Bureau
ଚିଙ୍ଗୁଡ଼ି ଚାଷୀଙ୍କ ଉପରକୁ ଗୁଳିମାଡ କଲେ ଦୁର୍ବୃତ୍ତ
ଭଦ୍ରକ,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଛକ ନିକଟରେ ବିଳମ୍ବିତ ରାତ୍ରୀରେ ଚିଙ୍ଗୁଡ଼ି ଚାଷୀଙ୍କ ଉପରକୁ ବୋମା ମାଡ଼ ହୋଇଛି । ଏହି ବୋମା ମାଡ଼ରେ ୨ ଜଣ ଚିଙ୍ଗୁଡ଼ି...
ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ଏବଂ ଲଗାଯାଇଥିବା ପ୍ରତିବନ୍ଧକ ବିରୁଦ୍ଧରେ ଯାଚିକାଗୁଡ଼ିକ ଉପରେ ଆଜି...
ନୂଆ ଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟରେ ସୋମବାରଦିନ ଅନୁଚ୍ଛେଦ ୩୭୦ ହଟାଯିବା, ରାଷ୍ଟ୍ରପତି ଶାସନର ବୈଧତା ଏବଂ ରାଜ୍ୟରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଉପରେ ହୋଇଥିବା ଯାଚିକାଗୁଡ଼ିକ ଉପରେ ଶୁଣାଣି...
‘ଗୋଟିଏ ଦେଶ, ଗୋଟିଏ ଭାଷା ‘ କେବେ ହୋଇପାରିବ ନାହିଁ : ଜୟରାମ ରମେଶ
ବାଙ୍ଗାଲୁରୁ ୧୬-୯ (ଓଡ଼ିଆ ପୁଅ) : ବାଙ୍ଗାଲୁରୁରେ ଏମ. ବିଶ୍ଵେଶ୍ଵରୈୟାଙ୍କର ମେମୋରିୟାଲ ବ୍ୟାଖ୍ୟାନରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତିଯେ, ‘ଗୋଟିଏ ଦେଶ, ଗୋଟିଏ ଭାଷା', ବିଚାର କେବେହେଲେ ହୋଇପାରିବ ନାହିଁ।...
୧୮ ବର୍ଷୀୟ ଯୁବତୀକୁ ଅପହରଣ ପରେ ଚଳନ୍ତା କାରରେ ଗଣଦୁଷ୍କର୍ମ
ପାଟନା ୧୬-୯ (ଓଡ଼ିଆ ପୁଅ) : ବିହାରର ପଶ୍ଚିମ ଚମ୍ପାରଣରେ ଜଣେ ୧୮ ବର୍ଷୀୟ ଯୁବତୀକୁ ଅପହରଣ ଏବଂ ଗଣ ବଳାତ୍କାର କରିବା ଅଭିଯୋଗରେ ଚାରିଜଣ ଯୁବକଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଛି।...
ହରିଆଣାରେ NRC ଲାଗୁ କରାଯିବ : ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର
ନୂଆ ଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (NRC) କୁ ନେଇକରି ଚାଲୁଥିବା ବିବାଦ ମଧ୍ୟରେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଘୋଷଣା କରିଛନ୍ତି କି ଆସାମ ପରି ହରିଆଣାରେ...
କ୍ରମାଗତ ୭ଟି ବଲରେ ୭ଟି ଛକ୍କା : ଟି-୨୦ କ୍ରିକେଟରେ ନୂଆ ରେକର୍ଡ
ନୂଆ ଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) ବାଙ୍ଗ୍ଲାଦେଶରେ ଖେଳାଯାଉଥିବା ଟି-୨୦ ଟ୍ରାଇ ସିରିଜ୍ ର ଏକ ମ୍ୟାଚରେ ଜିମ୍ବାୱେ ବିରୁଦ୍ଧରେ ଆଫଗାନିସ୍ତାନର ଟିମ ପ୍ରଥମେ ଖେଳି ୨୦ ଓଭରରେ ୫ ୱିକେଟ ହରାଇ...
ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ଅଭିନେତା ସଂଜୟ ଦତ୍ତ : ଚର୍ଚ୍ଚା ଜୋର ଧରିଲା
ନାଗପୁର ୧୬-୯ (ଓଡ଼ିଆ ପୁଅ) ଅଭିନେତା ସଂଜୟ ଦତ୍ତ ରବିବାରଦିନ କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀଙ୍କୁ ନାଗପୁର ସ୍ଥିତ ତାଙ୍କର ବାସଭବନରେ ସାକ୍ଷାତ କରିଛନ୍ତି। ମହାରାଷ୍ଟ୍ର ବିଧାନସଭା...
