅଫର

0
ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଆମାଜନର ଫ୍ରିଡମ ସେଲକୁ ଟକ୍କର ଦେବା ପାଇଁ ଫ୍ଲିପକାର୍ଟ ମଧ୍ୟ ନ୍ୟାସନାଲ ସପିଂ ଡେଜ୍‌ ସେଲ ନେଇ ଆସିଛି। ସ୍ୱାଧୀନତା ଦିବସ ଅବସରରେ ଫ୍ଲିପକାର୍ଟ ଏହି ସେଲ ନେଇ...

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

0
ନୂଆ ଦିଲ୍ଲୀ ୭-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ତାଙ୍କ ବିୟୋଗରେ...

ଆନ୍ତର୍ଜାତିକ ବଜାରରେ ବଢ଼ିବ ଓଡ଼ିଶା ହସ୍ତତନ୍ତର ଚାହିଦା – ବୁଣାକାରମାନଙ୍କ ପାରିଶ୍ରମିକ ବୃଦ୍ଧିକରିବା ପାଇଁ...

0
- ଭୁବନେଶ୍ୱରରେ ପଂଚମ ଜାତୀୟ ହସ୍ତତନ୍ତ ଦିବସ - ଚତୁର୍ଥ ସର୍ବଭାରତୀୟ ହସ୍ତତନ୍ତ ଜନଗଣନା ରିପୋର୍ଟ ଉନ୍ମୋଚିତ ଭୁବନେଶ୍ୱର ୮-୮ (ଓଡ଼ିଆ ପୁଅ) ଓଡ଼ିଶା ବୁଣାକାରମାନେ ହସ୍ତତନ୍ତର ମହାନ ଓ ସୁନ୍ଦର କଳାକୁ ସଂରକ୍ଷିତ କରି...

ଜୟଶଙ୍କରଙ୍କ ବିଦେଶ ଗସ୍ତ ପୂର୍ବରୁ ଏହି ପ୍ରତିକ୍ରିୟା ରଖିଲା ଭାରତ

0
ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): କଶ୍ମୀର ପ୍ରସଙ୍ଗରେ ଚୀନ୍‌ ଅଯଥା ମନ୍ତବ୍ୟ ଦେବା ବନ୍ଦ କରୁ ।ଜମ୍ମୁକଶ୍ମୀର ବିଲ୍‌ ପୁନଃଗଠନ ବିଲ୍‌ ଜରିଆରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଗଠନ ଭାରତର ଆଭ୍ୟନ୍ତରୀଣ...

ମାଙ୍କଡ ବି ପଢୁଛି ପାଠ !

0
ଆନ୍ଧ୍ରପ୍ରଦେଶ,୦୮/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜ୍ଞା ହଁ, ମାଙ୍କଡ ବି ପଢୁଛି ପାଠ । ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ନିଶ୍ଚୟ ।  ଯେତେବେଳେ କଥା ସର୍ବ ଶିକ୍ଷାର ହେଉଛି ତେବେ...

ସ୍ବାଧୀନତା ଦିବସ ପାଇଁ ସବୁ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି

0
ନୂଆଦିଲ୍ଲୀ,୦୮/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ବିମାନରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଦେଶର ସମସ୍ତ ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା କଠୋର କରିବାକୁ କେନ୍ଦ୍ର ସରକାର...

କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ

0
କେନ୍ଦୁଝର,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଘାଟିରେ ଦନ୍ତା ହାତୀ ଆତଙ୍କ। ଦୀର୍ଘ ଘଣ୍ଟା ଧରି ରାସ୍ତା ଉପରେ ବୁଲିଲା ଗଜରାଜ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ କୁଆଝରଣି ଘାଟିରେ ଦନ୍ତା ଆତଙ୍କ। ହାତୀଟି ଜଙ୍ଗଲରୁ...

ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି ୭୦ ହଜାର ସାପ

0
କାନାଡା,୦୮/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ପ୍ରତିବର୍ଷ ପାଖାପାଖି ୭୦ହଜାର ସାପ କାନାଡାର ମୋନିଟୋବାର ଏକ ଅଞ୍ଚଳରେ ଏକାଠି ହୋଇଥାନ୍ତି । ଏହି ସାପ ଏଠାରେ ଏଥିପାଇଁ ଏକାଠି ହୋଇଥାନ୍ତି କାରଣ ସେମାନେ ଯେପରି...

ଆସୁଛି ଭାଇ ଭଉଣୀଙ୍କ ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା

0
ଭୁବନେଶ୍ଵର,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଖୁବ୍ ଶୀଘ୍ର ଆସୁଛି ଭାଇ ଭଉଣୀର ପବତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ଆସନ୍ତା ୧୫ ଅଗଷ୍ଟ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବେ। ସବୁ ଭଉଣୀମାନେ...

ହିନ୍ଦୁକୁଶ କ୍ଷେତ୍ରରେ ଭୂମିକମ୍ପ : ଦିଲ୍ଲୀ ପର୍ଯ୍ୟନ୍ତ ଝଟକା

0
ନୂଆ ଦିଲ୍ଲୀ ୮-୮ (ଓଡ଼ିଆ ପୁଅ) ହିନ୍ଦୁକୁଶ କ୍ଷେତ୍ରରେ ଗୁରୁବାରଦିନ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟନର ସ୍କେଲରେ ୫.୯ ମପାଯାଇଥିଲା। ହିନ୍ଦୁକୁଶ କ୍ଷେତ୍ରରେ ଗୁରୁବାର ସକାଳ ୬:୧୫ରେ ଆସିଥିବା...

କାହିଁକି ଝିଅର ନାଁ ଏପରି ରଖିଥିଲେ ସୁଷମା ?

0
ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଉ ନାହାନ୍ତି ସୁଷମା ।  ହେଲେ କୃଷ୍ଣ ପ୍ରେମୀ ଥିଲେ ସୁଷମା ସ୍ୱରାଜ। ସେ ଭଗବାନ କୃଷ୍ଣଙ୍କର ବହୁତ ବଡ ଭକ୍ତ ଥିଲେ। ତାଙ୍କର ଭଗବାନ କ୍ରୁଷ୍ଣଙ୍କ...