Bureau
୩୭୦ ଧାରା ଉଛେଦକୁ ଦକ୍ଷିଣ ରାଉରକେଲା ନାଗରିକ ଫୋରମ ତରଫରୁ ଅଭିନନ୍ଦନ
ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ମୋଦି ସରକାର ନେଇଛନ୍ତି ଐତିହାସିକ ନିଷ୍ପତି। ଆଜି କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମିରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏହାକୁ ନେଇ ସାରାଦେଶରେ...
ଜମ୍ମୁ କାଶ୍ମିରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦକୁ ଆମ୍ ଆଦ୍ମୀ ପାର୍ଟିର ସମର୍ଥନ
ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଜମ୍ମୁ କାଶ୍ମିରରୁ ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟସଭାରେ ଅଣା ଯାଇଥିବା ପ୍ରସ୍ତାବକୁ ଆମ୍ ଆଦମୀ ପାର୍ଟି ସମର୍ଥନ...
ଗରିବ ଛାତ୍ରବୃତି ପାଇବାକୁ ୧୪ ଛାତ୍ରଛାତ୍ରୀ ମନୋନୀତ
ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଦକ୍ଷିଣ ରାଉରକେଲା ଅଂଚଳର ଜଲଦା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ରାଂଟୋ ବିରକେରା ପରୀକ୍ଷା କେନ୍ଦ୍ରରେ ତୃତୀୟ ଶ୍ରେଣୀ ବୃତି ପରୀକ୍ଷା...
ସୁଷମା ସ୍ୱରାଜଙ୍କ ବିୟୋଗରେ ଇସ୍ପାତ ସହରରେ ଶୋକ
ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଉଦୟୀମାନ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ୬୭ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ ନିଧନରେ...
ପୁରୀ ଜିଲ୍ଲାର ଲୋକଙ୍କ ସମସ୍ୟା ନେଇ ପ୍ରତି ମାସର ପ୍ରଥମ ସପ୍ତାହରେ ଜିଲ୍ଲା ପ୍ରଶାସନକୁ...
ଭୁବନେଶ୍ୱର ତା ୭.୮ (ଓଡ଼ିଆ ପୁଅ) - ଗତ ୬ ତାରିଖ ଦିନ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ...
୪ ସଟ୍ଟାବେପାରୀ ଗିରଫ, ୪ ଲକ୍ଷ ଜବତ
ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆଜି ରାଉରକେଲା ପୁଲିସ ହାତରେ ଧରାପଡ଼ିଛନ୍ତି ୪ କୁଖ୍ୟାତ ସଟ୍ଟାବେପାରୀ। ରାଉରକେଲା ଏସପି ଡ. ସାର୍ଥକ ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସର ଗୁଇନ୍ଦା ବିଭାଗର ସ୍ପେଶାଲସ୍ମାର୍ଡ...
ବୁର୍ଲା ଭିମସାରରେ ରକ୍ତଭଣ୍ଡାରରେ ସିଏମଇ କାର୍ଯ୍ୟକ୍ରମ
ସମ୍ବଲପୁର, ୭।୦୮(ଓଡ଼ିଆ ପୁଅ) -ବୁର୍ଲା ମେଡ଼ିକାଲ ଟ୍ରାନ୍ସଫ୍ୟୁଜନ ମେଡ଼ିସିନ ବିଭାଗ ଦ୍ୱାରା ରକ୍ତ ସୁରକ୍ଷା ଏବଂ ଟିଟିଆଇ(ଟ୍ରାନ୍ସମିଟେଡ଼ ଟ୍ରାନ୍ସଫ୍ୟୁଜନ ଓନଫେକ୍ସନ) ସ୍କ୍ରିନିଙ୍ଗ ମୋଡ଼ାଲିଟି ଏକ ସିଏମଇ କାର୍ଯ୍ୟକ୍ରମ ରକ୍ତଭଣ୍ଡାରେ ଅନୁଷ୍ଠିତ ହୋଇଯାଇଛି। ଏହି...
