Home Authors Posts by Bureau

Bureau

17676 POSTS 0 COMMENTS

ଫଟୋଫିଲିକ୍ସ ସମ୍ବଲପୁରର ବାର୍ଷିକ ପୁରସ୍କାର ସମାରୋହ

0
ସମ୍ବଲପୁର ୧୬/୯ (ଓଡ଼ିଆ ପୁଅ) ଫଟୋଫିଲିକ୍ସ ସମ୍ବଲପୁର ୧୫ ତାରିଖ ରବିବାର ଦିନ ସ୍ଥାନୀୟ ଅପ୍ସରା ହୋଟେଲ ଠାରେ ଚାରୁକଳା ଫଟୋଗ୍ରାଫର ଅରବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେଏକ ପୁରସ୍କର ବିତରଣ ଉତ୍ସବର ଆୟୋଜନ କରିଅଛି।...

ନୂଆଦିଲ୍ଲୀରେ ଜୁହାର ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ

0
ସମ୍ବଲପୁର, ୧୬/୯ (ଓଡ଼ିଆ ପୁଅ) : ବ୍ୟସ୍ତବହୁଳ ଜୀବନ ଭିତରୁ ନିଜର କଳା, ସଂସ୍କୃତି, ସଂସ୍କାରକୁ ନୂଆ ପୀଢିଙ୍କ ପାଖରେ ପହଁଚାଇବା ପ୍ରଂଶସନୀୟ କାମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀଠାରେ...

ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ (NSUI) ଇତିଶ ପ୍ରଧାନଙ୍କ ଗିରଫ ଦାବି କଲା ଛାତ୍ର...

0
ଭୁବନେଶ୍ୱର ତା ୧୬.୯ (ଓଡ଼ିଆ ପୁଅ) - ଦଳୀୟ ବିଶୃଙ୍ଖଳାକୁ ଆଧାର କରି ଗତ ୧୪.୯.୨୦୧୯ ରିଖ ଦିନ ପୂର୍ବତନ ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଶ୍ରୀ ଇତିଶ ପ୍ରଧାନଙ୍କୁ ନିଖିଳ ଭାରତ...

ସଂଘୀୟ ବ୍ୟବସ୍ଥାରେ ରୁଗ‌୍ଣ ମାନସିକତାର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ :ବିଜେପି

0
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ବିଜୁ ପକ୍କାଘର ଲୋଗ ଲଗାଇ ପ୍ରଚାର କରିବା ପ୍ରସଙ୍ଗ - ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ରାଜ୍ୟସରକାର - ପର ଘର ତିଅଣରେ ଚାଲିଛି ଅତିଥୀ ସକ୍ରାର - କେନ୍ଦ୍ର ସରକାରଙ୍କ...

ସମ୍ବଲପୁର ରେଳ ମଣ୍ଡଳରେ ସ୍ୱଚ୍ଛତା ପକ୍ଷ ଆରମ୍ଭ

0
ସମ୍ବଲପୁର, ୧୬/୯ - (ଓଡ଼ିଆ ପୁଅ) ଦେଶ ଗଠନରେ ରେଳବାଇର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଏହି ପରିପ୍ରେକ୍ଷୀରେ ସ୍ୱଚ୍ଛତା ଏବଂ ଥରେ ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ ସାମଗ୍ରୀର ବର୍ଜନ ବିଷୟରେ ମଧ୍ୟ ରେଳବାଇର...

ସମ୍ବଲପୁର ହେଲା ଦେଶର ଶ୍ରେଷ୍ଠ ରେଳମଣ୍ଡଳ

0
ସମ୍ବଲପୁର, ୧୬/୯ - (ଓଡ଼ିଆ ପୁଅ) ପୁରୀ-ସମ୍ବଲପୁର ଇଣ୍ଟରସିଟୀ ଟ୍ରେନ୍ ର ସମୟାନୁବର୍ତ୍ତୀତା, ସମ୍ବଲପୁରରେ ପ୍ରିପେଡ଼ ଅଟୋର ବ୍ୟବସ୍ଥା, ବିଭିନ୍ନ ଟ୍ରେନର ବଗି ଗୁଡ଼ିକର ଅବ୍ୟବସ୍ଥା ଓ ସଫେଇ ସମେତ ବିଭିନ୍ନ ରେଳ...

