Bureau
ଶିକ୍ଷା ନିକେତନ ତରଫରୁ ନନ୍ଦ ଉତ୍ସବ ପାଳନ
ବାଲିଗୁଡା, ୨୫/୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ନିକେତନ ପରିସର ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ଅବସରରେ ନନ୍ଦ ଉତ୍ସବ ମହା...
ବିଜେପି ପ୍ରତିନିଧି ଦଳରେ ଚୀନ ଗସ୍ତ କରିବେ ସୁରେଶ ପୂଜାରୀ
ସମ୍ବଲପୁର, ୨୬/୮ (ଓଡ଼ିଆ ପୁଅ) ଚୀନ କମ୍ୟୁନିଷ୍ଟ ପାର୍ଟିର ନିମନ୍ତ୍ରଣ କ୍ରମେ ଭାରତୀୟ ଜନତା ପାର୍ଟିର ଏନ ବାର ଜଣିଆ ପ୍ରତିନିଧି ଦଳ ଆସନ୍ତା କାଲି ଠାରୁ ଚୀନ ଗସ୍ତରେ ଯିବେ। ଏହି...
ଫସିଥିବା ଜାହାଜରୁ କଢାଯିବ ତେଲ
ଭୁବନେଶ୍ଵର,୨୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଚିଲିକା ରାଜହଂସରେ ଫସିଥିବା ମାଲେସିଆ ଜାହାଜରୁ ଆରମ୍ଭ ହେବ ତେଲ କଢ଼ା ପ୍ରକ୍ରିୟା। ଜାହାଜ ମାଲିକଙ୍କ ସହ ଏସମ୍ପର୍କରେ ଯୋଗାଯୋଗ କରାଯାଇଛି। ଜାହାଜ ମାଲିକ ପୁରୀ ଜିଲ୍ଲାପାଳଙ୍କ ସହ...
ମୋଦି ସରକାରରେ ସ୍ୱଚ୍ଛ ଇନ୍ଧନ ଭିତିଭୂମିରେ ଦ୍ରୁତ ପରିବର୍ତ୍ତନ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ
୧୦ମ ସିଜିଡି ବିଡିଂ ରାଉଣ୍ଡର କାମ ପ୍ରାରମ୍ଭ
- କେନ୍ଦ୍ର ସରକାର ସ୍ୱଚ୍ଛ ଏବଂ ସବୁଜ ଭାରତ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ
- ୨୦୧୪ରୁ ସିଟି ଗ୍ୟାସ ବିତରଣ (ସିଜିଡି) ନେଟୱାର୍କର ବିସ୍ତାର ସାରା...
ଶ୍ରଦ୍ଧାଙ୍କ ପସନ୍ଦ କଣ
ମୁମ୍ବାଇ,୨୬/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):
କଥାଟି ପଢି ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚିତ। ଶ୍ରଦ୍ଧାଙ୍କ କିଭଳି ଅବସ୍ଥା ଆସିଲା ଯେ, ତାଙ୍କୁ ଚୋର ବଜାର ଯିବାକୁ ପଡିଲା। କଥାଟି କିନ୍ତୁ ଭିନ୍ନ। ନିକଟରେ ଏକ ଇଣ୍ଟରଭ୍ୟୁରେ...
ପାକିସ୍ତାନର ଶୋଚନୀୟ ଅବସ୍ଥା
ନୂଆଦିଲ୍ଲୀ,୨୬/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):
ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ଅବସ୍ଥା ସାଂଘାତିକ ହୋଇପଡିଛି। ପାକିସ୍ତାନ ସରକାର ସହିତ ଭାରତ ସରକାର ସମସ୍ତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଛି। ପାକିସ୍ତାନର...
ଅନଲାଇନ ବ୍ୟାଙ୍କିଙ୍ଗ କରୁଥିଲେ ପଢ଼ନ୍ତୁ ଏହି ଖବର
ନୂଆଦିଲ୍ଲୀ,୨୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):
ଅନ୍ଲାଇନ୍ରେ ଟଙ୍କା ନେଣଦେଣ କରୁଥିବା ବ୍ୟକ୍ତିଙ୍କ ଲାଗି ବଡ଼ ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କ ସୁବିଧାଙ୍କ ଲାଗି ଆଜିଠାରୁ ନିଜର କିଛି ନିୟମରେ ପରିବର୍ତ୍ତନ କରୁଛି। ଆରବିଆଇ...
