Home ଓଡ଼ିଶା ୮୯ ବର୍ଷ ବୟସରେ ଏଲ.ଆଇ ପରିଜାଙ୍କ ପରଲୋକ

୮୯ ବର୍ଷ ବୟସରେ ଏଲ.ଆଇ ପରିଜାଙ୍କ ପରଲୋକ

181

ଭୁବନେଶ୍ଵର,୨୬/୦୮,(ଓଡ଼ିଆ ପୁଅ/ ପି ନାୟକ): ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ.ଆଇ ପରିଜାଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଛି। କଟକର ଏକ ଘରୋଇ ନର୍ସିଂ ହୋମରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଓ ଓଡ଼ିଶା ରଣଜୀ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମଧ୍ୟ ସେ ରହିଥିଲେ। ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ସୁପୂତ୍ର ଥିଲେ ଏଲ.ଆଇ ପରିଜା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.