Home Authors Posts by Bureau

Bureau

17676 POSTS 0 COMMENTS

ଦନ୍ତା ଆତଙ୍କ: ବୃଦ୍ଧ ମୃତ, ଦମ୍ପତ୍ତି ଗୁରୁତର

0
ରାଉରକେଲା ୨୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସୁନ୍ଦରଗଡ଼ରେ ଦନ୍ତା ହାତୀର ଉପଦ୍ରବ ଦେଖିବାକୁ ମିଳିଛି। ଦନ୍ତାର ଉତ୍ପାତକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ସଦର ଫରେଷ୍ଟ ରେଞ୍ଜରେ ଏକ...

ମାନବ ଅଧିକାର ତାଲିମ କାର୍ଯ୍ୟକ୍ରମ : ବିଭିନ୍ନ ବିଷୟରେ ଲେଖାଗଲା ୧୦ଟି ପିଟିସନ୍

0
ପିପିଲି ୨୬-୮ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ପିପିଲିରେ ମାନବିକ ଅଧିକାର ସମ୍ପର୍କିତ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ତାଲିମ...

ମଣ୍ଡଳ କମିଶନ ଅଧ୍ୟକ୍ଷଙ୍କ ୧୦୧ତମ ଜନ୍ମଜୟନ୍ତୀ ଅବସରରେ ପଛୁଆବର୍ଗ କମିଶନ ଗଠନ ଏବଂ ନାମଲେଖା...

0
ଭୁବନେଶ୍ୱର, ତା ୨୬-୦୮ (ଓଡ଼ିଆ ପୁଅ) : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦେଶର ଦ୍ୱିତୀୟ ପଛୁଆବର୍ଗ କମିଶନର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନେ୍ଧଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୧ତମ ଜନ୍ମଜୟନ୍ତୀ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ...

ଛାତ୍ର ସଂସଦ ନିର୍ବାଚନ ରଦ୍ଦ ଆଦେଶ ଅଗଣତାନ୍ତ୍ରିକ – ଏସ୍ .ଏଫ୍ .ଆଇ.

0
ଭୁବନେଶ୍ୱର, ୨୬.୦୮ (ଓଡ଼ିଆ ପୁଅ) : ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍ କରିବା ନିଷ୍ପତ୍ତି ଅଗଣତାନ୍ତ୍ରିକ ଏବଂ ଛାତ୍ର ସମାଜର ଗଣତାନ୍ତ୍ରିକ ଅଧିକାର ଉପରେ ଖୋଲା ଉଲ୍ଲଂଘନ ବୋଲି ଭାରତର ଛାତ୍ର ଫେଡେରେସନ୍...

“ମୁଁ ଚାହେଁ ଓଡ଼ିଶାରୁ ମଦ ବନ୍ଦ ହେଉ” ଆମରଣ ଅନଶନର ଦଶମ ଦିନରେ ପିପିଲ୍...

0
ଭୁବନେଶ୍ୱର, ୨୬ା୮ା (ଓଡ଼ିଆ ପୁଅ) : ମୁଁ ବି ଚାହେଁ ଓଡ଼ିଶାରୁ ମଦ ବନ୍ଦ ହେଉ, ଆମରଣ ଅନଶନର ଦଶମ ଦିନରେ ‘ପିପୁଲ୍ ଫର ସେବା’ର ସଦସ୍ୟସଦସ୍ୟାମାନଙ୍କ ଦ୍ୱାରା ଅଭିନବ ଉପାୟ ଅବଲମ୍ବନ...

ସମାଜସେବୀ ସଚିଦାନନ୍ଦ ମୁଦୁଲିଙ୍କ ଦେହାନ୍ତ

0
ଭୁବନେଶ୍ୱର, ୨୬ା୮ (ଓଡ଼ିଆ ପୁଅ) : ବିଶିଷ୍ଟ ସମାଜସେବୀ ସଚିଦାନନ୍ଦ ମୁଦୁଲି ଆଉ ନାହାଁନ୍ତି। ଗତ ୨୨ ତାରିଖ ସକାଳ ୫ ଘଟିକାରେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। କ୍ୟାପିଟାଲ୍ ଡାକ୍ତରଖାନାରୁ ଏମସ୍, ତା’ପରେ...

ଅକ୍ଷୟ କର୍ଣ୍ଣଙ୍କୁ ପଲ୍ଲୀକବି ନନ୍ଦକିଶୋର ସମ୍ମାନରେ ସମ୍ମାନିତ

0
ବାଲିଗୁଡା ,୨୬/୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ନିଶିଗନ୍ଧା ସାହିତ୍ୟ ସଂସଦ ଭୂବନେଶ୍ବର ଦ୍ବାରା ଆୟୋଜିତ ସ୍ବାରସ୍ବତ ସମ୍ମାନ ପଲ୍ଲୀକବି ନନ୍ଦକିଶୋର ସମ୍ମାନରେ ଭୂଷିତ ହେଲେ ଅକ୍ଷୟ କର୍ଣ୍ଣ। ଭୁବନେଶ୍ବର ସ୍ଥିତ ରୋଟାରୀ...