ମନମୋହନ ସିଂହଙ୍କୁ ମିଳିବନି ଏସ୍ପିଜି ସୁରକ୍ଷା
ନୂଆଦିଲ୍ଲୀ,୨୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମିଳିବନି ଏସ୍ପିଜି ସୁରକ୍ଷା। ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି କେନ୍ଦ୍ର ସରକାର। ତାଙ୍କୁZ+ ସୁରକ୍ଷା ଯୋଗାଇ ଦିଆଯିବ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ...
ଚିଦାମ୍ବରମଙ୍କୁ ଝଟକା
ନୂଆଦିଲ୍ଲୀ,୨୬/୦୮,(ଓଡ଼ିଆ ପୁଅ/ ପି ନାୟକ):ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ମିଳିଲାନି ଆଶ୍ୱସ୍ତି। ସୁପ୍ରିମକୋର୍ଟଙ୍କଠାରୁ ମିଳିଛି ସିରିଜ୍ ଝଟ୍କା। ପ୍ରଥମେ ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଲିଷ୍ଟେଡ୍ ହେଲା ନାହିଁ। ଦ୍ୱିତୀୟ...
ଅମିତ ଶାହା ଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ
ନୂଆଦିଲ୍ଲୀ,୨୬/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ମାଓବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ତୀବ୍ର କରିବାକୁ ପ୍ରସ୍ତୁତ ହେଉଛି ନୂଆ ବ୍ଲୁ-ପ୍ରିଣ୍ଟ। ଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଚାଲିଛି ନକ୍ସଲ ଅଧ୍ଯୁଷିତ ରାଜ୍ୟ...
କ’ଣ ପାଇଁ ପାଳନ ହୁଏ ଗଣେଶ ଚତୁର୍ଥୀ
ଭୁବନେଶ୍ଵର,୨୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):
ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଷ ଚତୁର୍ଥୀ ବୋଲି ଧରାଯାଏ। କୁହାଯାଏ ଯେ ଏହି ଦିନରେ ଭଗବାନ ଗଶେଷଙ୍କ ଜନ୍ମ ହୋଇଥିଲା। ଧର୍ମଶାସ୍ତ୍ର ଅନୁସାରେ ଭଗବାନ ଗଶେଷଙ୍କ ଜନ୍ମ...
ବିଗ ବସ-୧୩ ର ରିଲିଜ ହେଲା ଟିଜର
ମୁମ୍ବାଇ,୨୬/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ସଲମାନ ଖାନଙ୍କ ସୋ’ ବିଗ୍ ବସ୍ ୧୩ର ଟିଜର ରିଲିଜ୍ ହୋଇଯାଇଛି । ଟିଜରରେ ସଲମାନ୍ ଖାନ୍ ଷ୍ଟେସନ୍ ମାଷ୍ଟରର ଚରିତ୍ରରେ ନଜର ଆସୁଛନ୍ତି । ସଲମାନ୍...
ଚିଠି ଲେଖିଲେ ନୀତିନ
ନୂଆଦିଲ୍ଲୀ,୨୬/୦୮,(ଓଡ଼ିଆ ପୁଅ/ ପି ନାୟକ):ଦେଶର ପ୍ରମୁଖ ରେଳ ଷ୍ଟେସନ, ବସ ଡିପୋ, ଏୟାରପୋର୍ଟ ଏବଂ ମଲରେ ଆପଣଙ୍କୁ ଖୁବ୍ ଶୀଘ୍ର ମାଟିପାତ୍ରରେ ପ୍ରସ୍ତୁତ ଚା ପିଇବାକୁ ମିଳିବ । କେନ୍ଦ୍ର ସଡକ ପରିବହନ...
ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପାଇଁ ପ୍ରସ୍ତୁତି
ପୁରୀ,୨୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଶ୍ରୀମନ୍ଦିର ଚତୁପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । କେବେ ଏହି ଉଚ୍ଛେଦ ପ୍ରକ୍ରିୟା...
