Home Authors Posts by Bureau

Bureau

17674 POSTS 0 COMMENTS

ପରଲୋକରେ ଅରୁଣ ଜେଟଲୀ

0
ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପର ଲୋକରେ ପୁର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ। ଅରୁଣ ସଫ୍ଟ ଟସୁ କ୍ୟାନସର ରୋଗରେ ପୀଡିତ ହୋଇଥିଲେ। ଏଥିପାଇଁ ପୁର୍ବରୁ ସେ ନ୍ୟୁୟର୍କରେ...

ଯବାନଙ୍କ ଗୁଳିରେ ୫ ମାଓବାଦୀ ନିହତ

0
ମାଲକାନଗିରି,୨୪/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଛତିଶଗଡ଼ରେ ନକ୍ସଲ- ଯବାନ ମଧ୍ୟରେ ଗୁଳିବିନିମୟ। ଯବାନଙ୍କ ଏନକାଉଣ୍ଟରରେ ୫ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଅଞ୍ଚଳରେ ଗୁଳିବିନିମୟ ହୋଇଛି। ଏଥିରେ ଡିଷ୍ଟ୍ରିକ୍ଟ ରିଜର୍ଭ...

ବରଗଡ଼ ଏସପି ହେଲେ ପଦ୍ମିନୀ ସାହୁ

0
ବରଗଡ଼,୨୪/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ବରଗଡ଼ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ଯୁବ ଆଇପିଏସ୍‌ ପଦ୍ମିନୀ ସାହୁ । ଏସପି ମୁକେଶ କୁମାର ଭାମୋଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି...

କମ ଦାମରେ ନିଅନ୍ତୁ ଏହି ଫୋନ

0
ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ ପି ନାୟକ): ସାମସଙ୍ଗ୍ ନିଜର ଦୁଇଟି ଲୋକପ୍ରିୟ ସ୍ମାର୍ଟଫୋନ Galaxy M20 ଏବଂ ଗାଲାକ୍ସୀ M30 ଦାମରେ ରିହାତି ଦେଉଛି। ଏହି ଦୁଇଟି ସ୍ମାର୍ଟଫୋନକୁ ସାମସଙ୍ଗ ଅନଲାଇନ ଷ୍ଟୋର ଏବଂ...

ଶିଶୁକନ୍ୟା ଜନ୍ମ ଦେବାରୁ ମହିଳାଙ୍କୁ ତିନି ତଲାକ

0
ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ ପି ନାଏକ): ସାମ୍ନାକୁ ଆସିଲା ତିନି ତଲାକ ମାମଲା । ଜଣେ ମହିଳା ଶିଶୁକନ୍ୟା ଜନ୍ମ କରିଥିବାରୁ ତାଙ୍କୁ ସ୍ୱାମୀ ତିନି ତଲାକ ଦେଇଛନ୍ତି ।  ଦେଶରେ ତିନି ତଲାକ...

ମହାରାଷ୍ଟ୍ରରେ କୋଠା ଭୂଷୁଡି ୨ ମୃତ,୫ ଆହତ

0
ମହାରାଷ୍ଟ୍ର,୨୪/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): କୋଠା ଭୁଶୁଡ଼ି ଦୁଇ ମୃତ । ଏଭଳି ଦୁର୍ଘଟଣା ଘଟିଛି ମହାରାଷ୍ଟ୍ରର ମୁମ୍ବାଇ ନିକଟବର୍ତ୍ତୀ ଭିଓ୍ଵାଣ୍ଡି ସହରର ଶାନ୍ତିନଗରଠାରେ । ସୂଚନାନୁସାରେ, ଶନିବାର ପ୍ରତ୍ୟୁଷରେ ମହାରାଷ୍ଟ୍ରର ମୁମ୍ବାଇ...

ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମହିଳା

0
ମୁମ୍ବାଇ,୨୪/୦୮,(ଓଡ଼ିଆ ପୁଅ ପି ନାୟକ): ବଲିଉଡରେ ଅଭିନେତାମାନେ ଅନେକ ଦିନ ରାଜ କରୁଛନ୍ତି। କିନ୍ତୁ ଏହି ଷ୍ଟାର ଅଭିନେତାଙ୍କ ସଫଳତା ପଛରେ ରହିଥିବା ଲେଡି ଦବଙ୍ଗମାନଙ୍କର ଇଣ୍ଡଷ୍ଟ୍ରୀରେ କମ୍‌ ଅବଦାନ ରହିଛି। ଏମାନେ...

ନଜର ଆସିଲା ମାଓ ପୋଷ୍ଟର

0
ରାୟଗଡ଼ା,୨୪/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଟିକୋଣା ଗାଁରେ ମାଓପୋଷ୍ଟର। ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଲାଗିଛି ପୋଷ୍ଟର । ପୋଷ୍ଟରରେ ମାୟାବାଲି ଗାଁର ସିତୁନ ସିକ୍‌କାକୁ ତୁରନ୍ତ...

ନୂଆ ଦାୟିତ୍ବ ନେଲେ ହିଂମାଶୁ ଲାଲ

0
ଭୁବନେଶ୍ଵର,୨୪/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ନେଲେ ହିମାଂଶୁ ଲାଲ୍‌। ସେ ସତ୍ୟବ୍ରତ ଭୋଇଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ହିମାଂଶୁ ଲାଲ୍‌ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ...

ଆଜିଠୁ ରାଜ୍ୟରେ ବର୍ଷା

0
ଭୁବନେଶ୍ଵର,୨୪/୦୮,(ଓଡ଼ିଆ ପୁଅ / ପି ନାଏକ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ...

