Home ଓଡ଼ିଶା ଗୁଡିଆପୋଖରୀ ନିକଟରେ ସଡ଼କ ଦୁର୍ଘଟଣା

ଗୁଡିଆପୋଖରୀ ନିକଟରେ ସଡ଼କ ଦୁର୍ଘଟଣା

394

ଭୁବନେଶ୍ଵର,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଭୁବନେଶ୍ଵର ଜାତୀୟ ରାଜପଥ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣା ରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଉକ୍ତ ୨ ଯୁବକ ପିପିଲି ରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ବେଳେ ପଛରୁ ଏକ ବସ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣଙ୍କର ନାମ ଆକାଶ ବାରିକ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.