ବାଃ ବାଃରେ ସୁରକ୍ଷା ବ୍ୟବସ୍ଥା – ବିନା ଅଧୀକାରିରେ ଚାଲିଛି ଫାଣ୍ଡି
ହାତୀଓଟ ୧୫/୦୯ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବ୍ଳକ୍ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଆଜକୁ ବହୁବର୍ଷ ଧରି କବିସୂର୍ଯ୍ୟନଗର ଥାନା ଅଧୀନରେ ବାଲିଛାଇଠାରେ ୧୯୬୨ ମସିହାରେ ଲୋକମାନଙ୍କ ଧନ ଜୀବନ ସୁରକ୍ଷା ଦୃଷ୍ଟିରୁ...
କେନ୍ଦ୍ର ଶ୍ରମ, ନିୟୋଜନ ମନ୍ତ୍ରୀଙ୍କ ବିବୃତ୍ତି ହାସ୍ୟାସ୍ପଦ ଓ ଯୁବସମାଜ ପାଇଁ ଅପମାନଜନକ, କଟା...
ଭୁବନେଶ୍ୱର, ୧୫ା୦୯ (ଓଡ଼ିଆ ପୁଅ) : କେନ୍ଦ୍ର ଶ୍ରମ ଓ ନିୟୋଜନ ବିଭାଗ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ବିବୃତ୍ତି “ଦେଶରେ ଚାକିରୀର ଅଭାବ ନାହିଁ, କିନ୍ତୁ ଯୋଗ୍ୟ ଯୁବକଙ୍କର ଅଭାବ ରହିଛି” ଅତ୍ୟନ୍ତ...
ହରିୟାନାର ଫରିଦାବାଦ୍ ଠାରେ କେନ୍ଦ୍ରମନ୍ତ୍ରୀ : ଉଚ୍ଚ ମାନର କମ୍ପ୍ରେସଡ୍ ବାୟୋ ଗ୍ୟାସ୍ (ସିବିଜି)...
- ଦୈନିକ ୫ ଟନ୍ କୃଷି ଓ ଅନ୍ୟାନ୍ୟ ଜୈବ ବର୍ଜ୍ୟରୁ ଉଚ୍ଚମାନର ସିବିଜି ପ୍ରସ୍ତୁତି କ୍ଷମତା
- ଏହି ପ୍ରକଳ୍ପରୁ ଉତ୍ପାଦିତ ପ୍ରଥମ ୨୫୦ କେଜି ସିବିଜି ବୋଝେଇ ଗାଡିକୁ ଇସ୍କନର ମିଡ୍...
ନୂଆଦିଲ୍ଲୀରେ ନୂଆଁଖାଇ ଭେଟଘାଟ : ବ୍ୟସ୍ତତା ମଧ୍ୟରେ ନିଜର କଳା ଓ ସଂସ୍କୃତି ପାଇଁ...
ନୂଆଦିଲ୍ଲୀରେ ଜୁହାର ପରିବାର ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟରେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୫ ସେପ୍ଟେମ୍ବର (ଓଡ଼ିଆ ପୁଅ) - ବ୍ୟସ୍ତବହୁଳ ଜୀବନ ଭିତରୁ ନିଜର କଳା, ସଂସ୍କୁତି, ସଂସ୍କାରକୁ ନୂଆ ପୀଢିଙ୍କ ପାଖରେ ପହଁଚାଇବା...
୨୧ରେ ଓଡ଼ିଶା ଆସିବେ ଇସ୍ରୋ ମୁଖ୍ୟ
ନୂଆଦିଲ୍ଲୀ,୧୫/୦୯,(ଓଡ଼ିଆ ପୁଅ ପି ନାଏକ): ଓଡ଼ିଶା ଆସିବେ ଇସ୍ରୋ ମୁଖ୍ୟ କେ. ଶିବନ୍ । ଭୁବନେଶ୍ୱର ଆଇଆଇଟିର ୮ମ କନଭୋକେସନ ଉତ୍ସବରେ ଯୋଗଦେବା ପାଇଁ ଇସ୍ରୋ ମୁଖ୍ୟ କେ. ଶିବନ ଆସୁଥିବା ସୂଚନା...
ଓଡିଶାରେ ସେବା ସପ୍ତାହକୁ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଳ ସଂରକ୍ଷଣ ଓ...
- ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଜନ୍ମସପ୍ତାହ ସେପ୍ଟେମ୍ବର ୧୪-୨୦କୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ କରାଯିବ ପାଳନ
- ଦେଶକୁ ପୁନଃନିର୍ମାଣ କରିବାର ଲକ୍ଷ୍ୟ ‘ସେବା ସପ୍ତାହ’ ମାଧ୍ୟମରେ ସାକାର ହୋଇପାରିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...
ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଟୁରିଷ୍ଟ ବୋଟ୍ ପଲଟି ୫ ମୃତ, ୩୨ ନିଖୋଜ
ଆନ୍ଧ୍ରପ୍ରଦେଶ ୧୫-୯ (ଓଡ଼ିଆ ପୁଅ) ଆନ୍ଧ୍ର ପ୍ରଦେଶର ଦେବୀପାଟନମ ନିକଟରେ ଗୋଦାବରୀ ନଦୀରେ ଏକ ଟୁରିଷ୍ଟ ବୋଟ୍ ପଲଟିଯିବାରୁ ୫ ଜଣଙ୍କର ମୃତ୍ୟୁ ହେବା ସହିତ ୩୨ ନିଖୋଜ ଅଛନ୍ତି। କ୍ରିୟୁ ମେମ୍ବରମାନଙ୍କ...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, MCL କର୍ମଚାରୀ ମୃତ
ସମ୍ୱଲପୁର,୧୫/୦୯,(ଓଡ଼ିଆ ପୁଅ ପି ନାଏକ): ସଡ଼କ ଦୁର୍ଘଟଣା ଘଟି ଏମ୍ସିଏଲ୍ର ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ରବିବାର ସକାଳେ ହୀରାକୁଦ ରେଳବାଇ ଷ୍ଟେସନ୍ ପାଖ ଦେଇ ଯାଇଥିବା ୫୩...
ଡିଏଭି ପବ୍ଲିକ ସ୍କୁଲ ପ୍ରତିଷ୍ଠାତାଙ୍କ ବିୟୋଗରେ ସ୍ମୃତିସଭା ଏବଂ ଅଭୟ ପ୍ରଧାନ ଫାଉଣ୍ଡେସନ ଗଠିତ
ନୟାଗଡ଼, ୧୫-୯ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ନୟାଗଡ଼ ଡିଏଭି ସ୍କୁଲର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଅଭୟ କୁମାର ପ୍ରଧାନଙ୍କ ଅକାଳ ବିୟୋଗରେ ସହପାଠୀ ବନ୍ଧୁମାନଙ୍କ ତରଫରୁ ଏକ ସ୍ମୃତିଚାରଣ...
ବାରହା ଶିକାର ପାଇଁ ପଡ଼ିଥିବା ବିଦ୍ୟୁତ ତାର ହେଲା କାଳ
ଗଞ୍ଜାମ,୧୫/୦୯,(ଓଡ଼ିଆ ପୁଅ ପି ନାଏକ): ଗଞ୍ଜାମ ଭଞ୍ଜନଗର ଥାନା ଅନ୍ତର୍ଗତ ଚୂନପଲ୍ଲୀ ଗାଁରେ ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶକ୍ତି...
ବଞ୍ଜାରୀ ଗ୍ରାମରେ ବେଦାନ୍ତ ର ଆଧୂନିକ ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ
ସମ୍ବଲପୁର, ୧୫/୯ (ଓଡ଼ିଆ ପୁଅ) ବେଦାନ୍ତ କମ୍ପାନୀର ପୃଷ୍ଟପୋଷକତାରେ ଝାରସୁଗୁଡ଼ାର ବଞ୍ଜାରୀ ଗ୍ରାମର ଶୁଭଲକ୍ଷ୍ମୀ ବହୁମୁଖୀ ସମବାୟ ସମିତିଠାରେ ଏକ ନୂତନ ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ ହୋଇଛି। ଏହାକୁ ମୁଖ୍ୟ ଅତିଥି...
ମୋଦିଙ୍କ ଶାସନକାଳରେ ଦେଶର ଗରିବ ସବୁଠୁ ବେଶୀ ଲାଭାନ୍ୱିତ – ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ ବିଜେପିର ‘ସେବା ସପ୍ତାହ’ ଅଭିଯାନ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
- ‘ସେବା ସପ୍ତାହ’ ଅବସରରେ ସାରା ରାଜ୍ୟରେ ଜନସେବା ଓ ସଚେତନତାର ଲମ୍ବା ଯୋଜନା
- ରାଜ୍ୟ ସବୁ ପଂଚାୟତ ପର୍ଯ୍ୟନ୍ତ...
ଅନୁଗୁଳରେ କୁହୁଡି
ଅନୁଗୁଳ,୧୫/୦୯,(ଓଡ଼ିଆ ପୁଅ ପି ନାଏକ): ଏବେ ବର୍ଷା ଯୋଗୁଁ ଅନେକ ଜାଗା ଜଳମଗ୍ନ ହୋଇ ରହିଥିବା ବେଳେ ଅନୁଗୁଳ ଛେଣ୍ଡିପଦାରେ କିନ୍ତୁ ଟିକିଏ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ,...






