Bureau
ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଲୁଟେରା
ଆଠଗଡ଼,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଆଠଗଡ଼ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହୋଇଛି । ବାଇକରେ ଦୁଇଜଣ ଲୁଟେରା ଆସି ଉକ୍ତ ମହିଳାଙ୍କ ବେକରୁ ସୁନା ଚେନ...
ତିର୍ତ୍ତୋଲରେ ଯୁଗ୍ମ ଜନ ଅଭିଯୋଗ ଶୁଣାଳି ଶିବିର: ୧୪୨ ଅଭିଯୋଗ ରୁ ୮ର ତତ୍...
ତିର୍ତ୍ତୋଲ୧୫/୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ...
ଗିରଫ ହେଲେ ଫାରୁକ ଅବଦୁଲ୍ଲାଙ୍କ ଝିଅ ଓ ଭଉଣୀ
ନୂଆଦିଲ୍ଲୀ,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ଧାରା ୩୭୦କୁ ବିରୋଧ କରି ଆଜି ଗିରଫ ହୋଇଛନ୍ତି ଫାରୁକ୍ ଅବଦୁଲ୍ଲାଙ୍କ ଭଉଣୀ ଓ ଝିଅ । ଏହାକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ...
ତିର୍ତ୍ତୋଲ କୁମାର ଉତ୍ସବ ସମିତିର ୪୬ତମ ବାର୍ଷିକ ଉତ୍ସବ ଓ ପାଣୀ ଜୟନ୍ତୀ ଉଦଯାପିତ
ତିର୍ତ୍ତୋଲ୧୫/୧୦ (ଓଡ଼ିଆ ପୁଅ/ଟୁକନ ସେଠୀ): ଦୁଇଦିନ ଧରି ତିର୍ତ୍ତୋଲ ଜୟପ୍ରକାଶ ମଇଦାନଠାରେ ଅନୁଷ୍ଠିତ ହେଉଥିବା ତିର୍ତ୍ତୋଲ କୁମାର ଉତ୍ସବ ସମିତିର ୪୬ ତମ ବାର୍ଷିକ ଉତ୍ସବ ଓ ଗଣ କବି ବୈଷ୍ଣବ ପାଣୀଙ୍କ...
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଂଟନରେ ବ୍ୟାପକ ଅନିୟମିତତା ତଥ୍ୟ ପ୍ରମାଣ ସହ ପଂଚାୟତରାଜ ମନ୍ତ୍ରୀଙ୍କ...
ଭୁବନେଶ୍ୱର,୧୫/୧୦ (ଓଡ଼ିଆ ପୁଅ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ବିଶେଷ କରି ସରକାରୀ ଅଫିସରମାନେ ଶାସକ ଦଳ ସହ ସଂପର୍କ ଥିବା ଧନୀକ ବ୍ୟକ୍ତିମାନଙ୍କୁ ପକ୍କା ଘର ବଂଟନ...
ରାଜ୍ୟସରକାରଙ୍କ ୫-ଟି ଏବଂ ମୋ ସରକାର ଯୋଜନା କେବଳ ପ୍ରହସନ ପାଲଟିଛି: ବିଜେପି
ଅନୁସୁଚିତ ଜାତି ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟ ମାନବ ଅଧିକାରୀ କମିଶନଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
ଭୁବନେଶ୍ୱର, ୧୫/୧୦ (ଓଡ଼ିଆ ପୁଅ): ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା...
ଫିଲ୍ମି ଷ୍ଟାଇଲରେ ଦିନ ଦ୍ୱିପହରରେ ସୁନାଗହଣା ଲୁଟ୍
ପୁରୀ, ୧୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଏକ ଜନଗହଳି ପୂର୍ଣ୍ଣ ରାସ୍ତା ସଦର ଥାନା ରାସ୍ତାରେ ମା ଓ ଝିଅ ଯାଉଥିବା ବେଳେ ପଛପଟୁ ଦୁଇଜଣ ବାଇକରେ ଆସି ସୁନା ଗହଣା...
