Home Authors Posts by Bureau

Bureau

17674 POSTS 0 COMMENTS

ଛଟ୍ ପୂଜା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ

0
ଭୁବନେଶ୍ୱର, ୨୯/୧୦, (ଓଡ଼ିଆ ପୁଅ ପି ନାୟକ): ଛଟ ପୂଜା ପାଇଁ ହେବାକୁ ଥିବା ଭିଡକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ପୁରୀ ରୁ ହଟିୟା, ପାଟଣା...

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

0
ବାଲେଶ୍ୱର, ୨୯/୧୦, (ଓଡ଼ିଆ ପୁଅ ପି ନାୟକ): ଆଜି ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ବାଲେଶ୍ୱର ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଈଶ୍ୱରପୁର ପଂଚାୟତ ଅନ୍ତର୍ଗତ...

ଚା’ରେ ନିଶା ମିଶାଇ ଭିନ୍ନ ଉପାୟରେ ଲୁଟ

0
କେନ୍ଦୁଝର, ୨୯/୧୦, (ଓଡ଼ିଆ ପୁଅ ପି ନାୟକ): ଚା ରେ ନିଶା ମିଶାଇ ଲୁଟ କଲେ ଲୁଟେରା। ଏଭଳି ଘଟଣା ଆଜି କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା...

ପୁଣି ଭାରରେ ବୁହା ହେଲେ ପ୍ରସୂତୀ

0
ନୟାଗଡ଼, ୨୯/୧୦, (ଓଡ଼ିଆ ପୁଅ ପି ନାୟକ): ପୁଣି ଭାରାରେ ବୁହା ହୋଇଛନ୍ତି ପ୍ରସୂତି। ବାରମ୍ବାର ଏନେଇ ଖବର ପ୍ରସାରଣ ପରେ ବି ଲୋକଙ୍କ ପାଇଁ କିଛି ସୁବିଧା କରାଯାଉନାହିଁ। ତେବେ ଏହି...

ଆସନ୍ତା ୧୮ ରେ ଶପଥ ନେବେ ଜଷ୍ଟିସ ବୋବଡେ

0
ନୂଆଦିଲ୍ଲୀ,୨୯/୧୦,(ଓଡ଼ିଆ ପୁଅ ପି ନାୟକ): ଜଷ୍ଟିସ୍ ଶରଦ୍‌ ଅରବିନ୍ଦ ବୋବଡେ ହେବେ  ଭାରତର ୪୭ ତମ ପ୍ରଧାନ ବିଚାରପତି । ତେବେ ୪୭ ତମ  ପ୍ରଧାନ ବିଚାରପତି ଭାବେ ତାାଙ୍କୁ ଆଜି ନିଯୁକ୍ତ କରାଯାଇଛି...

ଭିଜିଲାନ୍ସ ହାତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

0
ଖୋର୍ଦ୍ଧା, ୨୯/୧୦, (ଓଡ଼ିଆ ପୁଅ ପି ନାୟକ): ଲାଞ୍ଚ ନେବା ସମୟରେ ଆଜି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନବକିଶୋର ଦାସ। ଦୋକାନ ଘର ବିଲ କରାଇଦେବା ପାଇଁ ୩୦...

କୋରାପୁଟରେ ନିର୍ମାଣ ହେବ ସିପେଟର ଆଉ ଏକ ସେଣ୍ଟର

0
କୋରାପୁଟ, ୨୯/୧୦, (ଓଡ଼ିଆ ପୁଅ ପି ନାୟକ): ଖୁବ୍ ଶୀଘ୍ର କୋରାପୁଟରେ ପ୍ରତିଷ୍ଠା ହେବ ସିପେଟର ଦ୍ୱିତୀୟ କେନ୍ଦ୍ର। ଏନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ସାର ଓ...

ଭୁବନେଶ୍ୱରରେ ଏକତା ପାଇଁ ଦୌଡ଼ର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ - ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଖ୍ୟାତି ସଂପନ୍ନ କ୍ରୀଡ଼ାବିତ ଏବଂ ସିନେ କଳାକାରମାନେ ମଧ୍ୟ ଏହି ଗଣ ଦୌଡ଼ରେ...

ଆସନ୍ତା ନଭେମ୍ବର ରେ ଆସିବା କାଳିଆର ଦ୍ବିତୀୟ କିସ୍ତି ଟଙ୍କା

0
ଭୁବନେଶ୍ୱର, ୨୯/୧୦, (ଓଡ଼ିଆ ପୁଅ ପି ନାୟକ):ଆସନ୍ତା ନଭେମ୍ବର ମାସରେ ମିଳିବ କାଳିଆର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ବସିଥିବା ସମୀକ୍ଷା ବୈଠକ...

ବଗଦାଦୀର ସ୍ଥାନ ନେଇଥିବା ଆଇଏସର ନୂଆ ପ୍ରମୁଖ ମୃତ ସୂଚନା ଦେଲେ ଟ୍ରମ୍ପ

0
ନୂଆ ଦିଲ୍ଲୀ ୨୯-୧୦ (ଓଡ଼ିଆ ପୁଅ) ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ କି ଇସ୍ଲାମିକ ଷ୍ଟେଟ (ଆଇଏସ) ପ୍ରମୁଖ ଅବୁ ବକର ଅଲ-ବଗଦାଦୀର ସ୍ଥାନରେ ନୂଆ ସମ୍ଭାବିତ ପ୍ରମୁଖକୁ ଆମେରୀକାର ସେନାଙ୍କ...

ରତ୍ନଭଣ୍ଡାରକୁ ଖୋଲି ତାର ଯାଂଚ କରି ଅଳଙ୍କାରର ତାଲିକାକୁ ସାର୍ବଜାନିନ କରାଯାଉ – ପ୍ରଦୀପ୍ତ...

