Home ଓଡ଼ିଶା ବିଗ ବସ-୧୩ ର ରିଲିଜ ହେଲା ଟିଜର

ବିଗ ବସ-୧୩ ର ରିଲିଜ ହେଲା ଟିଜର

225

ମୁମ୍ବାଇ,୨୬/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ସଲମାନ ଖାନଙ୍କ ସୋ’ ବିଗ୍ ବସ୍ ୧୩ର ଟିଜର ରିଲିଜ୍ ହୋଇଯାଇଛି । ଟିଜରରେ ସଲମାନ୍ ଖାନ୍ ଷ୍ଟେସନ୍ ମାଷ୍ଟରର ଚରିତ୍ରରେ ନଜର ଆସୁଛନ୍ତି । ସଲମାନ୍ ଏହି ଟିଜରରେ ସୋ’ର ବହୁତ ରାଜ୍ ଖୋଲିଛନ୍ତି । ଦୃତ ଗତିରେ ଚାଲୁଥିବା ଏକ ଟ୍ରେନରେ ବସି ସଲମାନ୍ ସୋ’ର ଟ୍ବିଷ୍ଟ ଏବଂ ଟର୍ନ୍ସ ବିଷୟରେ କହୁଛନ୍ତି । ଅନ୍ୟପଟେ ସୋ’ର ଟ୍ବିଷ୍ଟ ସମ୍ପର୍କରେ ଟ୍ରେନର ଗତିରୁ ଅନୁମାନ ଲଗାଯାଇପାରୁଛି।

ଭିଡିଓରେ ସଲମାନ୍ କହୁଛନ୍ତି କି, କୃପା କରି ଧ୍ୟାନ ଦିଅନ୍ତୁ, ଚଳିତ ବର୍ଷ ବିଗ୍ ବସର ଗାଡି ହେବ ଷ୍ଟାର ସ୍ପେଶାଲ୍ । ଚାରି ସପ୍ତାହରେ ପହଁଚାଇବ ତତ୍କାଳ ଫାଇନାଲରେ । ଏହାପରେ ମଧ୍ୟ ସେଲିବ୍ରେଟି କପଡା ଫାଡି ବନାଇବେ ରୁମାଲ୍ । ଜଲଦି ଆସନ୍ତୁ ନହେଲେ ପଶ୍ଚାତାପ କରିବେ । ରୁହ…ରୁହ..,କୁହ…କୁହ…କମ ଶୁଣ ୟାର୍ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.