Home ଓଡ଼ିଶା ସଡ଼କ ଦୁର୍ଘଟଣାରେ ବାପଝିଅ ମୃତ

ସଡ଼କ ଦୁର୍ଘଟଣାରେ ବାପଝିଅ ମୃତ

419

ଭଦ୍ରକ,୨୮/୧୦,(ଓଡ଼ିଆ ପୁଅ ପି ନାୟକ):ଆଜି ଭଦ୍ରକ ତ୍ରିଶୁଳପୁରଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ତ୍ରିଶୁଳପୁର ଛକ ପଟେ ବାପଝିଅ ଆସୁଥିବା ବେଳେ ପଛପଟୁ  ଏକ ପିକ ଅପ୍ ଭ୍ୟାନ  ଧକ୍କା  ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟ ବାପଝିଅ ଆଖିବୁଜି ଥିଲେ ।  ଏ ଯାଏଁ ମୃତକମାନଙ୍କର ପରିଚୟ ମିଳି ପାରିନଥିବା ବେଳେ ଖବର ପାଇ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଉତ୍ତେଜନା ଦେଖାଦେଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.