Home ଓଡ଼ିଶା ଗତକାଲି ନିଖୋଜ ଥିବା ଶିଶୁର ମୃତ ଦେହ ଉଦ୍ଧାର

ଗତକାଲି ନିଖୋଜ ଥିବା ଶିଶୁର ମୃତ ଦେହ ଉଦ୍ଧାର

879

ଭୁବନେଶ୍ଵର,୨୮/୧୦,(ଓଡ଼ିଆ ପୁଅ ପି ନାୟକ):ଗତକାଲି ଜଣେ ବାପ ତାର ୫ ବର୍ଷର ପୁଅକୁ କାନ୍ଧରେ ନେଇ ଯାଉଥିବା ବେଳେ ହଠାତ ପୋଲ ତଳକୁ ଖସି ପଡ଼ିଥିଲେ । ପରେ ନଦୀ ସ୍ରୋତରେ ଭାସି ଯାଇଥିଲା । ପରବର୍ତ୍ତୀ ସମୟରେ ବାଟକୁ ଉଦ୍ଧାର କରାଯାଇଥିବା ବେଳେ ପୁଅ ମିଳିନଥିଲା । ମାତ୍ର ଆଜି ପୁଅ ବାପୁନ୍ ଶବ ପିତା କାଳିଆ ନଦୀର ଆଗିରିଆରୁ ମିଳିଥିବା ସଚସୂଚ ମିଳିଛି । କୁହାଯାଉଛି ଯେ, ବାପୁନ୍ ଶବ ନଦୀ ବୁଦା ମୂଳରେ ଲାଗି ରହିଥିଲା । ଗାଁ ଲୋକେ ଏହା ଦେଖି NDRF ଟିମକୁ ଖବର ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବାପୁନ ଶବ ନମିଳିବା ପରେ  ଉତ୍ତେଜିତ ଗାଁର ମହିଳା ତିନୋଟି ମଦ ଦୋକାନକୁ ଭଙ୍ଗାରୁଜା କରି ମଦ ଦୋକାନରେ ନିଆଁ ଲଗାଇ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.