୯୬୦ ଲିଟର ଦେଶୀ ମଦ ଜବତ
ବାଲେଶ୍ଵର,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ପଣାପଣା ଅଞ୍ଚଳରୁ ୯୬୦ଲିଟର ଦେଶୀ ମଦ ଜବତ ହୋଇଛି । ଏହାକୁ ଜବତ କରିଛି ବାଲେଶ୍ୱର ଅବକାରୀ ବିଭାଗ । ...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ, ୨ ଗୁରୁତର
ନୂଆଦିଲ୍ଲୀ,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ମୌସରିରୁ ପାଖାପାଖି ୪୦ କିମି ଦୂର ନୈନବାଗ-ବିକାଶନଗର ରାସ୍ତା ଉପରେ ଏକ କାର୍ ଭାରସାମ୍ୟ ହରାଇ ଘାଟିରେ ଖସି ପଡି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା...
ସାନଭାଇ କୁ ମାରିଲା ବଡଭାଇ
ବାଲେଶ୍ଵର,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ବର ଜିଲ୍ଲା ବିଷ୍ଣୁ ପୁର ଗାଁରେ ଆଜି ଏକ ଦୟନୀୟ ଘଟଣା ଘଟିଯାଇଛି । ବଡ଼ ଭାଇ ଛୁରୀରେ ଚୋଟ ପକାଇବା କାରଣରୁ ସାନଭାଇର ମୃତ୍ୟୁ ହୋଇଛି...
ବି.ଏମ୍ .ସି.ର ପ୍ରସ୍ତାବିତ ହୋଲ୍ ଡିଙ୍ଗ ଟିକସ ଜନବିରୋଧି : ସମାଜବାଦୀ ପାର୍ଟି
ଭୁବନେଶ୍ୱର, ୧୫ା୧୦ (ଓଡ଼ିଆ ପୁଅ) : ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ପ୍ରସ୍ତାବିତ ହୋଡିଙ୍ଗ୍ ଟିକସକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ବିରୋଧ କରୁଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରାଜଧାନୀର...
ବୌଦ୍ଧିକ ସମ୍ପଦର ସୁରକ୍ଷା ପାଇଁ ୱେବସାଇଟ ଓ ମୋବାଇଲ ଆପ୍ ର ଶୁଭାରମ୍ଭ –...
ନୂଆ ଦିଲ୍ଲୀ ୧୫-୧୦ (ଓଡ଼ିଆ ପୁଅ) ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ର ନୂଆଦିଲ୍ଲୀଠାରେ ବୌଦ୍ଧିକ ସମ୍ପଦ ଅଧିକାର (ଆଇପିଆର) ପାଇଁ ଏକ ୱେବସାଇଟ ଓ...
ଭୁବନେଶ୍ୱର ବିମାନବନ୍ଦରରୁ ୧୨ ଲକ୍ଷ ଟଙ୍କାର ଇମ୍ପୋଟେଡ୍ ସିଗାରେଟ୍ ଜବତ
ଭୁବନେଶ୍ୱର ୧୫-୧୦ (ଓଡ଼ିଆ ପୁଅ) ଭୁବନେଶ୍ୱର ବିମାନବନ୍ଦରରୁ ୧୨ ଲକ୍ଷ ଟଙ୍କାର ଇମ୍ପୋଟେଡ୍ ସିଗାରେଟ୍ ଜବତ କରିଛି ଡିଆଇଆଇ। ଖବରରୁ ଜଣାପଡ଼ିଛିଯେ, କୁଆଲାଲାମ୍ପୁରରୁ ଭୁବନେଶ୍ୱରକୁ ଆସିଥିଲା ଏହି ସିଗାରେଟ। ସିଗାରେଟ୍ କୁଆଲାଲମପୁରରୁ ଭୁବନେଶ୍ୱରଦେଇ...