୮୯ ବର୍ଷ ବୟସରେ ଏଲ.ଆଇ ପରିଜାଙ୍କ ପରଲୋକ
ଭୁବନେଶ୍ଵର,୨୬/୦୮,(ଓଡ଼ିଆ ପୁଅ/ ପି ନାୟକ): ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ.ଆଇ ପରିଜାଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଛି। କଟକର ଏକ ଘରୋଇ ନର୍ସିଂ ହୋମରେ ଗତକାଲି ବିଳମ୍ବିତ ରାତିରେ...
ଶିଖର ସମ୍ମୀଳନୀରେ ପହଞ୍ଚିଲେ ମୋଦି
ନୂଆଦିଲ୍ଲୀ,୨୬/୦୮,(ଓଡ଼ିଆ ପୁଅ/ ପି ନାୟକ): ଫ୍ରାନ୍ସର ବ୍ୟାରିଜ୍ଠାରେ ଆଜି ଅନୁଷ୍ଠିତ ହେବ ଜି-୭ ଶିଖର ସମ୍ମିଳନୀ । ଏହି ଜି-୭ ରାଷ୍ଟ୍ର ଗୋଷ୍ଠୀରେ ଭାରତ ସଦସ୍ୟ ରାଷ୍ଟ୍ର ନଥିଲେ ମଧ୍ୟ ନିମନ୍ତ୍ରଣ ପାଇ...
ବିପଦ ସଂକେତ ଟପିଲା ଜଳକା ନଦୀ
ବାଲେଶ୍ଵର, ୨୬/୦୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଲଗାଣ ବର୍ଷାରେ ପୁଣି ବଢୁଛି ଜଳକା ନଦୀ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ଟପିଛି ଜଳକା। ବର୍ତ୍ତମାନ ସେଠାରେ...
ଅନଲାଇନ ଟଙ୍କା ଦେଣନେଣ କରୁଛନ୍ତି କି? ଆଜିଠୁ ବଦଳିଲା ଏହି ନିୟମ
ନୂଆ ଦିଲ୍ଲୀ ୨୬-୮ (ଓଡ଼ିଆ ପୁଅ) ଅନଲାଇନ ଟଙ୍କାର କାରବାର (Online Money Transaction) କରୁଛନ୍ତି କି? ତେବେ ଏହି ଖବର ଆପଣଙ୍କପାଇଁ ଜାଣିବା ଆବଶ୍ୟକ। କାରଣ ଭାରତୀୟ ରିଜର୍ବ ବ୍ୟାଙ୍କ (RBI)...
ସ୍ୱାମୀର ଵର୍ଵରକାଣ୍ଡ
ଅସ୍ତରଙ୍ଗ,୨୬/୦୮,(ଓଡ଼ିଆ ପୁଅ ପି ନାୟକ): ନୃଶଂସ ସ୍ୱାମୀର ବର୍ବରକାଣ୍ଡ। ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା ସ୍ୱାମୀ। ହତ୍ୟା ପରେ ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ସ୍ୱାମୀର ଆତ୍ମସମର୍ପଣ। ଅସ୍ତରଙ୍ଗ ରାଇବେରୁହାଁ ଗାଁରେ...
ୱେଷ୍ଟଇଣ୍ଡିଜ କୁ ୩୧୮ ରନରେ ହରାଇଲା ଭାରତ
ନୂଆଦିଲ୍ଲୀ, ୨୬/୦୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ୱେଷ୍ଟଇଣ୍ଡିଜ୍ବିପକ୍ଷ ପ୍ରଥମ ଟେଷ୍ଟ ଜିତିଲା ଟିମ୍ଇଣ୍ଡିଆ। ୱେଷ୍ଟଇଣ୍ଡିଜ୍କୁ ୩୧୮ ରନ୍ରେ ହରାଇ ଆଇସିସି ଟେଷ୍ଟ ଚାମ୍ପିଅନ୍ସିପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ୱେଷ୍ଟଇଣ୍ଡିଜ୍ଆଗରେ...