ମୁମ୍ବାଇରେ ନୂଆଖାଇ ଭେଟଘାଟ ଉତ୍ସବ

0
ସମ୍ବଲପୁର, ୧୬/୯ - (ଓଡ଼ିଆ ପୁଅ) ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ମୁମ୍ବାଇର ସ୍ୱତନ୍ତ୍ର ବୀର ସାବରକର ପ୍ରେକ୍ଷାଗୃହରେ ଗତକାଲି ୧୩ତମ ନୂଆଖାଇ ଭେଟଘାଟ ପାଳନ କରାଯାଇଛି। ଓଡ଼ିଶା ମାଟିର ପୁଅ ଆରବିଆଇର...

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ବୈଠକ

0
ବାଲିଗୁଡ଼ା ତା-୧୬/୦୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲା ସଭାପତି ଡଃ ଅରୂପ କୁମାର ଜେନାଙ୍କ...

କନ୍ଧମାଳ ଜିଲ୍ଲା ମିଳିତ ନାଗରିକ ମଞ୍ଚ ବୈଠକ

0
ବାଲିଗୁଡ଼ା ତା-୧୬/୦୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡ଼ା କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ମିଳିତ ନାଗରିକ ମଞ୍ଚ ବୈଠକ ଅନୁଷ୍ଠିତ ହୋଇଛି। ବାଲିଗୁଡ଼ାର ବୈରିଷ୍ଠ ଆଇନଜୀବି କୈାଶିକ ସାହୁ, ସଭାପତିତ୍ୱରେ ବୈଠକ...

୪୨୬ ମଦୁଆ ଡ୍ରାଇଭର ଗିରଫ

0
ଭୁବନେଶ୍ଵର,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ରାସ୍ତାରେ ମଦୁଆ ଡ୍ରାଇଭରଙ୍କ ପାର୍ଦୁଭାବ କମାଇବା ପାଇଁ ରାଜ୍ୟ ପୋଲିସ ନିୟମକୁ କଡ଼ାକଡ଼ି କରିଛି । ଏବେ ସୁଦ୍ଧା ମୋଟ ୪୨୬ ମଦ୍ୟପ ଗାଡ଼ି ଚାଳକଙ୍କୁ ବିଭିନ୍ନ...

ସାପ କାମୁଡ଼ାରେ ଛାତ୍ରର ମୃତ୍ୟୁ

0
ମୟୁରଭଞ୍ଜ,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ମୟୂରଭଞ୍ଜ ସାରସକଣା ବ୍ଲକ ଶାରଗିଡିହି ଗ୍ରାମର ରସାନନ୍ଦ ନାଏକଙ୍କ ପୁଅ ଅମିତ ନାଏକ (୨୦)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ସକାଳେ ଉଠିବା ପରେ ଅମିତର...

ଭିଜିଲାନ୍ସ ହାବୁଡ଼ରେ ସହକାରୀ ଯନ୍ତ୍ରୀ

0
ନିମାପଡ଼ା,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ଭିଜିଲାନ୍ସ ହାତରେ ସହକାରୀ ଯନ୍ତ୍ରୀ । ପୁରୀ ଜିଲ୍ଲା ନିମାପଡ଼ା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଘରେ ଓ କାର୍ଯ୍ୟାଳୟରେ ପୁରୀ ଭୁବନେଶ୍ୱର...

