Home ଓଡ଼ିଶା ଦୀପାବଳୀ ଉପହାର ଦେଲେ ମୋଦି

ଦୀପାବଳୀ ଉପହାର ଦେଲେ ମୋଦି

378

ନୂଆଦିଲ୍ଲୀ,୦୯/୧୦,(ଓଡ଼ିଆ ପୁଅ ପି ନାଏକ): କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର । କାରଣ ଏହି ଦୀପାବଳୀ ରେ ମୋଦି ସରକାର କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଭେଟି ଆଣିଛନ୍ତି । ତାହା ହେଲା କେନ୍ଦ୍ର କର୍ମଚାରୀଙ୍କ ଦିନିକିଆ ଭତ୍ତା (ଡିଏ) ୫ ପ୍ରତିଶତ ବଢାଯାଇଛି । ସରକାର ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ତେବେ ଏହା ଦିୱଲୀ ଭେଟି ସଦୃଶ ହୋଇଛି । ପ୍ରାୟ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଏହାର ଫାଇଦା ପାଇବେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.