Home ଆନ୍ତର୍ଜାତୀୟ ବଗଦାଦୀର ସ୍ଥାନ ନେଇଥିବା ଆଇଏସର ନୂଆ ପ୍ରମୁଖ ମୃତ ସୂଚନା ଦେଲେ ଟ୍ରମ୍ପ

ବଗଦାଦୀର ସ୍ଥାନ ନେଇଥିବା ଆଇଏସର ନୂଆ ପ୍ରମୁଖ ମୃତ ସୂଚନା ଦେଲେ ଟ୍ରମ୍ପ

202

ନୂଆ ଦିଲ୍ଲୀ ୨୯-୧୦ (ଓଡ଼ିଆ ପୁଅ) ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ କି ଇସ୍ଲାମିକ ଷ୍ଟେଟ (ଆଇଏସ) ପ୍ରମୁଖ ଅବୁ ବକର ଅଲ-ବଗଦାଦୀର ସ୍ଥାନରେ ନୂଆ ସମ୍ଭାବିତ ପ୍ରମୁଖକୁ ଆମେରୀକାର ସେନାଙ୍କ ଦ୍ୱାରା ନିପାତ୍ କରାଯାଇଛି।

 

ସୂଚନାଯୋଗ୍ୟଯେ, ଦୁଇ ଦିନ ପୂର୍ବରୁ ଟ୍ରମ୍ପ ଇସ୍ଲାମିକ ଷ୍ଟେଟର ପ୍ରମୁଖ ଅବୁ ବକର ଅଲ-ବଗଦାଦୀ ମୃତ ବୋଲି ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.