ଘର କାମରେ ଥିବା ଯୁବତୀଙ୍କୁ ଦୁଷ୍କର୍ମ କଲେ ପୁଲିସ ବାବୁ

0
କନ୍ଧମାଳ,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ପୁଣି ପୋଲିସ ଖାକିରେ ଲାଗିଛି ଦାଗ । କାମ କରାଇବା ବାହାନାରେ ଜଣେ ଯୁବତୀଙ୍କୁ ପିଏସ୍‌ଓ (PSO) ନିଜ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି...

ସାପ ନେଲା ମହିଳାଙ୍କ ଜୀବନ

0
ସାନଖେମୁଣ୍ଡି,୧୬/୯,(ଓଡ଼ିଆ ପୁଅ ପି ନାଏକ): ସାପ ନେଲା ମହିଳାଙ୍କ ଜୀବନ ।  ଗଂଜାମ ଶେରଗଡ ଗୋବିନ୍ଦପୁର ଗାଁରେ ସାପ କାମୁଡିବା ଫଳରେ ମହିଳାଙ୍କ ମୃତ ହୋଇଛି । ତେବେ ସୂଚନା ଅନୁସାରେ, ବିଲରୁ...

ନିଶା ନିବାରଣ ପାଇଁ ଶୋଭାଯାତ୍ରା

0
ଜଗତସିଂହପୁର,୧୬/୦୯,(ଓଡ଼ିଆ ପୁଅ ପି ନାଏକ):ଜଗତସିଂହପୁରରେ ନିଶା ନିବାରଣ ପାଇଁ ଆଗେଇ ଆସିଛି ଯୁବ ସଂଗଠନ । ଜଗତସିଂହପୁର ସଦରରେ ଥିବା ସ୍ୱାମୀ ବିବେକାନନ୍ଦ ସ୍ୱେଚ୍ଛାସେବୀ ସଂଗଠନ ଓ ପାଟେଣୀ ଗାଁ ସ୍ଥିତ ମା’...

ପୁଲିସ ବାବୁଙ୍କ ଦାଦାଗିରି

0
ନୟାଗଡ଼,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ବିନା ଅଭିଯୋଗରେ ଜଣେ ଯୁବକକୁ ଫତେଗଡ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ମାଡ଼ରେ ଯୁବକ ଗୁରୁତର...

କାୟା ବିସ୍ତାର କଲାଣି ଡେଙ୍ଗୁ

0
ସୁନ୍ଦରଗଡ଼,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ଏବେଠୁ ଡରାଇଲାଣି ଡେଙ୍ଗୁ । ଆଉ ଏହି ଡେଙ୍ଗୁ ଦ୍ବାରା ୪୧ ଜଣ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲା...

ଜେଲରେ ପାଳନ ହେବ ପି ଚିଦାମ୍ବରମଙ୍କ ୭୪ତମ ଜନ୍ମଦିନ

0
ନୂଆଦିଲ୍ଲୀ,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ଆଜି ଜନ୍ମଦିନ । ତେବେ ସବୁଥର ପରି ଚଳିତଥର ସେ ନିଜ ପରିଜନଙ୍କ ସହ ଜନ୍ମଦିନ ପାଳନ...

ସିଲଭର ସିଟିରୁ ଜବତ ହେଲା ବ୍ରାଉନ ସୁଗାର

0
କଟକ,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ସିଲଭର ସିଟି କଟକରୁ ଜବତ ହୋଇଛି ଧଳା ଜହର । ସୂଚନା ଅନୁସାରେ, ଗଡଗଡିଆ ଘାଟ ନିକଟରୁ ପ୍ରାୟ ୯୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ସୂଚନା...

ଏବେ ଶୁଖିଲା ରହିବ ପାଗ

0
ଭୁବନେଶ୍ଵର,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ଏବେ ଆଉ ହେବନି ବର୍ଷା । ଗତ କିଛି ଦିନ ଲଗାତର ବର୍ଷା ହେବା ଫଳରେ ଜନଜୀବନ ବ୍ୟସ୍ତ ହୋଇପଡିଥିଲା । ମାତ୍ର ଏବେ ଏଥିରୁ ଆଶ୍ୱସ୍ତି...