Home ଓଡ଼ିଶା ଏବେ ରେଳ ଟିକେଟରେ ସ୍ଥାନ ପାଇବ ଓଡ଼ିଆ ଭାଷା

ଏବେ ରେଳ ଟିକେଟରେ ସ୍ଥାନ ପାଇବ ଓଡ଼ିଆ ଭାଷା

454

ଭୁବନେଶ୍ଵର,୨୪/୦୮,(ଓଡ଼ିଆ ପୁଅ /ପି ନାଏକ): ପ୍ରଥମ ଥର ପାଇଁ ରେଳ ଟିକଟ୍‌ରେ ସ୍ଥାନ ପାଇବ ଓଡ଼ିଆ ଭାଷା । ଆଜିଠାରୁ ବିଧିବଦ୍ଧ ଭାବେ ରାଜ୍ୟର ୩୧୭ଟି ରେଳ ଷ୍ଟେସନରେ ଓଡ଼ିଆ ଭାଷାରେ ଲେଖା ହୋଇଥିବା ଟିକଟ୍‌ ମିଳିବ । ଇଂରାଜୀ ଓ ହିନ୍ଦି ସହିତ ଓଡ଼ିଆ ଭାଷାରେ ଟ୍ରେନ୍‌ ଛାଡିବା ଓ ଟ୍ରେନ୍‌ ରହିବା ସ୍ଥାନ ଉଲ୍ଲେଖ ରହିବ । ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟିକଟ୍‌ର ଶୁଭାରମ୍ଭ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏପ୍ରିଏ ୧ ତାରିଖ ଉତ୍କଳ ଦିବସରୁ ଏହି ଟକେଟ୍‌ ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା । ହେଲେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଆରମ୍ଭ ହୋଇପାରିନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.