Home ଓଡ଼ିଶା ସାନଭାଇ କୁ ମାରିଲା ବଡଭାଇ

ସାନଭାଇ କୁ ମାରିଲା ବଡଭାଇ

431

ବାଲେଶ୍ଵର,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ବର ଜିଲ୍ଲା ବିଷ୍ଣୁ ପୁର ଗାଁରେ ଆଜି ଏକ ଦୟନୀୟ ଘଟଣା ଘଟିଯାଇଛି । ବଡ଼ ଭାଇ ଛୁରୀରେ ଚୋଟ ପକାଇବା କାରଣରୁ ସାନଭାଇର ମୃତ୍ୟୁ ହୋଇଛି । ତେବେ ଏହି ମୃତ୍ୟୁ ପଛରେ କାରଣ ଜମିବାଡ଼ି ବୋଲି କୁହାଯାଉଛି । ତେବେ ଆଜି ସାନ ଭାଇର ଆବାସ ଘର ଆସିଥିବା ନେଇ ଘର କରିବା ପାଇଁ ଜାଗାକୁ ନେଇ ଦୁଇ ଭାଇ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ବଡ଼ ଭାଇ କୈଳାସ ଉତକ୍ଷିପ୍ତ ହୋଇ ସାନ ଭାଇ ସୁରେଶ ମାଝୀକୁ ଭୁଜାଲିରେ ଆକ୍ରମଣ କରିଥିଲେ । ସୁରେଶକୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.