0
ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକଙ୍କର ମୁଖ୍ୟମନ୍ତ୍ରୀଙ୍କୁ ଚିଠି : - ରତ୍ନଭଣ୍ଡାର ସୁରକ୍ଷିତ ଅଛିକି ନାହିଁ ତାହା ଆଜି ବି ଓଡିଆ ଲୋକ ଅନ୍ଧାରରେ - ରାଜ୍ୟ ସରକାର ଏବେ ସୁଦ୍ଧା ରତ୍ନଭଣ୍ଡାର ଖୋଲିଲେ...

୫ଟି କାର୍ଯ୍ୟକ୍ରମ ରେ ଶ୍ରେଷ୍ଠ ଡାକ୍ତରଙ୍କୁ ମିଳିବ ପୁରସ୍କାର

0
ଭୁବନେଶ୍ଵର,୨୮/୧୦,(ଓଡ଼ିଆ ପୁଅ ପି ନାଏକ): ୫ଟି କାର୍ଯ୍ୟକ୍ରମ ପାଇଁ ନବୀନ ପଟ୍ଟନାୟକ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ତାହା ହେଲା ଏବେ ୫ଟି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସେବାରେ ଉନ୍ନତ ପ୍ରଦର୍ଶନ କଲେ...

ମହିଳା ପର୍ଯ୍ୟଟକଙ୍କୁ ମାଡ ଅଭିଯୋଗ, ଥାନାରେ ଏତଲା

0
ବାଲେଶ୍ଵର,୨୮/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ମହିଳା ପର୍ଯ୍ୟଟକଙ୍କୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ତେବେ ପାର୍କିଂ ଫି ଆଦାୟକୁ ନେଇ ଯୁବକମାନେ ପର୍ଯ୍ୟଟକଙ୍କୁ ମାଡ ମାରିଥିବା...

ନିର୍ମାଣ ଶ୍ରମିକଙ୍କୁ ଘୋଷିତ ସହାୟତାରୁ ବଞ୍ଚିତ କରିବା ପ୍ରତିବାଦରେ ନଭେମ୍ବର ୨୭ରୁ ଶ୍ରମ କମିଶନରଙ୍କ...

0
ଭୁବନେଶ୍ୱର, ୨୮.୧୦ (ଓଡ଼ିଆ ପୁଅ) : କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ଘୋଷିତ ସୁବିଧା ସୁଯୋଗରୁ ବଞ୍ଚିତ କରିବା ଓ ଅଘୋଷିତ ଭାବେ ଶ୍ରମିକ ସଂଗଠନ...

ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ୩ ଆହତ

0
ନୂଆପଡ଼ା,୨୮/୧୦,(ଓଡ଼ିଆ ପୁଅ ପି ନାୟକ):ଆଜି ନୂଆପଡ଼ା ଜିଲ୍ଲା ଧରମବନ୍ଧା ନିକଟରେ ଏକ ସଡ଼କ ଦୁର୍ଘଟଣା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦୁଇ ବାଇକ ମୁହାଁମୁହିଁ ହେବା ଯୋଗୁଁ ଏହି...

ସଡ଼କ ଦୁର୍ଘଟଣାରେ ବାପଝିଅ ମୃତ

0
ଭଦ୍ରକ,୨୮/୧୦,(ଓଡ଼ିଆ ପୁଅ ପି ନାୟକ):ଆଜି ଭଦ୍ରକ ତ୍ରିଶୁଳପୁରଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ତ୍ରିଶୁଳପୁର ଛକ...

ଗତକାଲି ନିଖୋଜ ଥିବା ଶିଶୁର ମୃତ ଦେହ ଉଦ୍ଧାର

0
ଭୁବନେଶ୍ଵର,୨୮/୧୦,(ଓଡ଼ିଆ ପୁଅ ପି ନାୟକ):ଗତକାଲି ଜଣେ ବାପ ତାର ୫ ବର୍ଷର ପୁଅକୁ କାନ୍ଧରେ ନେଇ ଯାଉଥିବା ବେଳେ ହଠାତ ପୋଲ ତଳକୁ ଖସି ପଡ଼ିଥିଲେ । ପରେ ନଦୀ ସ୍ରୋତରେ ଭାସି...

୨୪ ଘଣ୍ଟା ଭିତରେ ବର୍ଷା !

0
ଭୁବନେଶ୍ଵର,୨୮/୧୦,(ଓଡ଼ିଆ ପୁଅ ପି ନାୟକ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆଜି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।...

ବାଣ ଫୁଟି ଅଘଟଣ

0
ଗଞ୍ଜାମ,୨୮/୧୦,(ଓଡ଼ିଆ ପୁଅ ପି ନାୟକ): ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ୟାମସୁନ୍ଦର ଗାଁରେ ବାଣ ଫୁଟା ବେଳେ ଏକ ବିରାଟ ଅଘଟଣ ଘଟିଛି । ବାଣ ଫୁଟାଇବା ବେଳେ ଅସାବଧାନତା ଯୋଗୁଁ ଜଣଙ୍କର...

ଆଜି ମୋଦିଙ୍କ ସାଉଦି ଆରବ ଗସ୍ତ

0
ନୂଆଦିଲ୍ଲୀ,୨୮/୧୦,(ଓଡ଼ିଆ ପୁଅ ପି ନାୟକ):ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ସାଉଦି ଆରବ ଗସ୍ତ କରୁଛନ୍ତି। ସାଉଦୀ ଆରବର ପବ୍ଲିକ ଉନଭେଷ୍ଟମେଣ୍ଟ ଫଣ୍ଡ ଓ ଆସନ୍ତା କାଲି ଅର୍ଥାତ ୨୯ରୁ ୩୧...