ଆଜି ଜମ୍ମୁ ଗସ୍ତ କରିବେ ରାହୁଲ ଗାନ୍ଧୀ

0
ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଜି ଜମ୍ମୁ କଶ୍ମୀର ଗସ୍ତ କରିବେ ରାହୁଲ ଗାନ୍ଧି ଓ ଅନ୍ୟ ବିରୋଧୀ ଦଳର ୯ ନେତା। କଂଗ୍ରେସ ସହ, ସିପିଏମ୍, ସିପିଆଇ, ଆରଜେଡି, ଏନସିପି, ଟିଏମସି...

ଏବେ ରେଳ ଟିକେଟରେ ସ୍ଥାନ ପାଇବ ଓଡ଼ିଆ ଭାଷା

0
ଭୁବନେଶ୍ଵର,୨୪/୦୮,(ଓଡ଼ିଆ ପୁଅ /ପି ନାଏକ): ପ୍ରଥମ ଥର ପାଇଁ ରେଳ ଟିକଟ୍‌ରେ ସ୍ଥାନ ପାଇବ ଓଡ଼ିଆ ଭାଷା । ଆଜିଠାରୁ ବିଧିବଦ୍ଧ ଭାବେ ରାଜ୍ୟର ୩୧୭ଟି ରେଳ ଷ୍ଟେସନରେ ଓଡ଼ିଆ ଭାଷାରେ ଲେଖା...

ଦଶହରା ପାଇଁ ମାଟି ଉଠା ପର୍ବ ଆରମ୍ଭ

0
ଭୁବନେଶ୍ଵର,୨୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ପବିତ୍ର ଦଶହରା ପାଇଁ ଆରମ୍ଭ ହେଲା ମାଟି ଉଠା ପର୍ବ । ପବିତ୍ର ଜନ୍ମାଷ୍ଟମୀରେ ସିଲଭର ସିଟି କଟକରେ ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ମହାନଦୀ...

ଆମର ଧ୍ୟେୟ କାର୍ଯ୍ୟରେ ରୂପାନ୍ତରିତ ହେବା ଆବଶ୍ୟକ: ଆରଏସପିର ସିଇଓ

0
ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : “ସୁରକ୍ଷା ସନ୍ଦର୍ଭରେ ଆମର ଧ୍ୟେୟ କାର୍ଯ୍ୟରେ ରୂପାନ୍ତରିତ ହେବା ଆବଶ୍ୟକ। ଆସନ୍ତୁ ଏକ ଶପଥ ନେବା ଯେ, ମୁଁ କୌଣସି ଅସୁରକ୍ଷିତ କାର୍ଯ୍ୟ କରିବି...

ରାଉରକେଲାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ

0
ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲା ସ୍ଥିତ ରାଉରକେଲା ପୂଜ୍ୟପୂଜା ପରିଷଦ ପକ୍ଷରୁ ବାଲିଯୋଡି ଛକ ସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତି ପରିସରରେ “ବିଶ୍ୱ ବରିଷ୍ଠ ନାଗରିକ ଦିବସ” ପାଳିତ...

ନିର୍ମଳ ମାର୍କେଟର ପ୍ରକୃତ ନାମ ନିର୍ମଳ ମୁଣ୍ଡା ମାର୍କେଟ!

0
ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ୧୯୮୨ ମସିହାରେ ପୈାରପାଳିକା ତରଫରୁ ସହରର ବ୍ୟବସାୟୀକ ପେଣ୍ଠସ୍ଥଳୀଭାବେ ପରିଚିତ ପାୱାରହାଉସ ରୋଡର ଏକ ପାଶ୍ୱରେ ନିର୍ମଳ ମୁଣ୍ଡା ମାର୍କେଟ ସ୍ଥାପିତ ହୋଇଥିଲା। ସେତେବେଳେ...

ଜନ୍ମାଷ୍ଟମୀରେ ରାଉରକେଲା କୃଷ୍ଣମୟ

0
ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆଜି ନନ୍ଦଲାଲ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ। ଏହାକୁ ନେଇ ଉତ୍ସବ ମୁଖର ହୋଇ ପଡ଼ିଛି ସାରା ରାଜ୍ୟ। ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ,...

ତାଳଚେର-ବିମଳାଗଡ ରେଳପଥ ସଂଗ୍ରାମ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

0
ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ତାଳଚେର-ବିମଳାଗଡ ରେଳପଥ ସଂଗ୍ରାମ ସମିତିର ନିଷ୍ପତ୍ତି ଅନୁଯାୟୀ ଗତକାଲି ଅନୁଷ୍ଠିତ ସଭା, ଶୋଭାଯାତ୍ରା ଓ ଧାରଣା ପରେ, ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର,...

କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

0
ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ନବକୃଷ୍ଣନଗରସ୍ଥିତ ସୋନାପର୍ବତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରତିଭା କୁମାରୀ ମହାପାତ୍ରଙ୍କ ସଭାପତିତ୍ୱରେ ଆଜି ବିଦ୍ୟାଳୟର କର୍ମଚାରୀ ଉମାକାନ୍ତ ସାମଲଙ୍କୁ ବିଦ୍ୟାଳୟ ପରିସରରେ ଏକ...

ସଂସ୍କୃତ ଦିବସ ସମାରୋହ ସାମିଲ ହେଲେ ଛାତ୍ରଛାତ୍ରୀ

0
ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସାରନଗରୀସ୍ଥିତ ଆଦର୍ଶ ବିଦ୍ୟା ମନ୍ଦିରରେ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ଡ଼ାକ୍ତର ଫକୀର ଚରଣ ହୋତା ଯୋଗ ଦେଇ ଆନୁଷ୍ଠାନିକ...