Home Authors Posts by Bureau

Bureau

17674 POSTS 0 COMMENTS

ମୂର୍ତ୍ତି ବିସର୍ଜନ ବେଳେ ଯୁବକଙ୍କ ମୃତ୍ୟୁ

0
ଯାଜପୁର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଯାଜପୁର ରୋଡ ପହଲଙ୍ଗା ଗ୍ରାମରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟି ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ,...

ଢେଙ୍କିକୋଟରେ “ଶ୍ରୀଦୁର୍ଗା ମହୋତ୍ସବ” ଉଦଯାପିତ

0
ଘଟଗାଁ, ତା୧୦/୧୦ (ଓଡ଼ିଆ ପୁଅ /ବିରେନ୍ଦ୍ର କୁମାର) ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀଦୁର୍ଗା ପୂଜା କମିଟି ଢେଙ୍କିକୋଟ(ଟିକିରା) ୪ଦିନିଆ ଶାରଦୀୟ ମହୋତ୍ସବ ମଙ୍ଗଳବାର ସଂନ୍ଧ୍ୟାରେ ଉଦଯାପିତ ହୋଇଛି । ”ଶ୍ରୀଦୁର୍ଗା ମହୋତ୍ସବ-୨୦୧୯” ସପ୍ତମୀ...

ଜମ୍ମୁ ଓ କଶ୍ମୀର ବିସ୍ଥାପିତ ପରିବାର ପାଇଁ ୫.୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ...

0
- ସାମିଲ ହେବେ ବାଦ୍ ପଡ଼ିଥିବା ୫୩୦୦ ପରିବାର - ଯୁଦ୍ଧ ଓ ପଣବନ୍ଦୀ ପିଡ଼ିତଙ୍କୁ ମିଳିବ ସ୍ଥିର ରୋଜଗାର ନୂଆ ଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) ଜମ୍ମୁ ଓ କଶ୍ମୀରର ବିସ୍ଥାପିତ ପରିବାର ଲାଗି...

ଷ୍ଟେଟବ୍ୟାଙ୍କ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ପ୍ରଶିକ୍ଷଣ ଶିବିର

0
ସମ୍ବଲପୁର, ୯/୧୦ - (ଓଡ଼ିଆ ପୁଅ) ବୁର୍ଲାରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ଏକ ମାସ ବ୍ୟାପୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୨୨...

ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ନିୟମିତ ରାସ୍ତା ନଥିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ:ବିଜେପି

0
ସୁଆଣ୍ଡୋ ଠାରେ ବିଜେପି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ପାଳିତ ଭୁବନେଶ୍ୱର, ତା.୦୯/୧୦ (ଓଡ଼ିଆ ପୁଅ) : ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ଏବଂ ଦୈନିକ ଖବରକାଗଜ ସମାଜ ଓ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ଆସନ୍ତାକାଲି ରାଜଭବନ ଆଗରେ ଧାରଣା ଦେବ...

0
ଭୁବନେଶ୍ୱର, ୦୯/୧୦ (ଓଡ଼ିଆ ପୁଅ) : ରାଜ୍ୟସରକାର ଚଂଚକତା କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ଚାଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ...

ଜିଲ୍ଲା ବାହାର ଡକାୟତ ଦଳର ୬ଜଣ ଗିରଫ: ବାଇକ ଟଙ୍କା ମୋବଇଲ ସହ ବହୁ...

0
ବାଲିଗୁଡା, ୯/୧୦.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ )/କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତର ଲାଲଗଡ କୁହାଯାଉଥିବା କଞ୍ଜାଲଗୁ ଘାଟିରେ ବାଲିଗୁଡା ପୋଲିସ୍ ଏକ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳତା ହାସଲ କରିଛି।...

ଇଂ. କରୂଣାକର ସୂପକାରଙ୍କ ଦେହାନ୍ତ

0
ସମ୍ବଲପୁର, ୯/୧୦ (ଓଡ଼ିଆ ପୁଅ) ଜଣାଶୁଣା ବିଦ୍ୟୁତ ବିଶେଷଜ୍ଞ, ଲେଖକ ଏବଂ ଓଏଚପିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଇଂ. କରୁଣାକର ସୂପକାର ଆଉନାହାଁନ୍ତି। ଗତ ଶାତ ତାରିଖ ଦିନ ରାଜଧାନୀର ଏକ ନର୍ସିଂ...

ବନ୍ୟପ୍ରାଣୀ ସୁରକ୍ଷା ଚିନ୍ତା- ଜିରୋ ପଏଂଟରେ ପିକନିକ ନିଷେଧ

0
ସମ୍ବଲପୁର, ୯/୧୦ (ଓଡ଼ିଆ ପୁଅ) ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନ ଅନ୍ତର୍ଗତ ହୀରାକୁଦ ଜଳଭଂଡ଼ାର କୂଳରେଥିବା ଜିରୋ ପଏଂଟରେ ଏଣିକି ବଣଭୋଜି କରାଯାଇପାରିବ ନାହିଁ। ଏବାବଦରେ ଡ଼ିଭିଜନ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ୫୧୯.୫୭...

