Home ଓଡ଼ିଶା ହରିଆଣାରେ NRC ଲାଗୁ କରାଯିବ : ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର

ହରିଆଣାରେ NRC ଲାଗୁ କରାଯିବ : ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର

104

ନୂଆ ଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (NRC) କୁ ନେଇକରି ଚାଲୁଥିବା ବିବାଦ ମଧ୍ୟରେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଘୋଷଣା କରିଛନ୍ତି କି ଆସାମ ପରି ହରିଆଣାରେ ମଧ୍ୟ NRC ଲାଗୁ କରାଯିବ।

ରିପୋର୍ଟ୍ସ ଅନୁସାରେ, ରବିବାରଦିନ ପଞ୍ଚକୂଲାରେ ସେ କହିଲେ କି ଏବେ ହରିଆଣାରେ NRC ଲାଗୁ କରିବେ, ଯାହାଫଳରେ ଜଣାପଡ଼ିବ କି ରାଜ୍ୟରେ କେତେଜଣ ଶରଣାର୍ଥୀ ରହୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.