Home ଓଡ଼ିଶା କୋରାପୁଟରେ ନିର୍ମାଣ ହେବ ସିପେଟର ଆଉ ଏକ ସେଣ୍ଟର

କୋରାପୁଟରେ ନିର୍ମାଣ ହେବ ସିପେଟର ଆଉ ଏକ ସେଣ୍ଟର

70

କୋରାପୁଟ, ୨୯/୧୦, (ଓଡ଼ିଆ ପୁଅ ପି ନାୟକ): ଖୁବ୍ ଶୀଘ୍ର କୋରାପୁଟରେ ପ୍ରତିଷ୍ଠା ହେବ ସିପେଟର ଦ୍ୱିତୀୟ କେନ୍ଦ୍ର। ଏନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ସାର ଓ ରସାୟନ ସଚିବ ପି. ରାଘବେନ୍ଦ୍ର ରାଓ ଏହି ସୂଚନା ଦେଇଛନ୍ତି। ତେବେ PCPIR ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ PCPIR ପ୍ରତିଷ୍ଠା ନେଇ ମୁମ୍ବାଇ ସମ୍ମିଳନୀରେ ନିଷ୍ପତ୍ତି ହେବ ବୋଲି କହିଛନ୍ତି ପି. ରାଘବେନ୍ଦ୍ର ରାଓ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.