ସମ୍ବଲପୁର: ହର୍ଷ ଓ ଉଲ୍ଲାସ ମଧ୍ୟରେ ଶାରଦୀୟ ଦଶହରା ସମ୍ପନ୍ନ

0
ସମ୍ବଲପୁର, ୯/୧୦ (ଓଡ଼ିଆ ପୁଅ) - ପ୍ରବଳ ହର୍ଷ ଓ ଉଲ୍ଲାସ ମଧ୍ୟରେ ତଥା ଭକ୍ତି ଭାବନାର ସହିତ ସମ୍ବଲପୁର ଜିଲ୍ଲାର ପୁରପଲ୍ଲୀରେ ଶାରଦୀୟ ଦୁର୍ଗାପୂଜା ଓ ଦଶହରା ସମ୍ପନ୍ନ ହୋଇଯାଇଛି। ବର୍ଷା...

ରେଡିଓ, ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରକଙ୍କ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି

0
ନୂଆ ଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) ରେଡିଓ ଏବଂ ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରକଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର...

୫ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି – ୪୯.୯୩ ଲକ୍ଷ...

0
ନୂଆ ଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଆଜି କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଭୋଗୀମାନଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତା...

୭.୧୫ ସୁଦ୍ଧା ଏହି ଜିଲ୍ଲା ସାବଧାନ !

0
ଭୁବନେଶ୍ଵର,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ସଂଧ୍ୟା ୭ଟା ୧୫ ସୁଦ୍ଧା ୧୫ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ୧୫ ଜିଲ୍ଲା ଗୁଡ଼ିକ ମଧ୍ୟରେ...

ତିନିଦିନ ପରେ ଉଦ୍ଧାର ହେଲା ନିଖୋଜ ନାବାଳିକାର ମୃତ ଦେହ

0
ଭୁବନେଶ୍ଵର,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ତିନି ଦିନ ପରେ ଉଦ୍ଧାର ହେଲା ନିଖୋଜ ନାବାଳିକାଙ୍କ ମୃତଦେହ । ଗତ ୬ ତାରିଖରେ ମହାନଦୀକୁ ଗାଧୋଇବାକୁ ଯାଇ ଭାସିଯାଇଥିବା ନାବାଳିକାଙ୍କ ମଧ୍ୟରୁ ନିଖୋଜ ଥିବା...

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

0
କେନ୍ଦ୍ରାପଡ଼ା,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଲଜ୍ଜା । ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ...

ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର

0
ନୂଆଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) ଜନ ବି. ଗୁଡେନ, ଏମ. ଷ୍ଟାନଲୀ ବିଟିଂଘମ ଏବଂ ଅକିରା ଯୋଶିନୋଙ୍କୁ ଲିଥିଯମ-ଆୟନ ବ୍ୟାଟେରୀର ବିକାସ କରିବା ପାଇଁ ସଂଯୁକ୍ତ ରୂପରେ ରସାୟନ ବିଜ୍ଞାନ ପାଇଁ ନୋବେଲ...

ଦୀପାବଳୀ ଉପହାର ଦେଲେ ମୋଦି

0
ନୂଆଦିଲ୍ଲୀ,୦୯/୧୦,(ଓଡ଼ିଆ ପୁଅ ପି ନାଏକ): କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର । କାରଣ ଏହି ଦୀପାବଳୀ ରେ ମୋଦି ସରକାର କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଭେଟି ଆଣିଛନ୍ତି । ତାହା...

ଭାରତ ଆସୁଛନ୍ତି ଚୀନ ରାଷ୍ଟ୍ରପତି

0
ନୂଆଦିଲ୍ଲୀ,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ଭାରତ ଆସୁଛନ୍ତି ଚୀନ ରାଷ୍ଟ୍ରପତି ଶୀ ଜିନପିଙ୍ଗ । ଅକ୍ଟୋବର ୧୧ ରେ ସେ ଭାରତ ଆସିବେ ବୋଲି ସୂଚନା ମିଳିଛି । ୨ ଦିନିଆ ଭାରତ...

୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର, ୫% ବଢ଼ିଲା ମହଁଗା ଭତ୍ତା

0
ନୂଆଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଦିପାବଳୀ ପୂର୍ବରୁ ବଡ଼ ଉପହାର ଦେଇଛନ୍ତି। ଏହା ଉପରେ କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି। ମହଁଗା ଭତ୍ତା (Dearness Allowance) ୫...

ଗୁଡିଆପୋଖରୀ ନିକଟରେ ସଡ଼କ ଦୁର୍ଘଟଣା

0
ଭୁବନେଶ୍ଵର,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଭୁବନେଶ୍ଵର ଜାତୀୟ ରାଜପଥ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣା ରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।...