ଟ୍ରାକ୍ଟର ଦୁର୍ଘଟଣା ୨ ମୃତ, ଜଣେ ଗୁରୁତର

0
ପଟାଙ୍ଗୀ ୨୬-୮ (ଓଡିଆ ପୁଅ/ମେଘା ଗୁଣ୍ଠା) ପଟାଙ୍ଗି ବ୍ଲକ ଆମ୍ପ।ବାଲି ଗ୍ରାମପଞ୍ଚାୟତର ସିମେଣ୍ଟକଳ ନିକଟସ୍ଥ ଏକ ବ୍ରିଜ ତଳକୁ ଟ୍ରାକ୍ଟର ଖସିବା ଫଳରେ ଚାଳକ ସହ ଜଣେ ମୃତ ଏବଂ ଜଣେ ଗୁରୁତର...

ଡଃ ହରପ୍ରସନ୍ନ ଦାସଙ୍କ ‘ଏନ୍ ରିଚିଂ ଲାଇଫ’ ଉନ୍ମୋଚିତ

0
ଭୁବନେଶ୍ୱର ୨୬-୮ (ଓଡ଼ିଆ ପୁଅ) ବର୍ତମାନର ଧାଁ ଦଉଡ଼ ପୂର୍ଣ୍ଣ ଜୀବନର ଜଟିଳତା ଯୋଗୁଁ ଆମ ମନ ଉଦବେଗ୍ ଓ ଦୁଶ୍ଚିନ୍ତାରେ ଭରି ରହୁଛି। ଏହା ଆମ ମାନସିକ ଶାନ୍ତି ଓ ସୁଖରେ...

୪୧ତମ ରାଷ୍ଟ୍ରୀୟ ବର୍ଷା ମହୋତ୍ସବ

0
ଭୁବନେଶ୍ୱର ୨୫-୮ (ଓଡ଼ିଆ ପୁଅ) ଚିନ୍ତା ଓ ଚେତନା ପକ୍ଷରୁ ଆସନ୍ତା ଅଗଷ୍ଟ ୨୭ ରୁ ୨୯ ତାରିଖ ତିନିଦିନ ବ୍ୟାପୀ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ୪୧ତମ ରାଷ୍ଟ୍ରୀୟ ବର୍ଷା ମହୋତ୍ସବ...

ଚକ୍ଷୁଦାନ ଏକ ସାମାଜିକ ଦାୟିତ୍ୱ

0
ଡ଼ ପରେଶ ଚନ୍ଦ୍ର ଦାନୀ (ଚକ୍ଷୁଦାନ ପକ୍ଷ ପାଳନ ଉପଲକ୍ଷେ ଅଗଷ୍ଟ ୨୫ ରୁ ସେପ୍ଟେମ୍ବର ୮ ତାରିଖ) ଇନ୍ଦ୍ରିୟମାନଙ୍କ ମଧ୍ୟରେ ଚକ୍ଷୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଚକ୍ଷୁବିନା ମନୁଷ୍ୟ ଜୀବନ ଅନ୍ଧକାରମୟ। ପରିତାପର ବିଷୟ...

ସମାଜସେବୀ ବିନୋଦିନୀ ପାତ୍ରଙ୍କ ପରଲୋକ

0
ବାଲିଗୁଡା, ୨୬-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକର ପ୍ରତିଷ୍ଠିତ ରାଜବଂଶ ସ୍ବର୍ଗତ ଗାନ୍ଧୀ ପାତ୍ରଙ୍କ ସ୍ତ୍ରୀ ବିନୋଦିନୀ ପାତ୍ରଙ୍କ ଗୁରୁବାର ଦିନ କ.ନୂଆଗାଁ...

ଫାସନୋଭା ରେ ସମ୍ବଲପୁରୀ ହସ୍ତତନ୍ତ ପରିଧାନରେ ମୋଡ଼େଲଙ୍କ ରେମ୍ପ ସୋ

0
ସମ୍ବଲପୁର, ୨୬/୮ (ଓଡ଼ିଆ ପୁଅ) ନେକ୍ସଜେନ ମ୍ୟାନେଜମେଂଟ ଏବଂ ଓରିସିସ ପକ୍ଷରୁ ସ୍ତାନୀୟ ଡ଼ି-ଲାଉଞ ଠାରେ ଫ୍ୟାସନ ସୋ - ଫ୍ୟାସନୋଭା ୨୦୧୯ ଗତକାଲି ଅନୁଷ୍ଟିତ ହୋଇଥିଲା। ଏଥିରେ ରାଜ୍ୟ ଓ ରାଜ୍ୟ...