୨୪ ଗ୍ରାମ ବ୍ରାଉନ ସୁଗାର ଜବତ
ନିମାପଡ଼ା,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ନିମାପଡ଼ା ଜୟଶ୍ରୀ ହଲ ଛକରୁ ଅବକାରୀ ବିଭାଗ ୨୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଯାହାର ମୂଲ୍ୟ ପ୍ରାୟ ୨ ଲକ୍ଷ ୪୦...
ଆଖି ବୁଜିଲା ଧଳା ବାଘ ଶୁଭ୍ରାଂଶୁ
ବାରଙ୍ଗ,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ନନ୍ଦନକାନନରେ ହାତୀ ମଡକ ପରେ ଆଜି ଧଳା ବାଘ ଶୁଭ୍ରାଂଶୁର ମୃତ୍ୟୁ ହୋଇଛି । ବହୁତ ଦିନ ଧରି ଲିଭର ଜନିତ ରୋଗରେ ପୀଡିତ ଥିବା ଶୁଭ୍ରାଂଶୁ...
ଆଜିଠୁ ଗଡିବ ସେବା ଏକ୍ସପ୍ରେସ
ଭୁବନେଶ୍ଵର,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ଆଜିଠାରୁ ଭୁବନେଶ୍ୱରରୁ ନୟାଗଡ଼କୁ ଗଡିବ ସେବା ଏକ୍ସପ୍ରେସ ଟ୍ରେନ । ଏନେଇ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ ଏହାର ଶୁଭାରମ୍ଭ କରିବେ...
ବନ୍ଧୁକ ଦେଖାଇ ଲୁଟ
କୁଆଁରମୁଣ୍ଡା,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ବନ୍ଧୁକ ମୁନରେ ଲୁଟି ନେଇଥିଲେ ପ୍ରାୟ ୧୧ ଲକ୍ଷ ଟଙ୍କା । ଏହି ଘଟଣା ଆଜି ରାଉରକେଲାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ,ଏକ ଘରୋଇ ସଂସ୍ଥାର...
ସୋରରେ ଲକ୍ଷାଧିକ ଟଙ୍କାର ଲୁଟ
ବାଲେଶ୍ଵର,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଲୁଟ ହୋଇଛି ଲକ୍ଷାଧିକ ଟଙ୍କାର ସୁନା ଗହଣା । ବାଲେଶ୍ବର ସୋର ଅଞ୍ଚଳରେ ଏହି ଲୁଟ ହୋଇଛି । କେଶପୁର ଗାଁର ଶଶି ମହନ୍ତିଙ୍କ କନ୍ୟାଶ୍ରମରେ...
ଅଭିଯୁକ୍ତ ସହ ସେଲଫି ନେଇ ବଦଳିଲେ ଥାନା ଅଧିକାରୀ
ଭୁବନେଶ୍ଵର,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ଅଭିଯୁକ୍ତ ସହ ସେଲଫି ନବା ପଡିଲା ଭାରୀ । ସେଲଫି ନେଇ ଶେଷରେ ବଦଳି ହୋଇଛନ୍ତି ଥାନା ଅଧିକାରୀ ବୁଲୁ ମୁଣ୍ଡା । ସୂଚନା ଅନୁସାରେ, ଗତକାଲି...
ବଢିଲା ଛେନା ଓ ପନିର ଦର
ଭୁବନେଶ୍ଵର,୧୫/୧୦,(ଓଡ଼ିଆ ପୁଅ ପି ନାଏକ): କ୍ଷୀର ପରେ ଏବେ ପୁଣି ବଢିଲା ଛେନା ଓ ପନିର ଦର । ଯାହାକୁ। ନେଇ ଏବେ ଘୋର ଚିନ୍ତାରେ ଗ୍ରାହକ ଓ ହୋଟେଲ ବ୍ୟବସାୟୀ ।...