ଗ୍ରାହକଙ୍କ ପାଇଁ ଫ୍ଲିପକାର୍ଟ ଆଣିଲା ଦମଦାର ଅଫର
ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଆମାଜନର ଫ୍ରିଡମ ସେଲକୁ ଟକ୍କର ଦେବା ପାଇଁ ଫ୍ଲିପକାର୍ଟ ମଧ୍ୟ ନ୍ୟାସନାଲ ସପିଂ ଡେଜ୍ ସେଲ ନେଇ ଆସିଛି। ସ୍ୱାଧୀନତା ଦିବସ ଅବସରରେ ଫ୍ଲିପକାର୍ଟ ଏହି ସେଲ ନେଇ...
ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ନୂଆ ଦିଲ୍ଲୀ ୭-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।
ତାଙ୍କ ବିୟୋଗରେ...
ଆନ୍ତର୍ଜାତିକ ବଜାରରେ ବଢ଼ିବ ଓଡ଼ିଶା ହସ୍ତତନ୍ତର ଚାହିଦା – ବୁଣାକାରମାନଙ୍କ ପାରିଶ୍ରମିକ ବୃଦ୍ଧିକରିବା ପାଇଁ...
- ଭୁବନେଶ୍ୱରରେ ପଂଚମ ଜାତୀୟ ହସ୍ତତନ୍ତ ଦିବସ
- ଚତୁର୍ଥ ସର୍ବଭାରତୀୟ ହସ୍ତତନ୍ତ ଜନଗଣନା ରିପୋର୍ଟ ଉନ୍ମୋଚିତ
ଭୁବନେଶ୍ୱର ୮-୮ (ଓଡ଼ିଆ ପୁଅ) ଓଡ଼ିଶା ବୁଣାକାରମାନେ ହସ୍ତତନ୍ତର ମହାନ ଓ ସୁନ୍ଦର କଳାକୁ ସଂରକ୍ଷିତ କରି...
ଜୟଶଙ୍କରଙ୍କ ବିଦେଶ ଗସ୍ତ ପୂର୍ବରୁ ଏହି ପ୍ରତିକ୍ରିୟା ରଖିଲା ଭାରତ
ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): କଶ୍ମୀର ପ୍ରସଙ୍ଗରେ ଚୀନ୍ ଅଯଥା ମନ୍ତବ୍ୟ ଦେବା ବନ୍ଦ କରୁ ।ଜମ୍ମୁକଶ୍ମୀର ବିଲ୍ ପୁନଃଗଠନ ବିଲ୍ ଜରିଆରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଗଠନ ଭାରତର ଆଭ୍ୟନ୍ତରୀଣ...
ମାଙ୍କଡ ବି ପଢୁଛି ପାଠ !
ଆନ୍ଧ୍ରପ୍ରଦେଶ,୦୮/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜ୍ଞା ହଁ, ମାଙ୍କଡ ବି ପଢୁଛି ପାଠ । ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ନିଶ୍ଚୟ । ଯେତେବେଳେ କଥା ସର୍ବ ଶିକ୍ଷାର ହେଉଛି ତେବେ...
ସ୍ବାଧୀନତା ଦିବସ ପାଇଁ ସବୁ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି
ନୂଆଦିଲ୍ଲୀ,୦୮/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ବିମାନରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଦେଶର ସମସ୍ତ ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା କଠୋର କରିବାକୁ କେନ୍ଦ୍ର ସରକାର...
କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ
କେନ୍ଦୁଝର,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଘାଟିରେ ଦନ୍ତା ହାତୀ ଆତଙ୍କ। ଦୀର୍ଘ ଘଣ୍ଟା ଧରି ରାସ୍ତା ଉପରେ ବୁଲିଲା ଗଜରାଜ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ କୁଆଝରଣି ଘାଟିରେ ଦନ୍ତା ଆତଙ୍କ। ହାତୀଟି ଜଙ୍ଗଲରୁ...
ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି ୭୦ ହଜାର ସାପ
କାନାଡା,୦୮/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ପ୍ରତିବର୍ଷ ପାଖାପାଖି ୭୦ହଜାର ସାପ କାନାଡାର ମୋନିଟୋବାର ଏକ ଅଞ୍ଚଳରେ ଏକାଠି ହୋଇଥାନ୍ତି । ଏହି ସାପ ଏଠାରେ ଏଥିପାଇଁ ଏକାଠି ହୋଇଥାନ୍ତି କାରଣ ସେମାନେ ଯେପରି...
ଆସୁଛି ଭାଇ ଭଉଣୀଙ୍କ ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା
ଭୁବନେଶ୍ଵର,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଖୁବ୍ ଶୀଘ୍ର ଆସୁଛି ଭାଇ ଭଉଣୀର ପବତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ଆସନ୍ତା ୧୫ ଅଗଷ୍ଟ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବେ। ସବୁ ଭଉଣୀମାନେ...
ହିନ୍ଦୁକୁଶ କ୍ଷେତ୍ରରେ ଭୂମିକମ୍ପ : ଦିଲ୍ଲୀ ପର୍ଯ୍ୟନ୍ତ ଝଟକା
ନୂଆ ଦିଲ୍ଲୀ ୮-୮ (ଓଡ଼ିଆ ପୁଅ) ହିନ୍ଦୁକୁଶ କ୍ଷେତ୍ରରେ ଗୁରୁବାରଦିନ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟନର ସ୍କେଲରେ ୫.୯ ମପାଯାଇଥିଲା। ହିନ୍ଦୁକୁଶ କ୍ଷେତ୍ରରେ ଗୁରୁବାର ସକାଳ ୬:୧୫ରେ ଆସିଥିବା...
କାହିଁକି ଝିଅର ନାଁ ଏପରି ରଖିଥିଲେ ସୁଷମା ?
ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଉ ନାହାନ୍ତି ସୁଷମା । ହେଲେ କୃଷ୍ଣ ପ୍ରେମୀ ଥିଲେ ସୁଷମା ସ୍ୱରାଜ। ସେ ଭଗବାନ କୃଷ୍ଣଙ୍କର ବହୁତ ବଡ ଭକ୍ତ ଥିଲେ। ତାଙ୍କର ଭଗବାନ କ୍ରୁଷ୍ଣଙ୍କ...
ପ୍ରବଳ ବର୍ଷା ଯୋଗୁଁ ଫସିଲେ ୪ ଜଣ
ଗଞ୍ଜାମ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଜଳଭଣ୍ଡାର ମଝିରେ ବିତିଲା ୮ଘଣ୍ଟା। ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଲଘାଟି ଜଳଭଣ୍ଡାରରେ ଫଶିଯାଇଥିବା ୪ଜଣଙ୍କୁ ଉଦ୍ଧାର କରିଛି ପାତ୍ରପୁର ଦମକଳ ବାହିନୀ।
ଏଲଗଲ ଓ...
ଶତ ପ୍ରତିଶତ ଋଣ ଫେରାଇବେ ମାଲ୍ୟା
ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ମଦ ବ୍ୟବସାୟୀ ବିଜୟ ମାଲ୍ୟା ପୁଣି ଥରେ ଟ୍ବିଟ୍ କରି ଭାରତର ସରକାରୀ ବ୍ୟାଙ୍କଠାରୁ ନେଇଥିବା ଋଣ ୧୦୦ ପ୍ରତିଶତ ଫେରାଇବାର ପ୍ରସ୍ତାବ ଦେଇଥିବା ଜଣାପଡିଛି। କିଙ୍ଗଫିସର ଏୟାରଲାଇନ୍ସର...






