Home Authors Posts by Bureau

Bureau

17674 POSTS 0 COMMENTS

କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ୨ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ : ରାଜକୋଷରୁ...

0
ଭୁବନେଶ୍ୱର, ୨୫/୦୮ (ଓଡ଼ିଆ ପୁଅ) : ଶାସକ ବିଜେଡି ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନା କରି ବେଆଇନ ଭାବେ ଅର୍ଥ ବାଂଟିଥିଲା। କେବଳ ନିର୍ବାଚନୀ ବୈତରଣୀ ପାର ହେବା ଥିଲା ଏହି...

ସମ୍ବଲପୁରୀ ଉପନ୍ୟାସ ‘ହଜହଜିଆର୍ ଦୁଇଭାଗ’ ଉନ୍ମୋଚିତ

0
ସମ୍ବଲପୁର, ୨୫/୮ - (ଓଡ଼ିଆ ପୁଅ) ମା-ମାଟି-ମାତୃଭାଷା ସର୍ବୋପରି ଅଟେ। ମାତୃଭାଷା ପ୍ରତି ଆମ ସମସ୍ତଙ୍କର ଦାୟିତ୍ୱବୋଧ ରହିବା ଆବଶ୍ୟକ ଏବଂ ତା’ର ପ୍ରତିଫଳନ ରହିଛି ମଧ୍ୟ। ତେଣୁକରି ସମ୍ବଲପୁରୀ ଭାଷାରେ ସଙ୍ଗୀତ...

ସମ୍ବଲପୁରରୁ ପ୍ରିପେଡ଼ ସ୍ମାର୍ଟ ବିଦ୍ୟୁତ ମିଟର ଆରମ୍ଭକୁ ସ୍ଥାନୀୟ ବିଜେପି ବିଧାୟକଙ୍କ ବିରୋଧ

0
ସମ୍ବଲପୁର, ୨୫/୮ - (ଓଡ଼ିଆ ପୁଅ) ପ୍ରିପେଡ଼ ବିଦ୍ୟୁତ ସ୍ମାର୍ଟ ମିଟର ଭଳି ଏକ ସଂସ୍କାରମୂଳକ ପଦକ୍ଷେପକୁ ଏକ ସଙ୍ଗରେ ସାରା ଓଡ଼ିଶାରେ ଲାଗୁ କରାନଯାଇ ସମ୍ବଲପୁର ଓ ରାଉରକେଲାରେ ଏହାକୁ ଆରମ୍ଭ...

ମା’ ସମଲେଶ୍ୱରୀଙ୍କ ଶୁଭଲଗ୍ନ ଅନୁସାରେ ନୂଆଖାଇ ଭୋଗ ଅର୍ପଣ ପାଇଁ ଅନୁକୂଳ ସମୟ ନିର୍ଦ୍ଧାରିତ

0
ସମ୍ବଲପୁର, ୨୫/୮ - (ଓଡ଼ିଆ ପୁଅ) ଆସନ୍ତା ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ସେପ୍ଟେମ୍ବର ୩ ତାରିଖ ମଙ୍ଗଳବାର ଦିନ ସମଗ୍ର ପଶ୍ଚିମ ଓଡ଼ିଶା ତଥା ପଡ଼ୋଶୀ ଛତିଶଗଡ଼ ଏବଂ ଝାରଖଣ୍ଡରେ ଥିବା...

ରାଉରକେଲାରେ ନନ୍ଦୋତ୍ସବ ପାଳିତ

0
ରାଉରକେଲା ୨୫-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲାରେ ଥିବା ରାଧାକୃଷ୍ଣ ମନ୍ଦିରରେ ଏହି ପର୍ବକୁ ଜାକଜମକରେ ପାଳିତ ହୋଇ ଯାଇଛି। ନିବାରଦିନ ନନ୍ଦ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା। ମନ୍ଦିର ପରିଚାଳନା...

କ୍ୟାନସର ମୁକ୍ତ ରାଷ୍ଟ୍ର ଗଠନ ମାରୱାଡ଼ି ଯୁବ ମଂଚର ଲକ୍ଷ୍ୟ, ମେଗା ଶିବିର ଅଗଷ୍ଟ...