ବର୍ଷା ପରେ ଜଗନ୍ନାଥ କଲୋନୀ ପାର୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ

0
ସମ୍ବଲପୁର, ୨୬/୮ (ଓଡ଼ିଆ ପୁଅ) ସମ୍ବଲପୁର ସହରର ଜଗନ୍ନାଥ ମନ୍ଦିର କଲୋନୀ ଠାରେ ପ୍ରସ୍ତାବିତ ପାର୍କ ର ନିର୍ମାଣ କାର୍ଯ୍ୟ ଯେତେ ଶୀଘ୍ର ସମ୍ବବ ଆରମ୍ବ କରାଯିବ। ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ କୁହାଯାଇଛି...

ବାମପନ୍ଥୀ ଉଗ୍ରବାଦ ମୁକାବିଲା ପାଇଁ ଓଡ଼ିଶା ସମେତ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର...

0
- ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପର ‘ନୂତନ ଭାରତ’ରେ ବାମପନ୍ଥୀ ଉଗ୍ରବାଦର କୌଣସି ସ୍ଥାନ ନାହିଁ : ଶ୍ରୀ ଅମିତ ଶାହ - ଦେଶରୁ ବାମପନ୍ଥୀ ଉଗ୍ରବାଦ ଦୂର କରିବା ଲାଗି କେନ୍ଦ୍ର-ରାଜ୍ୟ ସମନ୍ୱୟ ଗୁରୁତ୍ୱପୂର୍ଣ୍ଣ - ବାମପନ୍ଥୀ...

ଛାତ୍ର ସଂସଦ ନିର୍ବାଚନ ରଦ୍ଦ ନିଷ୍ପତ୍ତି ବିରୁଦ୍ଧରେ ଏସ୍.ଏଫ୍.ଆଇ ର ବିକ୍ଷୋଭ

0
ଭୁବନେଶ୍ୱର, ତା ୨୬.୦୮ (ଓଡ଼ିଆ ପୁଅ) : ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍ କରିବା ନିଷ୍ପତ୍ତି ବିରୁଦ୍ଧରେ ଭାରତର ଛାତ୍ର ଫେଡେରେସନ୍ (ଏସ୍.ଏଫ୍.ଆଇ) ତରଫରୁ ଆଜି ଦିନ ୧୨ ଘଟିକା ସମୟରେ ମାଷ୍ଟରକ୍ୟାଣ୍ଟିନ୍ଠାରେ...

ସିସିଏ ଓଡ଼ିଶା ପକ୍ଷରୁ ଜାତୀୟ ପେନସନ ଅଦାଲତ

0
ଭୁବନେଶ୍ୱର ୨୬-୮ (ଓଡ଼ିଆ ପୁଅ) ଭୁବନେଶ୍ୱରସ୍ଥିତ ଓଡ଼ିଶା ଟେଲିକମ ସର୍କଲର ସଂଚାର ଲେଖା ନିୟନ୍ତ୍ରକ (ସିସିଏ)ଙ୍କ ପକ୍ଷରୁ ଏକ ଜାତୀୟ ପେନସନ ଅଦାଲତ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସିସିଏ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ...

ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଶିକ୍ଷକଙ୍କ ଶାରିରୀକ ଏବଂ ମାନସିକ ନିର୍ଯାତନା ଅଭିଯୋଗ...

0
ବାଲିଗୁଡା, ୨୬/୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାରେ ଅସୁରକ୍ଷିତ ମହିଳା କର୍ମଜୀବି। କନ୍ଧମାଳରେ ବିଭିନ୍ନ ସମୟରେ ବିଦ୍ୟାଳୟର ଅନ୍ତେବାସୀ ନିର୍ଯାତନାର ଶିକାର ହେଉଛନ୍ତି କେତେବେଳେ ଆଶ୍ରମ ବିଦ୍ୟାଳୟରେ ନାବାଳିକା ଛାତ୍ରୀ...

ଖୁବଶୀଘ୍ର ସବୁ ଗାଁକୁ ଗ୍ରାମନେଟ ୱାଇ-ଫାଇ ସଂଯୋଗ

0
: ସି-ଡଟର ୩୬ତମ ପ୍ରତିଷ୍ଠା ଦିବସ ପାଳନ ନୂଆ ଦିଲ୍ଲୀ ୨୬-୮ (ଓଡ଼ିଆ ପୁଅ) ସବୁ ଗାଁକୁ ଗ୍ରାମନେଟ ମାଧ୍ୟମରେ ୧୦ ଏମବିପିଏସରୁ ୧୦୦ ଏମବିପିଏସ ଗତିରେ ୱାଇ-ଫାଇ ସଂଯୋଗ ପ୍ରଦାନ କରିବା ନେଇ...

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ : ୯୯ ଜଣ ବେଶଧାରୀଙ୍କ ପରିକ୍ରମା

0
ବାଲିଗୁଡା, ୨୫-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ରାଧା...