Home ଓଡ଼ିଶା ଆସନ୍ତା ନଭେମ୍ବର ରେ ଆସିବା କାଳିଆର ଦ୍ବିତୀୟ କିସ୍ତି ଟଙ୍କା

ଆସନ୍ତା ନଭେମ୍ବର ରେ ଆସିବା କାଳିଆର ଦ୍ବିତୀୟ କିସ୍ତି ଟଙ୍କା

223

ଭୁବନେଶ୍ୱର, ୨୯/୧୦, (ଓଡ଼ିଆ ପୁଅ ପି ନାୟକ):ଆସନ୍ତା ନଭେମ୍ବର ମାସରେ ମିଳିବ କାଳିଆର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ବସିଥିବା ସମୀକ୍ଷା ବୈଠକ ରେ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ଠକରେ ବୈଠକରେ ଅର୍ଥ ସଚିବ ଅଶୋକ ମିନା ପ୍ରମୁଖ ଯୋଗଦେଇଥିଲେ। ତେବେ ସୂଚନା ଅନୁସାରେ, ପ୍ରଥମ କିସ୍ତିରେ ୫୧ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିଥିଲା। ପରେ ସେମାନଙ୍କ ମଧ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ ଟଙ୍କା ଫେରସ୍ତ ଅଣାଯିବ ବୋଲି ମନ୍ତ୍ରୀ କହିଥିଲେ। ପରବର୍ତ୍ତୀ ସମୟରେ ୩.୨୬ ଲକ୍ଷ ଅଯୋଗ୍ୟ ହତିାଧିକାରୀ ଚିହ୍ନଟ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.