0
ରାଉରକେଲା ୨୫-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ମାରୱାଡ଼ି ଯୁବ ମଂଚ ଜାଗୃତି ଶାଖା ରାଉରକେଲା ଏପରି ଏକ ସଂସ୍ଥା, ଯାହାକି ମାରୱାଡ଼ି ମହିଳା ମାନଙ୍କ ଦ୍ୱାରା ସଂଚାଳିତ ହେଉଛି ଏବଂ ଅଖିଳ...

ବିକାଶର କୌଣସି ଦଳ କିମ୍ବା ବର୍ଗ ନଥାଏ : ଅପରାଜିତା

0
ରାଉରକେଲା ୨୫-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ବିକାଶର କୌଣସି ଦଳ କି ବର୍ଗ ନଥାଏ ବୋଲି ଦିନିକିଆ ରାଉରକେଲା ଗସ୍ତରେ ଖୋର୍ଦ୍ଦା ସାଂସଦ ଅପରାଜିତା ଷଡଙ୍ଗୀ ରାଉରକେଲା ହାଉସ ଠାରେ ଆୟୋଜିତ...

ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଣର ଶୁଭାରମ୍ଭ: ପିଏନ୍ ଜି ଏବଂ ସିଏନ୍ ଜି...

0
ଝାଡଖଣ୍ଡରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଣର ଶୁଭାରମ୍ଭ ଝାଡଖଣ୍ଡବାସୀଙ୍କ ପିଏନ୍ ଜି ଏବଂ ସିଏନ୍ ଜି ଗ୍ୟାସ୍ ପାଇବାର ସ୍ୱପ୍ନ ପୂରଣ - ଧର୍ମେନ୍ଦ୍ର ପ୍ରଧାନ - ସ୍ୱଚ୍ଛ ଇନ୍ଧନ...

ନଦୀରେ ଭାସିଲା ଟ୍ରକ

0
ମାଲକାନଗିରି,୨୫/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ନଦୀରେ ଭାସିଗଲା ସିମେଣ୍ଟ ବୋଝେଇ ଟ୍ରକ୍ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଧମତେରୀ ନିକଟରେ ଥିବା ସୀତା ନଦୀରେ ଭାସିଗଲା ଟ୍ରକ୍ । ଗତ କିଛି ଦିନର...

ହାତୀ ଆକ୍ରମଣ, ୨ ଗୁରୁତର

0
ସୁନ୍ଦରଗଡ଼,୨୫/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଥମୁନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର। ସୁନ୍ଦରଗଡ଼ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଟଙ୍ଗିଡିହି ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ବିଳମ୍ବିତ...

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ ଦେଶ ଜଣେ ମୂଳ ବିଚାରକଙ୍କୁ...

0
- ଅରୁଣ ଜେଟଲୀଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ହୋଇଛି - ଅରୁଣ ଜେଟଲୀ ଛାତ୍ରାବସ୍ଥାରୁ ସାମାଜିକ କାମ ଆରମ୍ଭ କରିବା ସହ ସତ ପାଇଁ ଆନ୍ଦୋଳନ କରୁଥିଲେ ଭୁବନେଶ୍ୱର, ଅଗଷ୍ଟ ୨୪ (ଓଡ଼ିଆ ପୁଅ)...

ଜଳ ସଂପଦକୁ ବିପଦ- ନବୀନ ସରକାର: ନୀତି ଆୟୋଗ ରିପୋର୍ଟରେ ୧୭ ରାଜ୍ୟରୁ ୧୪...

0
ଭୁବନେଶ୍ୱର ୨୪.୮ (ଓଡ଼ିଆ ପୁଅ) - ନିକଟରେ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ସମନ୍ୱିତ ଜଳ ପରିଚାଳନା ସାରଣୀ ବା ସି.ଡବ୍ଲ୍ୟୁ.ଏମ୍ .ଆଇ. ରିପୋର୍ଟରେ ୧୭ଟି ଅଣ ହିମାଳୟ ରାଜ୍ୟ ମଧ୍ୟରୁ ଓଡିଶାର...

ଶ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

0
ନୂଆ ଦିଲ୍ଲୀ ୨୪-୮ (ଓଡ଼ିଆ ପୁଅ) ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଅରୁଣ ଜେଟ୍ ଲୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ)ରେ ୮୫ ଲକ୍ଷ ଆବାସ ନିର୍ମାଣକୁ ମଞ୍ଜୁରି

0
- ୨୭ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ - ୫୧ ଲକ୍ଷ ଗୃହ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ - ପିଏମଏୱାଇ-ୟୁ ପୁରସ୍କାରରେ ଅଂଶଗ୍ରହଣ ଅବଧି ବୃଦ୍ଧି - ମୋବାଇଲ ଆପ୍ ରେ ଯୋଡ଼ି ହେଲେଣି ୮୫ ହଜାର...

ହ୍ବାଟସ ଆପରେ ପାଆନ୍ତୁ ନୂଆ ଫିଚର

0
ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ହ୍ଵାଟ୍ସଆପ ଦୁନିଆର ସବୁଠାରୁ ପପୁଲାର ମେସେଜିଙ୍ଗ ପ୍ଲାଟଫର୍ମ ଅଟେ । ଫେସବୁକର ମାଲିକାନା ଥିବା ଏହି ମେସେଜିଙ୍ଗ ଆପର ଭାରତରେ ପାଖାପାଖି ୪୦ କୋଟିରୁ ଉର୍ଦ୍ଧ୍ୱ ଆକ୍ଟିଭ...

ଅନୁଷ୍କାଙ୍କୁ ପ୍ରଶଂସାରେ ପୋତିଲେ ବିରାଟ

0
ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ନିକଟରେ ବିରାଟ କୋହଲି ୱେଷ୍ଟଣ୍ଡିଜ ଟିମର ପୂର୍ବତନ ଅଧିନାୟକ ଭିଭି ରିଚାର୍ଡଙ୍କ ଇଣ୍ଟରଭ୍ୟୁ ନେଇଥିଲେ। ଏହି କଥାବାର୍ତ୍ତାର ପ୍ରଥମ ଭିଡିଓ ଜାରି ହେବା ପରେ ଏବେ ବିସିସିଆଇ...

ବାହାରିଲା ଏସବିଆଇ ପିଓ ରେଜଲ୍ଟ

0
ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ/ ପି ନାୟକ):ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ବାରା ପ୍ରୋବେସନାରୀ ଅଧିକାରୀ (PO) ମୁଖ୍ୟ ପରୀକ୍ଷାର ପରିଣାମ ପ୍ରକାଶ ପାଇଛି। ଆଶାୟୀପାର୍ଥୀମାନଙ୍କ ପରିଣାମ ଏସବିଆଇର ଅଧିକାରିକ ୱେବସାଇଡ୍ ରେ ଆଜି ହିଁ ଘୋଷଣା...

କ’ଣ ପାଇଁ ଟ୍ରୋଲ ହେଲେ କପିଲ

0
ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଷ୍ଟାଣ୍ଡ୍ଅପ୍ କମେଡିଆନ୍ ତଥା ଅଭିନେତା କପିଲ୍ ଶର୍ମା କୌଣସି ନା କୌଣସି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ ଥର ସୋସିଆଲ୍ ମିଡିଆରେ ନିଜ ମତାମତ...

ବିଭିନ୍ନ ରୋଗରୁ ରକ୍ଷା କରିଥାଏ ଏହି ଫୁଲ

0
ଭୁବନେଶ୍ଵର,୨୪/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜିକାଲିର ପ୍ରଦୂଷଣ ଏବଂ ବିଷାକ୍ତ ଖାଦ୍ୟପଦାର୍ଥ ଯୋଗୁଁ ମଣିଷ ଶରୀରରେ ରୋଗର ମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏମିତିରେ ଆଜିକାଲି ଅନେକ ଲୋକଙ୍କୁ କ୍ୟାନସର ହେଉଥିବା...

ପୂର୍ବତନ ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ...

0
ଭୁବନେଶ୍ୱର, ୨୪/୦୮ (ଓଡ଼ିଆ ପୁଅ) : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା...